ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ରେ ପୁରସ୍କାର ୩୩.୫ କୋଟି
କେପ୍ଟାଉନ୍, ୨୧ା୧୨ (ପି.ଟି.): ଉଦ୍ଘାଟନୀ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ପାଇଁ ମୋଟ ପୁରସ୍କାର ରାଶି ୭୦ ନିୟୁତ ର଼୍ୟାଣ୍ଡ (ପ୍ରାୟ ୩୩.୫ କୋଟି ଟଙ୍କା) ରଖାଯାଇଛି। ଦକ୍ଷିଣ ଆଫ୍ରିକା ଫ୍ରାଞ୍ଚାଇଜ୍ କ୍ରିକେଟ ଇତିହାସରେ ଏହା ସର୍ବାଧିକ। ଏହି ଫ୍ରାଞ୍ଚାଇଜ୍ଭିତ୍ତିକ ଟୁର୍ନାମେଣ୍ଟ…
ଡୋପିଂ ପାଇଁ କିପ୍ୟୋକି ୬ ବର୍ଷ ବାସନ୍ଦ
ମୋନାକୋ, ୨୧ା୧୨ (ଏପି): ଡୋପିଂ ଓ ଟାମ୍ପରିଂ ପାଇଁ କେନିଆ ମାରାଥନର ଡାଏନା କିପ୍ୟୋକି ୬ ବର୍ଷ ବାସନ୍ଦ ହୋଇଛନ୍ତି। ଏଥିସହିତ ତାଙ୍କଠାରୁ ୨୦୨୧ ବୋଷ୍ଟନ ମାରାଥନ ଟାଇଟଲ ପ୍ରତ୍ୟାହାର କରାଯାଇଥିବା ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ) ମଙ୍ଗଳବାର ପ୍ରକାଶ କରିଛି।…
ଜଗା ୟୁନାଇଟେଡ୍ ସେମିଫାଇନାଲରେ
ଭୁବନେଶ୍ୱର, ୨୧ା୧୨ (ସ୍ପୋଟର୍ସ ବ୍ୟୁରୋ): ଶିବଶକ୍ତି କ୍ଲବ ଆନୁକୂଲ୍ୟରେ ଚାଲିଥିବା ତମାଣ୍ଡୋ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଜଗା ୟୁନାଇଟେଡ୍ ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଭୁବନେଶ୍ୱରର ଦୁଇ ଦଳ କିଶୋର କ୍ଲବ ଓ ଜଗା ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟରଫାଇନାଲ ମ୍ୟାଚର…
ଭାରତକୁ ୫୪ରନରେ ହରାଇଲା ଅଷ୍ଟ୍ରେଲିଆ
ମୁମ୍ବାଇ, ୨୧ା୧୨ (ପି.ଟି.): ଭାରତ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୫୪ ରନରେ ବିଜୟୀ ହୋଇଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୪-୧ରେ ଅଗ୍ରଣୀ ଲାଭ କରିଛି। ୧୯୭ ରନର…
‘ତୁମେ ମୋର, କେବଳ ମୋର…’
ନୂଆଦିଲ୍ଲୀ,୨୦।୧୨: ଶେଷ ହୋଇଛି ଫିଫା ବିଶ୍ୱକପ୍ ୨୦୨୨। ୩୬ ବର୍ଷର ଅପେକ୍ଷା ପରେ ଫ୍ରାନ୍ସକୁ ହରାଇ ଆର୍ଜେଣ୍ଟିନା ବିଶ୍ୱକପ୍ ଟାଇଟଲ ଜିତିଛି। ଏଥିସହ ଦଳର ଅଧିନାୟକ ଲିଓନେଲ ମେସିଙ୍କ ବର୍ଷ ବର୍ଷର ସ୍ବପ୍ନ ପୂରଣ ହୋଇଛି। ଏଣୁ ଉକ୍ତ ମୂହୁର୍ତ୍ତର ଖୁସିକୁ…
ଟିମ୍ ଇଣ୍ଡିଆକୁ ଝଟ୍କା: ଦ୍ୱିତୀୟ ଟେଷ୍ଟରୁ ବି ବାଦ୍ ପଡ଼ିଲେ ରୋହିତ, ଏହି ଖେଳାଳି ବି ଆହତ
ନୂଆଦିଲ୍ଲୀ,୧୦।୧୨: ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ହିଆକୁ ବଡ଼ ଝଟ୍କା ଲାଗିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ ସାଇନି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରୁ ବାହାର ହୋଇଛନ୍ତି। ଡିସେମ୍ବର ୧୧ରୁ ଏହି ମ୍ୟାଚ୍ ଖେଳାଯିବ।…
