ଓ୍ବାର୍ନରଙ୍କୁ ନେଇ ଅଷ୍ଟ୍ରେଲିଆର ଚିନ୍ତା ବଢ଼ିଲା
କାନବେରା,୧୪ା୧୦: ଟି୨୦ ବିଶ୍ୱକପ ପୂର୍ବରୁ ଓପନର ଡେଭିଡ୍ ଓ୍ବାର୍ନରଙ୍କୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ। ବେକରେ ଆଘାତ ଲାଗିଥିବାରୁ ଓ୍ବାର୍ନର ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରୁ ବାଦ୍ ପଡିଛନ୍ତି। ଏପରିକି ତାଙ୍କର ବିଶ୍ୱକପ୍ ଅଂଶଗ୍ରହଣକୁ ନେଇ ଆଶଙ୍କା ଦେଖାଦେଇଛି। ଅକ୍ଟୋବର ୨୨ ତାରିଖରେ…
‘ଯେମିତି କରିଥିଲେ, ସେମିତି ପାଇଲେ’
ନୂଆଦିଲ୍ଲୀ,୧୪।୧୦: ଯେମିତି କରିଥିଲେ, ସେମିତି ପାଇଲେ। କିଛି ଏଭଳି କଥାକୁ ନେଇ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ କରୁଛନ୍ତି। ଅଧ୍ୟକ୍ଷ ପଦରୁ ଗାଙ୍ଗୁଲି ବିଦା ହେବେ ବୋଲି କୁହାଯାଉଥିବା ବେଳେ ତାଙ୍କ…
୪୬ ବଲ୍ରେ ଶତକ
ରାଜକୋଟ,୧୪।୧୦: ଭାରତୀୟ ଟିମ୍ର ଷ୍ଟାର ଓପନର୍ ପୃଥ୍ବୀ ଶ’ ବିସ୍ଫୋରକ ବ୍ୟାଟିଂ କରି ବୋଲର୍ଙ୍କୁ ଘାଇଲା କରିଛନ୍ତି। ଟି୨୦ ଫର୍ମାଟରେ ୪୬ ବଲ୍ରେ ସେ ନିଜର ଶତକ ପୂରଣ କରିଛନ୍ତି। ଏହି ଫର୍ମାଟରେ ପୃଥ୍ବୀଙ୍କ ଏହା ପ୍ରଥମ ଶତକ ଥିବାରୁ ତାଙ୍କୁ…
ଏହି ମହାନ କ୍ରିକେଟରଙ୍କ ଭଳି ହେବାକୁ ଚାହୁଁଥିଲେ ଧୋନୀ; ହେଲେ ପୂରଣ ହୋଇପାରିଲାନି ଇଚ୍ଛା…
ନୂଆଦିଲ୍ଲୀ,୧୪।୧୦: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଅନେକଙ୍କ ପାଇଁ ଆଜି ବି ପ୍ରେରଣା ହୋଇ ରହିଛନ୍ତି। କ୍ରିକେଟରୁ ସନ୍ନାସ ନେଇଥିଲେ ବି ତାଙ୍କୁ ନେଇ ଆଲୋଚନା କମ୍ ହୋଇନାହିଁ। ଏବେ ସିଏସ୍କେର ଅଧିନାୟକ ତଥା ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ…
ଟି୨୦ ବିଶ୍ୱକପ୍: ଯୋଗ୍ୟତା ପର୍ଯ୍ୟାୟ ଖେଳିବେ ଓ୍ବେଷ୍ଟଇଣ୍ଡିଜ୍- ଶ୍ରୀଲଙ୍କା
ବ୍ରିସବେନ୍,୧୪ା୧୦: ଓ୍ବେଷ୍ଟଇଣ୍ଡିଜ୍ ଦୁଇଥର ଟି୨୦ ବିଶ୍ୱକପ ଜିତି ସାରିଥିବା ବେଳେ ୨୦୧୪ ଚାମ୍ପିୟନ୍ ଶ୍ରୀଲଙ୍କା ୩ ଥର ଫାଇନାଲରେ ପ୍ରବେଶ କରିଛି। ହେଲେ ବିଗତ ଦିନରେ ଦୁଇ ଦଳର ପ୍ରଦର୍ଶନ ସାମାନ୍ୟ ଖରାପ ରହିଥିବାରୁ ଚଳିତ ବିଶ୍ୱକପ ପୂର୍ବରୁ ଉଭୟ ଦଳ…
ଲାଇଭ ଚାଟ୍ରେ ମୁହଁ ଦେଖି ବ୍ରତ ଭାଙ୍ଗିଲେ ଧନଶ୍ରୀ, ସ୍ବାମୀ ନ ଥିବାରୁ ଥିଲେ ଦୁଃଖରେ…
ବମ୍ବେ: ଗୁରୁବାର ଥିଲା କରଓ୍ବାଚୌଥ। ଦେଶବିଦେଶରେ ଏହି ବ୍ରତକୁ ସଧବା ନାରୀମାନେ ବେଶ ଧୁମଧାମ୍ରେ ପାଳନ କରିଛନ୍ତି। ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ଲେଗ୍ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ମଧ୍ୟ ଏହି ବ୍ରତ ରଖିଥିଲେ। ହେଲେ ସ୍ବାମୀ…
ଏସିଆ କପ୍ ୨୦୨୩ ଲାଗି ପାକିସ୍ତାନ ଯାଇପାରେ ଟିମ୍ ଇଣ୍ଡିଆ !
