ଖେଳ

ରୋହିତଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ଅଶ୍ୱିନ

ନୂଆଦିଲ୍ଲୀ,୧୫।୧: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଏକ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆର ଅନ୍ତିମ ଓଭରରେ ଶ୍ରୀଲଙ୍କା ଅଧିନାୟକ ଦାସୁନ୍‌ ଶାନାକା(୯୮) ରନ୍‌ କରି ବ୍ୟାଟିଂ କରୁଥିଲେ। ସେତେବେଳେ ବୋଲିଂ…

ଅନ୍ତିମ ଦିନିକିଆରେ ପ୍ରଥମେ ବ୍ୟାଟିଂ: ପାଣ୍ଡ୍ୟାଙ୍କୁ ବିଶ୍ରାମ; ସୂର୍ଯ୍ୟକୁମାରଙ୍କୁ ମିଳିଲା ସୁଯୋଗ

ଥିରୁବନନ୍ତପୁରମ୍‌,୧୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ରବିବାର ଏଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ତେବେ ସିରିଜରେ…

ବ୍ରେକ୍‌ ନେଲେ ଅକ୍ଷର; ଖୁବ୍‌ଶୀଘ୍ର ପ୍ରେମିକାଙ୍କ ଧରିବେ ହାତ

ନୂଆଦିଲ୍ଲୀ,୧୫।୧: ବିବାହ ବନ୍ଧନରେ ଆବଦ୍ଧ ହେବେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ। ମେହା ପାଟିଲଙ୍କ ହାତ ଧରିବେ ସେ। ଗତ ବର୍ଷ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ତେବେ ବିବାହ ଲାଗି ଅକ୍ଷର ନ୍ୟୁଜିଲାଣ୍ଡ ସିରିଜରୁ ବ୍ରେକ୍‌ ନେଇଥିବା ଜଣାପଡ଼ିଛି। ମେହା ବୃତ୍ତିରେ…

ଆଜି ଅନ୍ତିମ ଦିନିକିଆ: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଥିରୁଭାନନ୍ଥପୁରମ୍‌,୧୫ା୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ରବିବାର ଥିରୁଭାନନ୍ଥପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିବା ସହିତ ସିରିଜ କ୍ଲିନ ସୁଇପ୍‌ ଲକ୍ଷ୍ୟରେ ରହିଛି ଭାରତ। ତେବେ ଏହି ମ୍ୟାଚରେ…

ଗର୍ବିତ ମା’ ଇଲି ହଓ୍ବୋର୍ଡ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି ଦୁଇ ପୁଅ

ଭୁବନେଶ୍ୱର, ୧୫।୧: କୌଣସି ମାତାପିତାଙ୍କର ସନ୍ତାନ ଯଦି ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରନ୍ତି ତେବେ ଗର୍ବରେ ଛାତି ଫାଟିପଡ଼େ। ମାତ୍ର କୌଣସି ମାତାପିତାଙ୍କ ଦୁଇ ସନ୍ତାନ ଯଦି ଦୁଇଟି ଦେଶରୁ ପ୍ରତିନିଧିତ୍ୱ କରନ୍ତି ତେବେ ସେମାନେ କେତେ…

ଭାରତ ସମ୍ମୁଖରେ ଇଂଲଣ୍ଡ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫ା୧(ସ୍ପୋଟର୍‌ସ ବ୍ୟୁରୋ): ରବିବାର ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଇଂଲଣ୍ଡ ବିପକ୍ଷ ଗ୍ରୁପ୍‌ ମ୍ୟାଚ୍‌। ସ୍ପେନ୍‌ ବିପକ୍ଷରେ ଚମତ୍କାର ବିଜୟ ସହିତ ହକି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ ଆଗରେ ରହିବ…

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ୍‌: ଏଫ୍‌ଆଇଏଚ୍‌

ଭୁବନେଶ୍ୱର,୧୫।୧(ସ୍ପୋଟର୍‌ସ ବ୍ୟୁରୋ): ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡିୟମ ଭାବରେ ସ୍ବୀକୃତି ପ୍ରଦାନ କରିଛି ଅନ୍ତର୍ଜାତୀୟ ହକି ଫେଡେରେଶନ୍‌(ଆଇଏଚ୍‌ଏଫ୍‌)। ସ୍ବୀକୃତି ମିଳିବା ପରେ ଷ୍ଟାଡିୟମଟି ସର୍ବବୃହତ୍‌ କି ନାହିଁ ତାହାକୁ ନେଇ ଲାଗି ରହିଥିବା ବିବାଦରେ…

