ଖେଳ

ବିଶ୍ୱକପ୍‌ ଏକାଦଶରେ ମେସି, ଏମ୍‌ବାପେ

କାତାରରେ ଫିଫା ବିଶ୍ୱକପ୍‌ର ପରିସମାପ୍ତି ଘଟିଛି। ଫାଇନାଲରେ ଫ୍ରାନ୍ସକୁ ପେନାଲ୍ଟି ଶୁଟ୍‌ଆଉଟ ୪-୨ (ନିର୍ଦ୍ଧାରିତ ସମୟ ଖେଳ ୨-୨ ଓ ଅତିରିକ୍ତ ସମୟରେ ୧-୧) ଗୋଲରେ ହରାଇ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଛି। ଏଥିସହ ପ୍ଲେ-ମେକର ଲିଓନେଲ ମେସିଙ୍କ ବିଶ୍ୱକପ ବିଜୟ ସ୍ବପ୍ନ…

ମୁଁ ଏବେଯାଏ ବିଶ୍ୱାସ କରିପାରୁନାହିଁ: ମେସି

ଦୋହା,୧୯।୧୨: ଫିଫା ବିଶ୍ୱକପ୍‌ ୨୦୨୨ ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି ଆର୍ଜେଣ୍ଟିନା। ରବିବାର ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଅଧିନାୟକ ତଥା ତାରକା ଫୁଟ୍‌ବଲର୍‌ ଲିଓନେଲ ମେସି ଚମତ୍କାର ପ୍ରଦର୍ଶନ କରିଥିଲେ। ଏବେ ଦଳର…

ସରିଲା ଫିଫା ବିଶ୍ୱକପ୍‌: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ଦୋହା,୧୯।୧୨:ଫିଫା ବିଶ୍ୱକପ୍‌ର ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରି ଟ୍ରଫି ଜିତିଛି। ମ୍ୟାଚରେ ଅନେକ ରୋମାଞ୍ଚକର ମୁହୂର୍ତ୍ତ ଥିଲା। ପ୍ରଥମାର୍ଦ୍ଧରେ ୧-୦ରେ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଆର୍ଜେଣ୍ଟିନା ଦ୍ୱିତୀୟାର୍ଦ୍ଧରେ ପଛରେ ପଡ଼ିଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସକୁ ଫେରାଇ…

ଫିଫା ୱାର୍ଲଡ କପ ୨୦୨୨: ଟ୍ରଫି ଅନାବରଣରେ ଗର୍ଜିୟସ ଲୁକରେ ନଜର ଆସିଲେ ଦୀପିକା

ମୁମ୍ବାଇ: ସାରା ବିଶ୍ୱରେ ଏବେ ଫିଫା ୱାର୍ଲଡ କପ ୨୦୨୨ର ଧୁମ ଚାଲିଛି । ଏହି ଟ୍ରଫିରେ ଭାରତର ଯୋଗଦାନ ବି ଯୋଡି ହୋଇଯାଇଛି । କାରଣ ଏଥିପାଇଁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଟ୍ରଫି ଅନାବରଣ କରିଥିଲେ । ସୋସିଆଲ…

ଓଡ଼ଗାଁ କପ୍‌: ରାମଧୁନ କ୍ଲବ ଚାମ୍ପିୟନ

ଓଡ଼ଗାଁ, ୧୯ା୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ କମିଟି ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ୪ର୍ଥ ରାଜ୍ୟସ୍ତରୀୟ ଓଡ଼ଗାଁ କପ ଫୁଟ୍‌ବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ ସୋନପୁରର ରାମଧୁନ କ୍ଲବ ୨-୧ ଗୋଲ୍‌ରେ…

ଶାହାରୁଖଙ୍କଠାରୁ ସୁସ୍ମିତାଙ୍କ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବିଜୟକୁ ନେଇ ପାଳିଲେ ଉତ୍ସବ