ନୂଆଦିଲ୍ଲୀ,୧୪।୧୦: ପାକିସ୍ତାନରେ ଏସିଆ କପ୍ ୨୦୨୩ ଆୟୋଜିତ ହେବ ବୋଲି ନିଶ୍ଚିତ ହୋଇଛି। ଏହାପରଠାରୁ ବିସିସିଆଇ ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତୀୟ ଟିମ୍କୁ ପଠାଇବ କି ନାହିଁ ତାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏଭଳି…
ଏହି କ୍ରିକେଟର୍ ଥିଲେ ଧୋନୀଙ୍କ ଗୁରୁ
ଚେନ୍ନାଇ,୧୪।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ମନର କଥା ପ୍ରକାଶ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଗୁରୁବାର ଟୁଇଟର୍ରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଧୋନୀ ସ୍ବୀକାର କରିଛନ୍ତି ଯେ, ସଚିନ ତେନ୍ଦୁଲକର କ୍ରିକେଟରେ…
ଫୁଟ୍ବଲ ଲଭର୍ସ ଡେ’
କ୍ରୀଡ଼ା ମନୋରଞ୍ଜନର ଏକ ମାଧ୍ୟମ । ତେବେ ଅନେକ ସମୟରେ ଦେଖାଯାଏ ଦର୍ଶକ କ୍ରୀଡ଼ାରେ ମାତ୍ରାଧିକ ଭାବପ୍ରବଣ ହୋଇଯାଆନ୍ତି । ଦଳ ବା ଖେଳାଳିଙ୍କ ପ୍ରତି ଥିବା ଏହି ଭାବପ୍ରବଣତା ବେଳେବେଳେ ହିଂସ୍ର ରୂପ ମଧ୍ୟ ଧାରଣ କରିଥାଏ। ଏହା ପଛରେ…
ଟି୨୦ ବିଶ୍ୱକପ୍
ଆଇସିସି ଟି୨୦ ବିଶ୍ୱକପ୍ର ୮ମ ସଂସ୍କରଣ ଅଷ୍ଟ୍ରେଲିଆରେ ଚଳିତ ମାସ ୧୬ ତାରିଖରେ ଆରମ୍ଭ ହେବାକୁ ଯାଉଛି । ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ମେଗା ଟୁର୍ନାମେଣ୍ଟରେ ଖେଳିବ । ଇତିମଧ୍ୟରେ ୯ ବର୍ଷ ବିତିଯାଇଛି, ତଥାପି ଟିମ୍ ଇଣ୍ଡିଆ…
୨୦୨୭ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ସିରିଜ୍ ଖେଳିବ ନାହିଁ ଭାରତ
ନୂଆଦିଲ୍ଲୀ,୧୪।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଏହାର କାର୍ଯ୍ୟକ୍ରମ ପ୍ରକାଶ କରିଛି। ଏହା ଅନୁଯାୟୀ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ତେବେ ଆଇସିସି…
କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର ଆଜମ, ରଚିଲେ ଇତିହାସ
ଅକଲାଣ୍ଡ,୧୪।୧୦: ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ ପୁଣିଥରେ ନିଜର ପୁରୁଣା ଫର୍ମକୁ ଫେରିଛନ୍ତି। ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ଟ୍ରାଇ ସିରିଜରେ ବାଂଲାଦେଶ ବିପକ୍ଷରେ ବାବର ୪୦ଟି ବଲରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥି ସହିତ ବାବର ଅନ୍ତର୍ଜାତୀୟ କ୍ରିକେଟରେ ଏକ…

