ଖେଳ

ଓଡ଼ିଶାର ପ୍ଲେ ଅଫ୍‌ ଆଶା ସଙ୍କଟରେ

ଭୁବନେଶ୍ୱର,୨୩ା୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ୍‌ ମ୍ୟାଚରେ ଜାମସେଦପୁର୍‌ ଏଫ୍‌ସି ନିକଟରୁ ୨-୦ ଗୋଲରେ ହାରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଘରୋଇ ଗ୍ରାଉଣ୍ଡରେ ସିଜନର ଅନ୍ତିମ ମ୍ୟାଚରେ ଓଏଫ୍‌ସି ପରାଜିତ ହେବା ସହିତ ଏହାର ପ୍ଲେ ଅଫ୍‌ ପ୍ରବେଶ…

ହାଇତି, ପର୍ତ୍ତୁଗାଲକୁ ପ୍ରଥମ ଥର ଯୋଗ୍ୟତା

ଅକ୍‌ଲାଣ୍ଡ, ୨୩ା୨(ଏପି): ହାଇତି ଓ ପର୍ତ୍ତୁଗାଲ ପ୍ରଥମ ଥର ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବୁଧବାର ଉଭୟ ଦଳ ନ୍ୟୁଜିଲାଣ୍ଡରେ ସେମାନଙ୍କ ପ୍ଲେ-ଅଫ୍‌ ମ୍ୟାଚ ଜିତିଛନ୍ତି। ଖେଳର ୯୪ତମ ମିନିଟ୍‌ରେ କାରୋଲ୍‌ କୋଷ୍ଟାଙ୍କ ଗୋଲ୍‌ ବଳରେ…

ଏଲିସା ହିଲି ୟୁପି ଓ୍ବାରିୟର୍ଜ ଅଧିନାୟିକା

ଲକ୍ଷ୍ନୌ,୨୩ା୨(ପି.ଟି.): ଆସନ୍ତା ମାସରେ ମୁମ୍ବାଇରେ ହେବାକୁଥିବା ଉଦ୍‌ଘାଟନୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ୟୁପି ଓ୍ବାରିୟର୍ଜ ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟର ଏଲିସା ହିଲିଙ୍କୁ ଦଳର ଅଧିନାୟିକା ମନୋନୀତ କରିଛି। କାପ୍ରି ଓ୍ବାରିୟର୍ଜ ହୋଲ୍‌ଡିଂ ପ୍ରାଇଭେଟ ଲିମିଟେଡ୍‌ ହେଉଛି ୟୁପି ଓ୍ବାରିୟର୍ଜ…

ଡୋପିଂ: ଅଲିମ୍ପିକ ପଦକ ବିଜେତା ୮ବର୍ଷ ବାସନ୍ଦ

ଅଷ୍ଟାନା (କାଜାଖସ୍ତାନ), ୨୩ା୨ (ଏପି): ଡୋପିଂ ପାଇଁ କାଜାଖସ୍ତାନର ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ଜିତିଥିବା ଇଗୋର ସନ୍‌ (୬୧ କିଲୋଗ୍ରାମ୍‌ କାଟେଗୋରି) ନାମକ ଜଣେ ଭାରୋତ୍ତୋଳକଙ୍କୁ ୮ବର୍ଷ ବାସନ୍ଦ କରାଯାଇଛି। କାଜାଖସ୍ତାନ ଭାରୋତ୍ତୋଳନ ମହାସଂଘ ତରଫରୁ ବୁଧବାର ଏ ବିଷୟରେ…

ଦକ୍ଷିଣ ଆଫ୍ରିକା ସେମିରେ

କେପ୍‌ଟାଉନ୍‌,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ଆୟୋଜକ ଦଳ। ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହି ସେମି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି…

ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

କେପ୍‌ଟାଉନ,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ର ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଗୁରୁବାର କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା…

ଆଇସିସି ଟେଷ୍ଟ ର଼୍ୟାଙ୍କିଂ: ଶୀର୍ଷ ୫ ଅଲରାଉଣ୍ଡରରେ ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୨।୧: ଆଇସିସି ପକ୍ଷରୁ ବୁଧବାର ନୂତନ ଟେଷ୍ଟ ର଼୍ୟାଙ୍କିଂ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆର ୩ ଖେଳାଳି ଅଲରାଉଣ୍ଡର ର଼୍ୟାଙ୍କିଂରେ ଟପ୍‌-୫ରେ ପହଞ୍ଚିଥିବାବେଳେ ବୋଲର୍‌ ର଼୍ୟାଙ୍କିଂରେ ମଧ୍ୟ ଭାରତୀୟ ଖେଳାଳିମାନେ ଅଛନ୍ତି। ଆଇସିସି…

ମହିଳା ପ୍ରିମିୟର ଲିଗ୍‌ର ଟାଇଟଲ୍‌ ସ୍ପନ୍‌ସର୍‌ ହେବ ଟାଟା

ନୂଆଦିଲ୍ଲୀ,୨୨।୧: ମାର୍ଚ୍ଚ ୪ରୁ ଡବ୍ଲୁପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଅଧିକାର ହାସଲ କରିବା ପରେ ଟାଟା ଗ୍ରୁପ୍‌ ପ୍ରଥମ ମହିଳା ପ୍ରିମିୟର ଲିଗ୍‌(ଡବ୍ଲୁପିଏଲ୍‌)ର ଟାଇଟଲ୍‌ ଅଧିକାର ମଧ୍ୟ ହାସଲ କରିଛି। ଏନେଇ କ୍ରିକେଟ…

ପରଦାରେ ‘ଦାଦା’ ହେବେ ଏହି ଅଭିନେତା

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ପାଇଁ ଯୋଜନା ହେଉଛି। ନିକଟରେ ଏହାର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ସରିଛି। ଗାଙ୍ଗୁଲି ଏହି ସ୍କ୍ରିପ୍ଟକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଶୁଟିଂ ଖୁବ ଶୀଘ୍ର…

ପାର୍ଟନର ମା’ ହେବା ଖବର ଦେଇ ଚର୍ଚ୍ଚାରେ ସାରା

ଲଣ୍ଡନ,୨୨।୨: ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ସାରା ଟେଲର ଏକ ଖୁସି ଖବର ନିଜ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କ ସାଥୀ ଡାଏନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଡାଏନାଙ୍କ ଗର୍ଭଧାରଣ…

୮୭ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୨।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ଫର୍ମାଟରେ ଖେଳାଳିଙ୍କ ସର୍ବଶେଷ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଟେଷ୍ଟ ବୋଲିଂରେ ୪୦ ବର୍ଷିୟ ଜେମ୍ସ ଆଣ୍ଡରସନଙ୍କ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ସହିତ ଜେମ୍ସ ଆଣ୍ଡରସନ ମଧ୍ୟ ୮୭ ବର୍ଷର…

ବୃହତ୍‌ ବିଜୟ ସହ ଶୀର୍ଷରେ ଇଂଲଣ୍ଡ

କେପ୍‌ ଟାଉନ, ୨୨।୨: ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ‘ବି’ ଶେଷ ମ୍ୟାଚରେ ଇଂଲଣ୍ଡ ୧୧୪ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ ଏହି ଦଳ ୪ ମ୍ୟାଚରୁ ୮ ପଏଣ୍ଟ ପାଇ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଦଖଲ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?