ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୧।୨: ଭାରତ ବିପକ୍ଷରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ ମଧ୍ୟରେ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ଝଟ୍କା ଦେଇଛି। ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି। ଦିଲ୍ଲୀରେ ଖେଳାଯାଇଥିବା ଟେଷ୍ଟରେ ୱାର୍ନର ଆହତ ହୋଇଥିଲେ।…
କାର୍ଲୋସ୍ଙ୍କ ଚୁକ୍ତି ମିଆଦ ବୃଦ୍ଧି
ଭୁବନେଶ୍ୱର, ୨୧ା୨ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ଏଫ୍ସି(ଓଏଫ୍ସି) ଅଧିନାୟକ କାର୍ଲୋସ୍ ଡେଲଗାଡୋଙ୍କ ସହିତ ଚୁକ୍ତି ମିଆଦ ବୃଦ୍ଧି କରିଛି। ସେଣ୍ଟର ବ୍ୟାକ ଭାବରେ ଖେଳୁଥିବା କାର୍ଲୋସ୍ ଡେଲଗାଡୋ ଓଏଫ୍ସି ରକ୍ଷଣଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ୨୦୧୯-୨୦ ସିଜନରେ ସେ ଓଏଫ୍ସିରେ ଯୋଗ…
ଜାମିନରେ ଆସି ପୃଥ୍ବୀ ଶ’ଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଲେ ସପ୍ନା
ନୂଆଦିଲ୍ଲୀ,୨୧।୨: କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ସପ୍ନା ଗିଲକଙ୍କୁ ମୁମ୍ବାଇ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ତେବେ ସପ୍ନାଙ୍କ ଜାମିନ ମିଳିବା ପରେ ସେ ପୃଥ୍ବୀ ଶ’ ଏବଂ ବନ୍ଧୁ ଆଶିଷ ଯାଦବଙ୍କ ବିରୋଧରେ…
ସନ୍ତୋଷ ଟ୍ରଫି ସେମିଫାଇନାଲ ଚୂଡ଼ାନ୍ତ
ଭୁବନେଶ୍ୱର, ୨୧।୨(କ୍ରୀଡ଼ା ପ୍ରତିନିଧି): ସନ୍ତୋଷ ଟ୍ରଫି ଫୁଟ୍ବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡ ଏଠାରେ ଶେଷ ହୋଇଛି। ସୋମବାର ଅନୁଷ୍ଠିତ ଗ୍ରୁପ୍ ବି’ର ୩ଟି ମ୍ୟାଚ୍ରେ ସର୍ଭିସେସ୍, ମେଘାଳୟ ଓ ଦିଲ୍ଲୀ ଦଳ ବିଜୟ ହାସଲ କରିଛନ୍ତି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍ଅପ୍…
ପୃଥ୍ବୀ ଶ’ଙ୍କୁ ଆକ୍ରମଣ ଘଟଣା: ସପ୍ନା ଗିଲ୍ଙ୍କୁ ଜାମିନ
ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ସହ ଝଗଡ଼ା ଅଭିଯୋଗରେ ଗିରଫ ହୋଇଥିବା ସୋସିଆଲ ମିଡିଆ ଇନ୍ପ୍ଲୁଏନ୍ସର ସପନା ଗିଲଙ୍କୁ ସୋମବାର ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଗିଲଙ୍କ ସହ ଅନ୍ୟ ତିନିଜଣଙ୍କୁ ମଧ୍ୟ ଜାମିନ ମିଳିଛି।…
ଇତିହାସ ରଚିଲେ ହରମନପ୍ରୀତ
କେପଟାଉନ,୨୧।୨: ଭାରତୀୟ ମହିଳା କ୍ରିକେଟର୍ ହରମନପ୍ରୀତ କୌର ୧୫୦ ଅନ୍ତର୍ଜାତୀୟ ଟି-୨୦ ଖେଳିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। କେବଳ ମହିଳା ନୁହେଁ, କୌଣସି ପୁରୁଷ କ୍ରିକେଟର୍ ମଧ୍ୟରେ ଏପର୍ଯ୍ୟନ୍ତ ୧୫୦ ଅନ୍ତର୍ଜାତୀୟ ଟି-୨୦ ଖେଳି ନାହାଁନ୍ତି। ଏହି ଉପଲବ୍ଧି ହାସଲ…
