ଖେଳ

ସୌରାଷ୍ଟ୍ରକୁ ଦ୍ୱିତୀୟ ରଣଜୀ ଟାଇଟଲ

କୋଲ୍‌କାତା,୨୦ା୨(ପି.ଟି.): କୋଲ୍‌କାତାର ଇଡେନ୍‌ ଗାର୍ଡେନରେ ଅନୁଷ୍ଠିତ ରଣଜୀ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ବେଙ୍ଗଲକୁ ପରାସ୍ତ କରିବା ସହିତ ଦ୍ୱିତୀୟଥର ପାଇଁ ରଣ୍‌ଜୀ ଟ୍ରଫି ଜିତିଛି ସୌରାଷ୍ଟ୍ର। ଅଧିନାୟକ ଜୟଦେବ ଉନାଡକଟ୍‌ଙ୍କ ଘାତକ ବୋଲିଂ ଓ ଅର୍ପିତ ବାସବଦାଙ୍କ ବ୍ୟାଟିଂ ବଳରେ ସୌରାଷ୍ଟ୍ର…

ଇନ୍‌ଡୋର ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌

କଟକ ଅଫିସ,୨୦ା୨: ଦ୍ୱିତୀୟ ଖେଲୋ ଇଣ୍ଡିଆ ମହିଳା ଲିଗ୍‌ର ଫେନ୍ସିଂ ର଼୍ୟାଙ୍କିଙ୍ଗ୍‌ ପ୍ରତିଯୋଗିତା କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଫେବୃୟାରୀ ୨୩ରୁ ୨୬ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ। ରାଜ୍ୟ ଫେନ୍ସିଂ ସଂଘ, ଖେଲୋ ଇଣ୍ଡିଆ, ଏସ୍‌ଏଆଇ…

କମଳା ସିଂଙ୍କ ନେତୃତ୍ୱରେ ଓଡ଼ିଶା ଦଳ

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୨୧ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ ପାଇଁ ୧୮ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। କମଳା ସିଂ ଏହି ଦଳର ଅଧିନାୟିକା ରହିଥିବା ବେଳେ ପୂଜା ସାହୁ ଉପ ଅଧିନାୟିକା ରହିଛନ୍ତି।…

ଜାତୀୟ କରାଟେରେ ଓଡ଼ିଶାକୁ ୮ ପଦକ

ଭୁବନେଶ୍ୱର,୨୦ା୨(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତରାଖଣ୍ଡର ଡେରାଡୁନରେ ଶେଷ ହୋଇଥିବା ଜାତୀୟ ସିନିୟର ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତାରେ ଓଡିଶାର କରାଟେକା ମୋଟ ୮ ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ସ୍ବର୍ଣ୍ଣ, ୨ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ…

ପର୍ସେଲ ଜିତିଲେ ଚେନ୍ନାଇ ଓପନ ଏଟିପି ଚ୍ୟାଲେଞ୍ଜର

ଚେନ୍ନାଇ, ୨୦ା୨ (ପି.ଟି.): ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ ଚେନ୍ନାଇ ଓପନ ଏଟିପି ଚ୍ୟାଲେଞ୍ଜର ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଆମରିକାର ନିକୋଲାସ ମୋରେନୋ ଡି’ ଅଲବେରାନଙ୍କୁ ୫-୭, ୭-୬, ୬-୪ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ଦୀର୍ଘ ୩ ଘଣ୍ଟା…

ରାଜସ୍ଥାନକୁ ୧୩-୧ରେ ହରାଇଲା ଓଡ଼ିଶା

କାକିନାଡ଼ା, ୨୦ା୨: ଏଠାରେ ଚାଲିଥିବା ୧୩ତମ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ରବିବାର ଓଡ଼ିଶା, କର୍ନାଟକ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ବିହାର ସେମାନଙ୍କ ମ୍ୟାଚ୍‌ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ ସମ୍ଭାବନାକୁ ଦୃଢ଼ୀଭୂତ କରିଛନ୍ତି। ଦିନର ପ୍ରଥମ ପୁଲ୍‌…

କର୍ନାଟକ ସହ ପଏଣ୍ଟ ବାଣ୍ଟିଲା ଓଡ଼ିଶା

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୭୬ତମ ସନ୍ତୋଷ ଟ୍ରଫି ଫୁଟ୍‌ବଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ରବିବାର ଆୟୋଜକ ଓଡ଼ିଶା କର୍ନାଟକ ସହ ପଏଣ୍ଟ ବାଣ୍ଟିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ କେରଳ-ପଞ୍ଜାବ ମ୍ୟାଚ୍‌ ଡ୍ର ରହିଥିବା ବେଳେ ଗୋଆକୁ ପରାସ୍ତ କରିଛି ମହାରାଷ୍ଟ୍ର। କ୍ୟାପିଟାଲ…

ଆଣ୍ଡରସନ-ବ୍ରଡ୍‌ଙ୍କ ନୂଆ ରେକର୍ଡ

ମାଉଣ୍ଟ ମଙ୍ଗାନୁଇ,୧୯ା୨: ଷ୍ଟୁଆର୍ଟ ବ୍ରଡ୍‌ ଓ ଜେମ୍ସ ଆଣ୍ଡରସନଙ୍କ ଚମତ୍କାର ବୋଲିଂ ସହାୟତାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟକୁ ଇଂଲଣ୍ଡ ୨୬୭ ରନ୍‌ରେ ଜିତିନେଇଛି। ଏଥିସହିତ ଇଂଲଣ୍ଡ ଦୁଇ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ରବିବାର…

ଅଷ୍ଟ୍ରେଲିଆ ବିପକ୍ଷ ୨ ଟେଷ୍ଟ, ଦିନିକିଆ ସିରିଜ୍‌ ପାଇଁ ଦଳ ଘୋଷଣା

ନୂଆଦିଲ୍ଲୀ,୧୯।୨: ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ଦୁଇଟି ଟେଷ୍ଟ ମ୍ୟାଚ ଏବଂ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଟେଷ୍ଟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥି ସହ ଦ୍ରୁତ ବୋଲର ଜୟଦେବ…

ପୂଜାରାଙ୍କୁ ସ୍ବତନ୍ତ୍ର ଉପହାର ଦେଲା ଅଷ୍ଟ୍ରେଲିଆ ଟିମ୍‌

ନୂଆଦିଲ୍ଲୀ,୧୯।୨: ଭାରତୀୟ କ୍ରିକେଟ ଦଳ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଟିମ ଇଣ୍ଡିଆ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ଟେଷ୍ଟ ମ୍ୟାଚ ଚେତେଶ୍ୱର ପୂଜାରା…

ତିନୋଟି ଯାକ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ୍‌ ହେଲା ଭାରତ

ନୂଆଦିଲ୍ଲୀ,୧୯।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ଏଠାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାଜିତ କରିଛି। ଏହାପରେ ଦଳ ଆଇସିସି ର଼୍ୟାଙ୍କିଙ୍ଗର ସମସ୍ତ ତିନୋଟି ଫର୍ମାଟରେ ବିଶ୍ୱର ଏକ ନମ୍ବର ଦଳ ହୋଇଛି।…

ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ଅଷ୍ଟ୍ରେଲିଆ

ଗକବର୍ହା,୧୯।୨: ମହିଳା ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଦଳର ବ୍ୟାଟ୍ସମ୍ୟାନ ତାହଲିଆ ମ୍ୟାକଗ୍ରାଥଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଦଳ ବିଶ୍ୱକପ୍‌ର ଗ୍ରୁପ-୨ ମ୍ୟାଚରେ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୬ ଉଇକେଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?