ଖେଳ

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତକୁ ଝଟ୍‌କା! ମନ୍ଧାନାଙ୍କ ଖେଳିବା ନେଇ ସନ୍ଦେହ

କେପ୍‌ଟାଉନ୍‌, ୧୦ା୨: ପାକିସ୍ତାନ ବିପକ୍ଷ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ର ଓପ୍‌ନିଂ ମ୍ୟାଚ୍‌ରେ ଭାରତ ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। ଏକ ଓ୍ବାର୍ମଅପ୍‌ ଗେମ୍‌ ଖେଳୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ତେବେ ସେ ବିଶ୍ୱକପ୍‌ରୁ…

ପ୍ରାୟ ୪୦ ଦିନ ପରେ ନିଜ ପାଦରେ ଛିଡ଼ା ହେଲେ ପନ୍ତ, ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୦।୧: ସୁସ୍ଥ ହେଉଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଡିସେମ୍ବର ୩୦ରେ ଏକ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ସେ। ଏହାପରେ ପନ୍ତ ଡାକ୍ତରଖାନାରେ ପ୍ରାୟ ମାସେ ବିତାଇବା ପରେ ଘରକୁ ଆସିଛନ୍ତି। ସୁସ୍ଥ ଅନୁଭବ କରିବା ପରେ ସେ…

ଜାଡେଜାଙ୍କୁ ଧୋନୀ ଦେଇଥିଲେ ‘ସାର୍‌’ ଉପାଧୀ, ପଛରେ ରହିଛି ଏଭଳି କାହାଣୀ…

ନୂଆଦିଲ୍ଲୀ,୧୦।୧: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଜବରଦସ୍ତ ବ୍ୟାଟିଂ କରୁଛନ୍ତି ରବିନ୍ଦ୍ର ଜାଡେଜା। ତେବେ ସେ ‘ସାର୍‌ ଜାଡେଜା’ନାମରେ ମଧ୍ୟ ଜଣାଶୁଣା। ଏହା ପଛର କାହାଣୀ ବେଶ ମଜାଦାର। ଆଇପିଏଲ୍‌ ୨୦୧୩ ସମୟରେ ଏମ୍‌ ଏସ୍‌ ଧୋନୀ ଜାଡେଜାଙ୍କୁ ନେଇ କିଛି…

ଦୃଢ଼ ସ୍ଥିତିରେ ଭାରତ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧୪୪ ରନ୍‌ରେ ଆଗୁଆ

ନାଗପୁର,୧୦।୨: ନାଗପୁର ଟେଷ୍ଟରେ ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସହ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ପ୍ରଥମ ଇନିଂସରେ ଦୃଢ଼ ସ୍ଥିତିରେ ରହିଛି। ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୭…

ଇତିହାସ ରଚିଲେ ହିଟ୍‌ମ୍ୟାନ୍‌

ନାଗପୁର, ୧୦।୨: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ ଶର୍ମା ବର୍ତ୍ତମାନ ଅଧିନାୟକ ଭାବରେ କ୍ରିକେଟ (ଟେଷ୍ଟ, ଦିନିକିଆ ଏବଂ…

ଚାହିଦାରେ ଯୁବ ଖେଳାଳି

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ୱର ଏହି ବ୍ୟୟବହୁଳ ଲିଗ୍‌ ପାଇଁ ଅନୁଷ୍ଠିତ ମିନି ଅକ୍ସନରେ ଫ୍ରାଞ୍ଚାଇଜ୍‌ ଦଳଗୁଡ଼ିକ ଯୁବ ଏବଂ ଅନ୍ତର୍ଜାତୀୟ ଅଭିଜ୍ଞତା ନ ଥିବା କେତେଜଣ ଖେଳାଳିଙ୍କୁ ନେବାପାଇଁ ଆଗ୍ରହ ଦେଖାଇଛନ୍ତି।…

