ଖେଳ

ପରସ୍ପରକୁ ଅନ୍‌ଫଲୋ କଲେ ଶୁଭମନ-ସାରା, ବ୍ରେକ୍‌ଅପ୍‌ ହୋଇଥିବା ନେଇ…

ନୂଆଦିଲ୍ଲୀ,୨୪।୮: ନିକଟରେ ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏହି ସିରିଜରେ ସେ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ। ଏହାପରଠାରୁ ଶୁଭମନ...

ଭାରତ ବିପକ୍ଷରେ ପାକିସ୍ତାନର ‘ମାଷ୍ଟର ପ୍ଲାନ୍‌’

ଦୁବାଇ,୨୪।୮: ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ। ଏହି ରୋମାଞ୍ଚକର ମୁକାବିଲା ଲାଗି ଉଭୟ ଟିମ୍‌ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପାକିସ୍ତାନ ଟିମ୍‌ ମାଷ୍ଟର ପ୍ଲାନ ବିଷୟରେ ଖୁଲାସା...

ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌

ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ତାମିଲ ଫିଲ୍ମ କୋବ୍ରା ସହିତ ଅଭିନୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ତାମିଲ ସିନେମା ସୁପରଷ୍ଟାର ଚିଆନ ବିକ୍ରମଙ୍କ ଏହି ଫିଲ୍ମର ଟିଜର ବହୁତ ଶକ୍ତିଶାଳୀ...

ପୂଜାରାଙ୍କ ବିସ୍ଫୋରକ ବ୍ୟାଟିଂ

ଲଣ୍ଡନ,୨୪।୮: ଭାରତର ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏବେ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଇଂଲଣ୍ଡରେ ଜାରି ରୟାଲ ଲଣ୍ଡନ ୱାନ ଡେ କପ୍‌ରେ ସେ ସସେକ୍ସ ଦଳ ପାଇଁ ସିଜନର ତୃତୀୟ ଶତକ ସ୍କୋର କରିଥିଲେ। ମିଡଲ୍ସେକ୍ସ ବିପକ୍ଷରେ...

ସେପ୍ଟେମ୍ବର ୨ରେ ଏଆଇଏଫ୍‌ଏଫ୍‌ ନିର୍ବାଚନ

ନୂଆଦିଲ୍ଲୀ,୨୪।୮(ପି.ଟି): କମିଟି ଅଫ୍‌ ଆଡମିନିଷ୍ଟ୍ରେଟର୍ସ(ସିଓଏ)କୁ ରଦ୍ଦ କରାଯିବା ପରେ ଭାରତୀୟ ଫୁଟବଲ ସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଏହାର ସଂଶୋଧିତ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ସୋମବାର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଉମେଶ ସିହ୍ନା ଓ ତାପସ ଭଟ୍ଟାଚାର୍ଯ୍ୟଙ୍କୁ ରିଟର୍ନିଂ...

ଡ୍ରାଭିଡ କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ, ୨୪।୮(ପି.ଟି.): କୋଭିଡ୍‌ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କର ପଜିଟିଭ ଆସିଛି। ଫଳତଃ ଏସିଆ କପ୍‌ରେ ଭାଗନେବାକୁ ଦୁବାଇ ଅଭିମୁଖେ ଗସ୍ତ କରିଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସହ ସେ ଯାଇପାରି ନାହାନ୍ତି...

ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ବାହାରିନର ରିଫାଠାରେ ଆୟୋଜିତ ୨୧ତମ ଏସିଆନ ପୁରୁଷ ୨୦ ବର୍ଷରୁ କମ୍‌ ଭଲିବଲ ଚାମ୍ପିୟନଶିପ୍‌ରେ ଶକ୍ତିଶାଳୀ ଜାପାନକୁ ହରାଇ ଭାରତ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଅନୁଷ୍ଠିତ ନିଜର ପ୍ରଥମ ମ୍ୟାଚରେ ଭାରତ ୩-୧ (୧୯-୨୫,...

ସ୍ପୋଟର୍‌ସ ହଷ୍ଟେଲ, ଓଡ଼ିଶା ଏଚ୍‌ପିସି ବିଜୟୀ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀଠାରେ ଚାଲିଥିବା ୧୬ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ (ଫେଜ୍‌-୧)ରେ ମଙ୍ଗଳବାର ଓଡ଼ିଶାର ଦୁଇ ଦଳ ସ୍ପୋଟର୍‌ସ ହଷ୍ଟେଲ ଓ ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଚ୍‌ପିସି)...

ଜଗରନଟ୍ସ ଆଜି ଚେନ୍ନାଇକୁ ଭେଟିବ

ଭୁବନେଶ୍ୱର, ୨୪।୮ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ଓଡ଼ିଶା ଜଗରନଟ୍ସ ବୁଧବାର ଚେନ୍ନାଇ କୁଇକ୍‌ ଗନ୍ସକୁ ଭେଟିବ। ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଜଗରନଟ୍ସ ଓ ଚେନ୍ନାଇ ମଧ୍ୟରେ...

କଟକରେ ସେପ୍ଟେମ୍ବର ୨୭ରୁ ୩୦ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚ

ଭୁବନେଶ୍ୱର, ୨୪।୮ (କ୍ରୀଡ଼ା ପ୍ରତିନିଧି): ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଆଗାମୀ ସଂସ୍କରଣ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଅନୁଷ୍ଠିତ ହେବ। ଏହା ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ।...

ରାଉରକେଲା ପ୍ରୋ ଲିଗ୍‌ ଭେନ୍ୟୁ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ହକି ପାଇଁ ଆସିଛି ଆଉ ଏକ ଭଲ ଖବର। ରାଜ୍ୟ ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲାର ରାଉରକେଲାରେ ଆଗାମୀ ଦିନରେ ଅଧିକରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ହେବା...

ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ବି ମାରିଦେଲେ ଲୋକଙ୍କ ମୁହଁ ବନ୍ଦ ହୋଇଯିବ: ଶାସ୍ତ୍ରୀ

ନୂଆଦିଲ୍ଲୀ,୨୩।୮: ଦୀର୍ଘଦିନ ଧରି ବ୍ୟାଟ୍‌ରେ କମାଲ ଦେଖାଇପାରୁନାହାନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଗଣିତ ବିରାଟ କୋହଲି। ନଭେମ୍ବର ୨୦୧୯ରେ ସେ ଶେଷ ଅନ୍ତର୍ଜାତୀୟ ମୁକାବିଲା ଖେଳିଥିଲେ। ଏହାପରଠାରୁ ସେ ସଂଘର୍ଷ କରିଆସୁଛନ୍ତି। ସେ ପୁଣିଥରେ ଫର୍ମକୁ ଫେରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri