କୋଭିଡ୍ ମୁକ୍ତ ହେଲେ ଶାମି
ନୂଆଦିଲ୍ଳୀ,୨୮ା୯: ଭାରତୀୟ କ୍ରିକେଟ ଦଳର ବରିଷ୍ଠ ପେସ୍ ବୋଲର ମହମ୍ମଦ ଶାମି କୋଭିଡ୍ ମୁକ୍ତ ହୋଇଛନ୍ତି। ୧୦ ଦିନ ଧରି କରୋନାରେ ଆକ୍ରାନ୍ତ ରହିବା ପରେ ଶାମିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ବିସିସିଆଇ ପକ୍ଷରୁ ଉମେଶ ଯାଦବଙ୍କୁ ଶାମିଙ୍କ ବଦଳ ଖେଳାଳି…
ଭାରତକୁ ୧୦୭ ରନ୍ର ଟାର୍ଗେଟ୍
ଥିରୁଭାନନ୍ତପୁରମ,୨୮।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ଥିରୁଭାନନ୍ତପୁରମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତ ସାମ୍ନାରେ ୧୦୭ ରନ୍ର ବିଜୟ ଲକ୍ଷ୍ୟ ରଖିଛି। ଟସ୍ ହାରି ପ୍ରଥମେ…
୯ ରନ୍ରେ ପାଭିଲିୟନକୁ ଫେରିଲେ ଦକ୍ଷିଣ ଆଫ୍ରିକାର ଅଧା ଟିମ୍
ଥିରୁଭାନନ୍ତପୁରମ,୨୮।୯: ଭାରତ ବିପକ୍ଷ ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟ ସମ୍ୁଖୀନ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ମାତ୍ର ୯ ରନ୍ରେ ୫ଟି ଉକେଟ୍ ହରାଇଛି। ଦଳକୁ ପ୍ରଥମ ଓଭରରେ ଝଟ୍କା ଲାଗିଥିଲୋ। ଅଧିତ୍ନାୟକ ଟେମ୍ବା…
ଟସ୍ ଜିତିଲା ଭାରତ
ଥିରୁଭାନନ୍ତପୁରମ୍,୨୮।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ଥିରୁଭାନନ୍ତପୁରମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି। ଟି-୨୦ ବିଶ୍ୱକପ…
ପାକିସ୍ତାନକୁ ବଡ ଝଟ୍କା: ଫୁସଫୁସ୍ ସଂକ୍ରମଣକୁ ନେଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ଏହି ଷ୍ଟାର ବୋଲର୍
ଲାହୋର,୨୮।୯: ପାକିସ୍ତାନ କ୍ରିକେଟ ଟିମ୍କୁ ବଡ଼ ଝଟ୍କା। ଦଳର ତାରକା ଦ୍ରୁତ ବୋଲର୍ ନସିମ ଶାହ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କିଛି ଦିନ ଧରି ପ୍ରବଳ ଜ୍ୱର ହୋଇଥିଲା। ଏପରିକି ତାଙ୍କ ଫୁସ୍ଫୁସ୍ରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ତାଙ୍କର ଡେଙ୍ଗୁ…
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଲାଗି ଦଳରେ ବଡ଼ ପରିବର୍ତ୍ତନ କଲା ଟିମ୍ ଇଣ୍ଡିଆ
ଥିରୁଭାନନ୍ତପୁରମ୍,୨୮।୯: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଲାଗି ଦଳରେ ପ୍ରମୁଖ ପରିବର୍ତ୍ତନ କରିଛି ଟିମ୍ ଇଣ୍ଡିଆ। ଉମେଶ ଯାଦବ, ଶାହାବାଜ ଅହମ୍ମଦ ଏବଂ ଶ୍ରେୟାସ ଆୟରଙ୍କୁ ଭାରତୀୟ ସ୍କ୍ବାର୍ଡରେ ସାମିଲ କରାଯାଇଛି। ଦୀପକ…
ଉପରକୁ ଉଠିଲେ ସୂର୍ଯ୍ୟକୁମାର
ଦୁବାଇ, ୨୮।୯:ଭାରତର ସୂର୍ଯ୍ୟକୁମାର ଯାଦବ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍ର ବ୍ୟାଟର ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରିବା ପରେ ତାଙ୍କୁ ଏହି ସଫଳତା ମିଳିଛି। ଭାରତ ପରାଜିତ ହୋଇଥିଲେ ହେଁ ସୂର୍ଯ୍ୟ…
ପ୍ରଥମଥର ଶ୍ୱଶୁର ଘର ଲୋକଙ୍କୁ ଭେଟିବା ପରେ ଏମିତି ଥିଲା ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା
ମୁମ୍ବାଇ,୨୮।୯: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ତାଙ୍କର ପ୍ରଦର୍ଶନ ସହିତ ପାଣ୍ଡ୍ୟା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଶେୟାର…
ଗାଭାସ୍କରଙ୍କୁ ଏସ୍ଜେଏଫ୍ଆଇ ପଦକ, ଶାସ୍ତ୍ରୀ ସମ୍ମାନିତ
ଥିରୁଭାନନ୍ତପୁରମ,୨୮।୯(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ପୋଟର୍ସ ଜର୍ନାଲିଷ୍ଟ ଫେଡେରେଶନ୍ ଅଫ୍ ଇଣ୍ଡିଆ (ଏସଜେଏଫ୍ଆଇ)ର ବିଶେଷ ସମ୍ମାନ ଗ୍ରହଣ କରିଛନ୍ତି। ଏସ୍ଜେଏଫ୍ଆଇ ପକ୍ଷରୁ ପ୍ରତିବର୍ଷ…
ଡେଥ୍ ବୋଲିଂ ଉପରେ ଭାରତର ନଜର
ଥିରୁଭାନନ୍ଥପୁରମ, ୨୮।୯(ପି.ଟି.): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ୩ ମ୍ୟାଚ ବିଶିଷ୍ଟ ଅନ୍ତଜର୍ର୍ାତୀୟ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ। ଆଗକୁ ଟି୨୦ ବିଶ୍ୱକପ ରହିଥିବାରୁ ପ୍ରସ୍ତୁତି ଦୃଷ୍ଟିରୁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ…
ଜାତୀୟ କ୍ରୀଡ଼ା ସଫ୍ଟ ଟେନିସ ପାଇଁ ଓଡ଼ିଶାର ୪ ଅଫିସିଆଲ
ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି): ଗୁଜରାଟର ଅହମଦାବାଦରେ ହେବାକୁଥିବା ଜାତୀୟ କ୍ରୀଡ଼ାର ସଫ୍ଟଟେନିସ ଇଭେଣ୍ଟ ପାଇଁ ଓଡ଼ିଶାରୁ ୪ ଅଫିସିଆଲ ମନୋନୀତ ହୋଇଛନ୍ତି। ମହମ୍ମଦ ଆଜାମ ରେଫରି ଏବଂ ଅନସୂୟା ବାରିକ, ସତୀଶ କୁମାର ବିଶ୍ୱକର୍ମା ଓ ମହମ୍ମଦ ଅମନ ଅମ୍ପାୟର ଭାବେ…
ଅନୁରାଧା ଓଡ଼ିଶା ଆଥ୍ଲେଟିକ୍ସ ଦଳର କୋଚ୍
ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି): ଗୁଜରାଟରେ ହେବାକୁଥିବା ଜାତୀୟ କ୍ରୀଡ଼ା ପାଇଁ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କୁ ଓଡ଼ିଶା ଆଥ୍ଲେଟିକ୍ସ ଦଳର କୋଚ୍ ମନୋନୀତ କରାଯାଇଛି। ଯେଉଁ କ୍ରୀଡ଼ାରେ ଏକାଧିକ ଥର ପଦକ ଜିତିଥିଲେ ସେହି କ୍ରୀଡ଼ା ପାଇଁ ଓଡ଼ିଶା ଦଳର କୋଚ୍ ହୋଇଥିବାରୁ…