ଓଡ଼ିଶାର କିମ୍ବଦନ୍ତୀ କ୍ରୀଡ଼ାବିତ୍‌ ହେମନ୍ତ କୁମାର ପଟେଲ

ଜଣେ ଉଚ୍ଚକୋଟୀର ସ୍ପ୍ରିଣ୍ଟର ସହିତ ସଫଳ ଲଙ୍ଗଜମ୍ପର ଭାବେ ପ୍ରସିଦ୍ଧିଲାଭ କରିଥିଲେ ହେମନ୍ତ କୁମାର ପଟେଲ। ଉଭୟ ୧୦୦ମି ଦୌଡ଼ ଏବଂ ଲଙ୍ଗଜମ୍ପ ଇଭେଣ୍ଟରେ ଏକାଧିକ ଥର ରାଜ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହେମନ୍ତ ପରବର୍ତ୍ତୀ ସମୟରେ ‘ଲଙ୍ଗଜମ୍ପ’କୁ…

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ, ୧୦।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ନିଜର ଟେଷ୍ଟ ଡେବ୍ୟୁ କରିଛନ୍ତି। ଟି-୨୦ରେ ଆଇସିସି ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ସୂର୍ଯ୍ୟକୁମାର ଯାଦବ ୩୨ ବର୍ଷ ୧୪୮ ଦିନ…

ରୋହିତ ଶର୍ମା ଶତକ ନିକଟତର: ଲଞ୍ଚ ପର୍ଯ୍ୟନ୍ତ ଭାରତ ସ୍କୋର ୧୫୧/୩

ନାଗପୁର,୧୦।୨: ନାଗପୁରରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ। ଦ୍ୱିତୀୟ ଦିନରେ ଲଞ୍ଚ ପର୍ଯ୍ୟନ୍ତ ଭାରତ ୩ ଉଇକେଟ୍‌ ହରାଇ ୧୫୧ ରନ୍‌ କରିଛି। ଅଧିନାୟକ ରୋହିତ ଶର୍ମା ୮୫ ଏବଂ ବିରାଟ କୋହଲି ୧୨…

ମହିଳା ଚାମ୍ପିୟନଶିପ୍‌ ୧୫ରୁ, ପୁରୁଷ ଇଭେଣ୍ଟ ଏପ୍ରିଲ୍‌ରେ

ନୂଆଦିଲ୍ଲୀ, ୧୦ା୨ (ପି.ଟି.):ହକି ଇଣ୍ଡିଆ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍‌ ଫେବୃୟାରୀ ୧୫ରୁ ଆରମ୍ଭ ହେବ। ଏହା କାକିନାଡା, ଆନ୍ଧ୍ରପ୍ରଦେଶରେ ହେବ। ଏଥିରେ ୨୯ଟି ଦଳ ଭାଗ ନେବେ। ଗତବର୍ଷ ଫାଇନାଲରେ କର୍ନାଟକକୁ ୨-୦ ଗୋଲରେ ପରାସ୍ତ କରି ଓଡ଼ିଶା…

ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଆଜିଠାରୁ

କେପ୍‌ ଟାଉନ୍‌, ୧୦ା୨ (ପି.ଟି.):ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହେବ। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ଆଧିପତ୍ୟ ବିସ୍ତାର କରିବାକୁ ଚାହିଁବ। ଭାରତ ଓ ଇଂଲଣ୍ଡ ସମେତ ଅନ୍ୟ କେତୋଟି ଦଳ ତାହା କରାଇ ଦେବାକୁ ଚାହିଁବେ ନାହିଁ।…

ବିଦେଶରେ ହେବ ନକ୍‌ଆଉଟ ପର୍ଯ୍ୟାୟ

ଭୁବନେଶ୍ୱର,୧୦ା୨(ସ୍ପୋଟର୍‌ସ ବ୍ୟୁରୋ):ସନ୍ତୋଷ ଟ୍ରଫି ଫୁଟବଲର ୭୬ ତମ ସଂସ୍କରଣର ଅନ୍ତିମ ରାଉଣ୍ଡ ଭୁବନେଶ୍ୱରରେ ଶୁକ୍ରବାର ଠାରୁ ଆରମ୍ଭ ହେବ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ସ୍ପୋଟର୍‌ସ ଆରେନା ଏବଂ ୭ମ ବାଟାଲିୟନ ଷ୍ଟାଡିୟମରେ ସମସ୍ତ ମ୍ୟାଜ ଖେଳାଯିବ। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?