Posted inଖେଳ

ପୁଣି ନିର୍ବାଚିତ ହେଲେ ଜିଆନି ଇନ୍‌ଫାଣ୍ଟିନୋ

କିଗାଲି,ର୍ବାଣ୍ଡା,୧୬ା୩: ଜିଆନି ଇନ୍‌ଫାଣ୍ଟିନୋ ଫିଫାର ସଭାପତି ଭାବେ ପୁଣି ନିର୍ବାଚିତ ହୋଇଛନ୍ତି । ଗୁରୁବାର ସେ ଦ୍ୱିତୀୟ ଥର ପାଇଁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା ୨୦୨୭ ଯାଏ ସେ ଏହି ପଦବୀରେ ରହିବେ। ଇନ୍‌ଫାଣ୍ଟିନୋଙ୍କୁ ୨୧୧ ଦେଶର ସମର୍ଥନ ମିଳିଛି।

୨୦୧୬ ମସିହା ପୂର୍ବରୁ ୨ ଲକ୍ଷ ୫୦ ହଜାର ଡଲାରର ଫଣ୍ଡିଙ୍ଗ ମିଳୁଥିବା ବେଳେ ଇନଫାଣ୍ଟିନୋ ଏହାକୁ ୨ ମିଲିୟନ ଡଲାରକୁ ବୃଦ୍ଧି କରିଥିଲେ। ସେହିପରି ଫିଫାର ରିଜର୍ଭରେ ବର୍ତ୍ତମାନ ୪ ବିଲିୟନ୍‌ ଡଲାର ରହିଥିବା ବେଳେ ୨୦୨୬ ସୁଦ୍ଧା ଏହା ବୃଦ୍ଧି ପାଇ ୧୧ ବିଲିୟନ ଡଲାରରେ ପହଞ୍ଚିବ। ଓକିଲ ଭାବେ କାମ କରୁଥିବା ଇନଫାଣ୍ଟିପୋ ପ୍ରଥମ ଥର ପାଇଁ ୨୦୧୬ରେ ଫିଫା ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ଅଧିକରୁ ଅଧିକ ଦଳଙ୍କୁ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନର ସୁଯୋଗ ପ୍ରଦାନ କରିବା ସହିତ ଫିଫାକୁ ଆର୍ଥତ୍କ ଭାବେ ସୁଦୃଢ କରିଥିଲେ। ୨୦୨୨କାତାର ବିଶ୍ୱକପକୁ ସେ ସଫଳତାର ଆୟୋଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ- ୧୪: ପନ୍ତ- ରାହୁଲ ମୁକାବିଲା

ମୁମ୍ବାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ...

ଏସିଆ କପ୍‌ ସୁପର-୪ରେ ଭାରତ

ଦୁବାଇ,୧ା୯(ପି.ଟି): ଏସିଆ କପ୍‌ ଟି୨୦ କ୍ରିକେଟ ହଂକଂ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟ ସହିତ ସୁପର୍‌ -୪ରେ ପ୍ରବେଶ କରିଛି ଭାରତ। ସୂର୍ଯ୍ୟକୁମାର ଓ...

‘କୋହଲି ଜଣେ ଭାବପ୍ରବଣ ଅଧିନାୟକ’

ନୂଆଦିଲ୍ଲୀ, ୭।୫-ସାମ୍ପ୍ରତିକ ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ଜଣେ ଦକ୍ଷ ଖେଳାଳି, ଏଥିରେ ଦ୍ୱିମତ ନାହିଁ। ମାତ୍ର ଅଧିନାୟକଭାବେ ତାଙ୍କୁ ଆହୁରି ଅନେକ ବାଟ...

୧୯୯ ଶତକ, ୬୧୦୦୦ ଅଧିକ ରନ୍‌ ସଂଗ୍ରହ କରି କ୍ରିକେଟରେ ପ୍ରଥମ ‘ସର୍‌’ ଆଖ୍ୟା ପାଇଥିଲେ ଏହି କ୍ରିକେଟର୍‌

ଯେତେବେଳେ କ୍ରିକେଟ ରେକର୍ଡକୁ ଆସେ, ପ୍ରଶଂସକଙ୍କ ମନରେ ସାର୍‌ ଡନ ବ୍ରାଡମ୍ୟାନ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ପରି ଭେଟେରାନଙ୍କ ନାମ...

ଡିଭିଲିୟର୍ସଙ୍କୁ ଟି୨୦ ବିଶ୍ୱକପ୍‌ ଦଳରେ ଚାହାନ୍ତି ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୧୦।୩- ଦକ୍ଷିଣ ଆଫ୍ରିକା ଦଳ ଟି୨୦ ବିଶ୍ୱକପ୍‌ ଜିତିବା ପାଇଁ ସବୁକିଛି କରିବା ଦରକାର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କୁ ଅବସରରୁ ଫେରାଇ ଆଣିବାକୁ ପଡ଼ିବ...

ଦିଲ୍ଲୀକୁ ହରାଇ ମୁମ୍ବାଇ ଫାଇନାଲରେ

ଦୁବାଇ: ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ...

ଟିମ୍‌ ଇଣ୍ଡିଆର ଭବିଷ୍ୟତ ଏବେ ସମୀକରଣ ହାତରେ

ନୂଆଦିଲ୍ଲୀ,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ସ୍କଟଲାଣ୍ଡକୁ ୬.୩ ଓଭରରେ ହରାଇ ଦେଇଛି ଭାରତ। ବିରାଟ ବିଜୟ ସହ ଟିମ୍‌ ଇଣ୍ଡିଆର ସେମିଫାଇନାଲ ଆଶା ଉଜ୍ଜୀବିତ...

ଦଣ୍ଡପତି, ଲକ୍ଷ୍ମୀପ୍ରିୟାଙ୍କୁ ରୌପ୍ୟ

ଭୁବନେଶ୍ୱର, ୧୯।୯ (କ୍ରୀଡ଼ା ପ୍ରତିନିଧି): ଭୋପାଳର ତାନ୍ତିଆ ଟୋପେ ଷ୍ଟାଡିୟମରେ ଚାଲିଥିବା ୧୭ତମ ଜାତୀୟ ୟୁଥ୍‌ (୧୮ ବର୍ଷରୁ କମ୍‌) ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ରବିବାର ଓଡ଼ିଶାର...

Advertisement
Archives

Model This Week