ମୁମ୍ବାଇ: କତରର ଲୁସୈଲ ଷ୍ଟାଡିୟମରେ ରବିବାର ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳା ଯାଇଥିବା ଫିଫା ବିଶ୍ୱକପ ଫାଇନାଲରେ ଲିଓନେଲ ମେଶିଙ୍କ ଟିମ ବାଜି ମାରିଛି । ଆର୍ଜେଣ୍ଟିନାର ଏହି ବିଜୟକୁ ନେଇ ଭାରତରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଛି…

ମେସି କଲେ ବଡ଼ ଘୋଷଣା

ଦୋହା,୧୯।୧୨: ଆର୍ଜେଣ୍ଟିନା ତାରକା ଲିଓନେଲ ମେସି ନିଜ ଜୀବନର ସ୍ବପ୍ନକୁ ପୂରଣ କରିଚନ୍ତି। ସେ ଦେଶକୁ ଫିଫା ବିଶ୍ୱକପ ଜିତାଇଛନ୍ତି। ଏହି ବିଜୟ ପରେ ସେ ନିଜ ଦେଶ ପାଇଁ ଖେଳିବା ଜାରି ରଖିବାକୁ ଶପଥ ନେଇଛନ୍ତି। ମେସି କହିଛନ୍ତି, ମୁଁ…

ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଲେ ମୋଦି

ଦୋହା,୧୯।୧୨: କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିଛି। ଏହା ସହିତ ଆର୍ଜେଣ୍ଟିନା ୩୬ ବର୍ଷ ପରେ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଥିଲା। ୧୯୭୮ ଏବଂ ୧୯୮୬ ପରେ ଆର୍ଜେଣ୍ଟିନା ତୃତୀୟ ଥର ପାଇଁ…

ଆର୍ଜେଣ୍ଟିନା ଚାମ୍ପିୟନ

ଦୋହା, ୧୮।୧୨: ତାରକା ଷ୍ଟ୍ରାଇକର ଲିଓନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା ଜିତିଛି ଫିଫା ବିଶ୍ୱକପ୍‌। ଲୁସେଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ଶୁଟ୍‌ଆଉଟ୍‌ ୪-୨ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ୨-୨ ଓ ଅତିରିକ୍ତ…

ଆର୍ଜେଣ୍ଟିନା-ଫ୍ରାନ୍ସ ସଂଘର୍ଷପୂର୍ଣ୍ଣ

ଦୋହା, ୧୮।୧୨: ଲୁସେଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫ୍ରାନ୍ସ-ଆର୍ଜେଣ୍ଟିନା ବିଶ୍ୱକପ ଫାଇନାଲ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଲିଓନେଲ ମେସି ଓ ଆଞ୍ଜେଲ ଡି’ ମାରିଆଙ୍କ ମାଧ୍ୟମରେ ୨ଟି ଗୋଲ ଦେଇଥିବାବେଳେ ଦ୍ୱିତୀୟାର୍ଦ୍ଧର ୯୭ ସେକେଣ୍ଡ ମଧ୍ୟରେ ଫ୍ରାନ୍ସର କିଲିଆନ ଏମ୍‌ବାପେ…

ମେସିଙ୍କ ବିଶ୍ୱରେକର୍ଡ

ଦୋହା,୧୯।୧୨: କାତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପଡ଼ିଆରେ ଅବତରଣ କରିବା ମାତ୍ରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ।…

୨ ଦିନରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶେଷ

ବ୍ରିସ୍‌ବେନ,୧୮ା୧୨: ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ଦୁଇ ଦିନରେ ଶେଷ ହୋଇଛି। ଗାବାରେ ଅନୁଷ୍ଠିତ ଏହି ମ୍ୟାଚରେ ଦୁଇ ଦିନ ଭିତରେ ୩୪ ଉଇକେଟର ପତନ ଘଟିଛି। ଅଷ୍ଟ୍ରେଲିଆ ୬ ଉଇକେଟରେ ବିଜୟ ହୋଇ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?