ଶୁଆଙ୍ଗ କ୍ରିକେଟ କ୍ଲବ ଚାମ୍ପିୟନ
ପୁରୁଣା ଭୁବନେଶ୍ୱର,୧୩।୨ (ଡି.ଏନ.ଏ.) : ବାଙ୍କୁଆଳ ହାଇସ୍କୁଲ ପଡିଆରେ ୮ ଦିନ ଧରି ଚାଲିଥିବା ୧୨ତମ ଜଗବନ୍ଧୁ ସ୍ବାଇଁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଶୁଆଙ୍ଗ କ୍ରିକେଟ କ୍ଲବ, ଭୁବନେଶ୍ୱର ଓ ମା’ ଭଗବତୀ କ୍ରିକେଟ…
ସିମରଜିତ ଜିତିଲେ ଗୋଲ୍ଡେନ ଟ୍ରାଙ୍ଗଲ ସାଇକ୍ଲିଂ ଚାମ୍ପିୟନଶିପ୍
ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡ୍ଭେଞ୍ଚର କ୍ଲବ ଆନୁକୂଲ୍ୟରେ ଗୋଲ୍ଡେନ ଟ୍ରାଙ୍ଗ୍ଲ ସାଇକ୍ଲିଂ ଚାମ୍ପିୟନଶିପ୍ର ୫ମ ସଂସ୍କରଣ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପଞ୍ଜାବର ସିମରଜିତ ସିଂ ୨:୫୪:୧୯ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର…
ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ୭ ଉଇକେଟରେ ହରାଇଲା ଭାରତ
କେପ୍ ଟାଉନ, ୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୪୯ ରନ୍ କରିଥିବା ବେଳେ ଭାରତ ୧୯ ଓଭରରେ ୩…
ଭାରତକୁ ୧୫୦ ରନ୍ର ଟାର୍ଗେଟ୍ ଦେଲା ପାକିସ୍ତାନ
କେପ୍ଟାଉନ୍,୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଟୁର୍ନାମେଣ୍ଟରେ ଭାରତ ସମ୍ମୁଖରେ ପାକିସ୍ତାନ ୧୫୦ ରନ ଲକ୍ଷ୍ୟ ରଖିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ୍ୱିତୀୟ ଓଭରରେ ଦୀପ୍ତି ଶର୍ମା ଜାଭେରିଆ ଖାନଙ୍କ ଉଇକେଟ୍ ନେଇଥିଲେ। ପାଇଥିଲେ।…
ମହିଳା ଟି-୨୦ ବିଶ୍ୱକପ୍: ଭାରତ ବିପକ୍ଷରେ ଟସ୍ ଜିତିଲା ପାକିସ୍ତାନ
କେପ୍ଟାଉନ୍,୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଟୁର୍ନାମେଣ୍ଟରେ ଆଜି ଭାରତ ଏବଂ ପାକିସ୍ତାନ ମୁକାବିଲା ହେଉଛି। ଏହି ମ୍ୟାଚ୍ରେ ପାକିସ୍ତାନ ଅଧିନାୟିକା ବିସ୍ମା ମାରୋଫ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ମୃତି ମନ୍ଧନା ଆଙ୍ଗୁଟି ଆଘାତ କାରଣରୁ…
ଗୋଟିଏ ପରାଜୟ ପରେ ଚିନ୍ତାରେ ଅଷ୍ଟ୍ରେଲିଆ ଟିମ୍: ଏହି ଖେଳାଳିଙ୍କୁ ଭାରତ ଡକାଇଲା
ନାଗପୁର,୧୨।୨:ନାଗପୁରରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଅଷ୍ଟ୍ରେଲିଆ ଦଳ ଚିନ୍ତାରେ ପଡିଯାଇଛି। ଫଳରେ ଆଘାତପ୍ରାପ୍ତ କଙ୍ଗାରୁ ଦଳ ଏକ ନୂତନ ବାମହାତୀ ସ୍ପିନରକୁ ଅଷ୍ଟ୍ରେଲିଆରୁ ଡକାଇଛି। ମାଥ୍ୟୁ କୁହେନମାନ ଖୁବ୍ଶୀଘ୍ର ଦଳରେ ଯୋଗଦେବେ। ଏଥିସହିତ ଲେଗ ସ୍ପିନର ମିଚେଲ…