୩-୦ ଗୋଲରେ ଜାପାନକୁ ହରାଇଲା ଜର୍ମାନୀ…

ଭୁବନେଶ୍ୱର,୧୪।୧ : ହକି ବିଶ୍ୱକପ ୨୦୨୩ର ଜାପାନ ଏବଂ ଜର୍ମାନୀ ମଧ୍ୟରେ ଖେଳାଯାଉଥିବା ପୁଲ ବି ମ୍ୟାଚରେ ଜର୍ମାନୀ ଗୋଲରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜର୍ମାନୀ ୩-୦ ଗୋଲରେ ଜାପାନକୁ ପରାଜିତ କରିଛି। ମ୍ୟାଚର…

ପାକିସ୍ତାନ କ୍ରିକେଟରଙ୍କ ଏକ ଟୁଇଟ୍‌ ଦେଖି ଡରିଗଲେ ଅଷ୍ଟ୍ରେଲିୟ ବୋଲରଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଘରୋଇ ମଇଦାନରେ ୨-୧ରେ ପରାଜିତ କରିଛି। ଏହାକୁ ନେଇ ପାକିସ୍ତାନ କ୍ରିକେଟରେ ତୁମୁଳକାଣ୍ଡ ଘଟିଛି। ଏସବୁ ମଧ୍ୟରେ ପାକିସ୍ତାନୀ କ୍ରିକେଟର ଶାହାନାଓ୍ବାଜ ଡାହାନୀଙ୍କ ଏକ ଟୁଇଟ୍‌…

କିଏ ସେହି ସରଫରାଜ, ଯାହାଙ୍କୁ ଟିମ୍‌ ଇଣ୍ଡିଆରେ ଚୟନ କରା ନ ଯିବାକୁ ନେଇ ହେଉଛି ହଙ୍ଗାମା !

ନୂଆଦିଲ୍ଲୀ,୧୪।୧: ଭାରତରେ ଜନ୍ମିତ ନୁହନ୍ତି, ହେଲେ ଆଜି ସେ ଭାରତର ପରିଚୟ ପାଲଟିଛନ୍ତି। ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଗତ ୩ ବର୍ଷ ଧରି ତାଙ୍କ ବ୍ୟାଟ୍‌ ଗର୍ଜୁଛି। କେବଳ ତାଙ୍କର ଗୋଟିଏ ସ୍ବପ୍ନ ରହିଛି, ସେଇଟି…

୫-୦ ଗୋଲରେ ଦକ୍ଷିଣ କୋରିଆକୂ ହରାଇଲା ବେଲଜିୟମ୍‌…

ଭୁବନେଶ୍ୱର,୧୪।୧ : ହକି ବିଶ୍ୱକପ ୨୦୨୩ର ଦକ୍ଷିଣ କୋରିଆ ଏବଂ ବେଲଜିୟମ୍‌ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବେଲଜିୟମ୍‌ ୫-୦ ଗୋଲରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଉଭୟ ପକ୍ଷ କୌଣସି…

୫୦୮ ରନ୍‌ର ଅପରାଜିତ ଇନିଂସ ଖେଳି ଚର୍ଚ୍ଚାରେ ୟଶ

ନୂଆଦିଲ୍ଲୀ,୧୪।୧: ୧୩ ବର୍ଷ ବୟସରେ କ୍ରିକେଟ ମଇଦାନରେ ଚମକିଛନ୍ତି ୟଶ ଚାଭଡେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୟଶ ମୁମ୍ବାଇ ଇଣ୍ଡିଆନ୍ସ ଜୁନିୟର ଇଣ୍ଟର-ସ୍କୁଲ(ଅଣ୍ଡର ୧୪) କ୍ରିକେଟ ଟୁର୍ନାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ୮୧ ଚୌକା ଏବଂ ୧୮ ଛକା ସହାୟତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?