ନିଜ ମାଟିରେ ପାକିସ୍ତାନର ଲଜ୍ଜାଜନକ ପରାଜୟ
କରାଚି,୨୦।୧୨: ଇଂଲଣ୍ଡ କରାଚି ଟେଷ୍ଟକୁ ୮ ଉଇକେଟରେ ଜିତିଛି। ଏହା ସହ ଇଂଲଣ୍ଡ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନକୁ ୩-୦ରେ କ୍ଲିନ୍ସୁଇପ୍ କରିଛି। କରାଚି ପୂର୍ବରୁ ଇଂଲଣ୍ଡ ମଧ୍ୟ ରାୱଲପିଣ୍ଡି ଏବଂ ମୁଲତାନ ଟେଷ୍ଟରେ ପାକିସ୍ତାନକୁ ପରାସ୍ତ କରିଥିଲା।…
ମେସିଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ନୂଆଦିଲ୍ଲୀ,୨୦।୧୨: ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଫିଫା ବିଶ୍ୱକପ ଟାଇଟଲ୍ ଜିତିଛି। ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କ ପାଇଁ ଏହା ଶେଷ ବିଶ୍ୱକପ ଥିଲା। ସେ ତୃତୀୟ ଥର ପାଇଁ ତାଙ୍କ ଦଳକୁ ବିଶ୍ୱକପ ଟାଇଟଲ ଜିତାଇଛନ୍ତି। ମେସିଙ୍କୁ ଦୁନିଆର ସବୁଠାରୁ…
ଇତିହାସ ରଚିଲେ ୧୮ ବର୍ଷୀୟ କ୍ରିକେଟର୍
କରାଚି,୨୦।୧୨: ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ ଖେଳାଯାଉଛି। ଇଂଲଣ୍ଡ ଦଳ ଏହି ସିରିଜରେ ୨-୦ ଅଗ୍ରଣୀ ହାସଲ କରିସାରିଛି। ଏଥି ସହିତ ତୃତୀୟ ଟେଷ୍ଟ ମ୍ୟାଚ ଜିତିବା ନିକଟତର ହୋଇଛି। ଚତୁର୍ଥ…
ପଡ଼ିଆ ବାହାରେ ଏକ ବଡ଼ ରେକର୍ଡ ହାସଲ କଲେ ମେସି
ଷ୍ଟାର ଫୁଟବଲର୍ ଲିଓନେଲ ମେସି ଆର୍ଜେଣ୍ଟିନାକୁ ଫିଫା ବିଶ୍ୱକପ ଜିତାଇଛନ୍ତି। ଏହାସହ ଅନେକ ଫିଲ୍ଡ ରେକର୍ଡ ଭାଙ୍ଗିଥିଲେ। ତେବେ ବର୍ତ୍ତମାନ ସେ ପଡ଼ିଆରୁ ବାହାରେ ମଧ୍ୟ ଏକ ରେକର୍ଡ ଭାଙ୍ଗିଛନ୍ତି। ର ସୋମବାର ବିଶ୍ୱକପ ଜିତିବା ପରେ ମେସି ସୋସିଆଲ ମିଡିଆ…
କ୍ଲିନ୍ ସୁଇପ୍ ପଥରେ ଇଂଲଣ୍ଡ
କରାଚୀ, ୨୦ା୧୨: ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ ଜିତିବା ଦିଗରେ ଅଗ୍ରସର ହେଉଛି ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ ଦଳ। ଲେଗ୍ସ୍ପିନର ରେହାନ ଅହମ୍ମଦ ତାଙ୍କ ପଦାର୍ପଣ ମ୍ୟାଚରେ ସର୍ବକନିଷ୍ଠ ପୁରୁଷ ଖେଳାଳି ହିସାବରେ ୫ ଉଇକେଟ ସଫଳତା…
ବିଶ୍ଳେଷଣ ଅନାବଶ୍ୟକ
୧୯୭୮ରେ ମୁଁ ବାହାରେ ରହି ଦେଖିଛି। ୧୯୮୬ରେ ମୁଁ ବିଶ୍ୱକପ୍କୁ ସ୍ପର୍ଶ କରିଛି ଏବଂ ଚୁମ୍ବନ ମଧ୍ୟ ଦେଇଛି। ମାତ୍ର ୨୦୨୨ରେ ପ୍ରଥମେ ଷ୍ଟାଣ୍ଡରୁ, ପରେ ଦଳ ସହିତ ଉପଭୋଗ କରିଛି ଏବଂ ଟ୍ରଫିକୁ ପୁଣିଥରେ ସ୍ପର୍ଶ କରିବା ସୁଯୋଗ ପାଇଛି।…