ପୁଣି ଟେକ ରଖିଲେ ମାଧବନଙ୍କ ପୁଅ
ବଲିଉଡ ଅଭିନେତା ଆର ମାଧବନ ପୁଅ ବାପାଙ୍କ ଟେକ ରଖିଛନ୍ତି। ତାଙ୍କ ପୁଅ ବେଦାନ୍ତ ମଧ୍ୟପ୍ରଦେଶର ଖେଲୋ ଇଣ୍ଡିଆ ୨୦୨୨ ଅଧୀନରେ ସନ୍ତରଣରେ ୫ଟି ସ୍ବର୍ଣ୍ଣ ପଦକ ଏବଂ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ଆର ମାଧବନ ଏହି ସୂଚନା ଟୁଇଟର୍…
ମ୍ୟାଚ୍ ଚାଲିଥିବାବେଳେ ଡ୍ରେସିଂ ରୁମରେ ସିଗାରେଟ ଟାଣିଲେ କୋଚ: କାର୍ଯ୍ୟାନୁଷ୍ଠାନ ଦାବି
ଢାକା,୧୨।୨: ବାଂଲାଦେଶ ପ୍ରିମିୟର ଲିଗ (ବିପିଏଲ)ରେ ଖେଳାଯାଇଥିବା ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ସମୟରେ ଖୁଲନା ଟାଇଗର୍ସର ମୁଖ୍ୟ କୋଚ ଖାଲିଦ ମହମୁଦ ଡ୍ରେସିଂ ରୁମରେ ସିଗାରେଟ ଟାଣୁଥିବାର ନଜର ଆସିଥିଲେ। କ୍ୟାମେରାରେ…
ଭାରତୀୟ ଦଳରେ ହେଉଛି ପକ୍ଷପାତିତା
ନୂଆଦିଲ୍ଲୀ,୧୨।୨: ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ନାଗପୁରରେ ଅଷ୍ଟ୍ରେଲିଆ ଦଳକୁ ଇନିଂସ ଏବଂ ୧୩୨ ରନ୍ରେ ପରାସ୍ତ କରିଛି ଭାରତ। ଏହି ମ୍ୟାଚରେ ଟିମ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ କେ.ଏଲ…
ଆଇସିସି ମହିଳା ଟି୨୦ ବିଶ୍ୱକପ୍, ଭାରତ-ପାକିସ୍ତାନ ମ୍ୟାଚ ଆଜି
କେପ୍ଟାଉନ୍, ୧୨ା୨: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍ ଟୁର୍ନାମେଣ୍ଟରେ ଭାରତ ଏହାର ଓପନିଂ ମ୍ୟାଚରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ଦୁଇ ଦଳ ମଧ୍ୟରେ ଖେଳ ସର୍ବଦା ଉତ୍ସାହ ସୃଷ୍ଟି କରିଥାଏ। ଭାରତ ଏକ ଉନ୍ନତ…
କଳିଙ୍ଗ ରନର୍ସର ଜାତୀୟସ୍ତରୀୟ ମାରାଥନ ୨୬ରେ
ଭୁବନେଶ୍ୱର,୧୨ା୨: କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟ ସ୍ତରୀୟ ମାରାଥନ ଆସନ୍ତା ୨୬ ତାରିଖରେ ହେବ। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଭୁବନେଶ୍ୱର ସିଟି ମାରାଥନ ତିନୋଟି ବିଭାଗ ଯଥା ୫ କିମି, ୧୦କିମି…
ମୁମ୍ବାଇ ସିଟି ଏଫ୍ସିକୁ ଆଇଏସ୍ଏଲ୍ ସିଲ୍ଡ
ମୁମ୍ବାଇ, ୧୨।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଶନିବାର ଅନୁଷ୍ଠିତ ୨ଟି ମ୍ୟାଚରେ ମୁମ୍ବାଇ ସିଟି ଅଫ୍ସି ଓ ବେଙ୍ଗାଲୁରୁ ଏଫ୍ସି ବିଜୟ ହାସଲ କରିଛି। ଗୋଆରେ ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୫-୩ ଗୋଲରେ ଗୋଆକୁ ହରାଇଥିବାବେଳେ ବେଙ୍ଗାଲୁରୁରେ…