ସେମିଫାଇନାଲରେ ଭାରତ
ଜିକ୍ୱେବର୍ହା (ଦକ୍ଷିଣ ଆଫ୍ରିକା), ୨୦।୨: ଚଳିତ ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପର ସୋମବାର ଅନୁଷ୍ଠିତ ମ୍ୟାଚରେ ଭାରତ ଡକ୍ଓ୍ବର୍ଥ ଲୁଇସ ନିୟମରେ ଆୟର୍ଲାଣ୍ଡକୁ ୫ ରନରେ ପରାସ୍ତ କରିଛି। ଏଥିସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା…
ମହିଳା ଟି -୨୦ ବିଶ୍ୱକପ: ଆର୍ୟରଲ୍ୟାଣ୍ଡକୁ ୧୫୬ ରନ୍ ଲକ୍ଷ୍ୟ ଦେଲା ଭାରତ
ନୂଆଦିଲ୍ଲୀ,୨୦।୨: ମହିଳା ଟି -୨୦ ବିଶ୍ୱକପରେ ଭାରତ ଏବଂ ଆର୍ୟରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ ଇଣ୍ଡିଆ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୫୫ ରନ୍ କରିଛି।…
ଅଷ୍ଟ୍ରେଲିଆକୁ ବଡ଼ ଝଟ୍କା
ଇନ୍ଦୋର,୨୦ା୨: ବର୍ଡର-ଗାଭାସ୍କର ଟ୍ରଫିରେ ୦-୨ରେ ପଛୁଆ ରହିଥିବା ଅଷ୍ଟ୍ରେଲିଆକୁ ବଡ଼ ଝଟ୍କା। ସୋମବାର ଦଳର ପ୍ରମୁଖ ଦ୍ରୁତ ବୋଲର ଜୋଶ ହାଜେଲଉଡ୍ ଆକିଲିଶ୍ଙ୍କ ଗୋଇଠିରେ ଇଞ୍ଜୁରୀ କାରଣରୁ ଇନ୍ଦୋର ଏବଂ ଅହମ୍ମଦାବାଦରେ ହେବାକୁ ଥିବା ଟେଷ୍ଟରୁ ବାଦ୍ ପଡିଛନ୍ତି । ପୂର୍ବରୁ…
କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତରେ ଅନ୍ୟ ୩ ଅଭିଯୁକ୍ତ
ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ କରିବା ଘଟଣାରେ ମହିଳା ଅଭିଯୁକ୍ତ ସପ୍ନା ଗିଲଙ୍କୁ ପୋଲିସ ଦୁଇଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଇତିମଧ୍ୟରେ ଗିରଫ ହୋଇଥିବା ସପ୍ନାଙ୍କ ୩ ସହଯୋଗୀଙ୍କୁ ସୋମବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ…
ଡବ୍ଲ୍ୟୁଟିସି ଫାଇନାଲ: ଭାରତର ପ୍ରଦର୍ଶନ ଉପରେ ଶ୍ରୀଲଙ୍କାର ଭାଗ୍ୟ
ନୂଆଦିଲ୍ଲୀ,୨୦ା୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଜିତିବା ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି)ଫାଇନାଲ ସମ୍ଭାବନାକୁ ଦୃଢ଼ୀଭୂତ କରିଛି ଭାରତ। ଜୁନ୍ ୭ରେ ଓଭାଲରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଆଗୁଆ ଯୋଗ୍ୟତା ଅର୍ଜନ କରିଥିବା ବେଳେ ବର୍ଡର-ଗାଭାସ୍କର ଟ୍ରଫିର…
ମହିଳା ଟି୨୦ ବିଶ୍ୱକପ: ଆଜି ଆୟର୍ଲାଣ୍ଡକୁ ଭେଟିବ ଭାରତ
ଜିକ୍ୱେବର୍ହା(ଦକ୍ଷିଣ ଆଫ୍ରିକା),୨୦ା୨: ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ରେ ଭାରତ ସୋମବାର ଆୟର୍ଲାଣ୍ଡକୁ ଭେଟିବ। ପୂର୍ବ ମ୍ୟାଚ୍ରେ ଇଂଲଣ୍ଡ ନିକଟରୁ ଭାରତ ପରାଜିତ ହୋଇଥିଲା। ଫଳରେ ଭାରତ ବୃହତ୍ ବିଜୟ ସହ ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରି ସେମିଫାଇନାଲ ଦୌଡ଼ରେ ସାମିଲ ହେବାକୁ ଲକ୍ଷ୍ୟ…

