ଖେଳ

୨୧ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ଘଟିଲା ଏମିତି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିଥିଲେ। ପ୍ରଥମ ଇନିଂସରେ ତିନି ଉଇକେଟ ନେଇଥିବା ବାମହାତୀ ସ୍ପିନର ଦ୍ୱିତୀୟ ଇନିଂସରେ ୭ଟି ଉଇକେଟ ନେଇଥିଲେ। କୌତୁହଳର ବିଷୟ ହେଉଛି ଜାଡେଜା ୭ଜଣ ବ୍ୟାଟ୍ସମ୍ୟାନଙ୍କ…

ଅଷ୍ଟ୍ରେଲିଆ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୨: ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରତିଯୋଗିତାମୂଳକ କ୍ରିକେଟରେ ଏକ ଡ୍ରିମ୍‌ କମ୍‌ବ୍ୟାକ୍‌ କରିଛନ୍ତି। ପ୍ରାୟ ୫ ମାସ ପରେ କ୍ରିକେଟ ପଡ଼ିଆକୁ ଫେରିଥିବା ଜାଡେଜା କଙ୍ଗାରୁଙ୍କୁ ତାଙ୍କ ଚମତ୍କାର ବୋଲିଂ ଧୂଳି ଚଟାଇ ଦେଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ…

ଆଉ ଏକ ମାଇଲଖୁଣ୍ଟ ହାସଲ କଲେ କୋହଲି

ନୂଆଦିଲ୍ଲୀ,୧୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଏକ ବଡ଼ ରେକର୍ଡ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦୦ ରନ ପୂରଣ କରିଛନ୍ତି। ଭାରତୀୟ କ୍ରିକେଟ ଇତିହାସରେ ଏହି ମହାନ ସଫଳତା ହାସଲ କରିବାରେ…

ମାଟି କାମୁଡିଲା ଅଷ୍ଟ୍ରେଲିଆ: ଦ୍ୱିତୀୟ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ

ନୂଆଦିଲ୍ଲୀ,୧୯।୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ଉଇକେଟ୍‌ରେ ମ୍ୟାଚ୍‌ କବ୍‌ଜା କରିଛି। ଏହା ସହ ଭାରତ ଚାରି ମ୍ୟାଚ…

ଜାତୀୟ କରାଟେ ପ୍ରତିଯୋଗିତା, ଓଡ଼ିଶାକୁ ୪ ପଦକ

ଭୁବନେଶ୍ୱର, ୧୯ା: ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଚାଲିଥିବା ଜାତୀୟ ସିନିୟର ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତାରେ ଓଡ଼ିଶା କରାଟେକାମାନେ ପ୍ରଥମ ଦିବସରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ୨ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଭାଲେନା ଭାଲେଣ୍ଟିନା, ସୁରୋମିତା…

ଛୋଲେ-ଭଟୁରେ ଅର୍ଡର ଦେଲେ କୋହଲି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ସମୟରେ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଛୋଲେ-ଭଟୁରେ ଦେଖି କେତେ ଖୁସି ହୋଇଯାଉଛନ୍ତି ତାହା ଦେଖାଯାଇଛି।…

ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲା: ୨ ଦିନିଆ ରିମାଣ୍ଡରେ ସପ୍‌ନା

ମୁମ୍ବାଇ,୧୯।୨: ସେଲ୍‌ଫି ଉଠାଇବାକୁ କେନ୍ଦ୍ରକରି ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲାରେ ଶନିବାର ପୋଲିସ ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ସପନା ଗିଲ୍‌ଙ୍କୁ ଦୁଇ ଦିନିଆ ରିମାଣ୍ଡରେ ପଠାଯାଇଛି। ସେଲ୍‌ଫି ନେବାକୁ କେନ୍ଦ୍ରକରି ଶୋଭିତ ଠାକୁର ଏବଂ…

ଜିମ୍ବାଓ୍ବେ କ୍ରିକେଟ ପ୍ରଶଂସକଙ୍କୁ ୫ବର୍ଷ ବାସନ୍ଦ

ହରାରେ, ୧୯ା୨: ଜିମ୍ବାଓ୍ବେ କ୍ରିକେଟ ଦଳର ଜଣେ ପ୍ରଶଂସକକୁ ଦେଶର ସମସ୍ତ କ୍ରିକେଟ ଭେନ୍ୟୁ ଓ ଇଭେଣ୍ଟରୁ ବାସନ୍ଦ କରାଯାଇଥିବା ଜିମ୍ବାଓ୍ବେ କ୍ରିକେଟ (ଜେଡ୍‌ସି) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଜଣେ ଭାରତୀୟ ବୁକ୍‌ମେକରଙ୍କ ସହ ଜଣେ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସେ…

ସୌରାଷ୍ଟ୍ର ରଣଜୀ ଚାମ୍ପିଅନ୍‌

କୋଲକାତା,୧୯।୨: ରଣଜୀ ଟ୍ରଫି ୨୦୨୩ର ଫାଇନାଲରେ ସୌରାଷ୍ଟ୍ର ବେଙ୍ଗଲକୁ ୯ ଉଇକେଟରେ ପରାସ୍ତ କରିଛି। ଏହା ସହିତ ଗତ ତିନି ସିଜିନରେ ଦ୍ୱିତୀୟ ଥର ପାଇଁ ଏହି ଦଳ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚରେ ଜୟଦେବ ଉନାଦକତ୍‌ ଚମତ୍କାର ପ୍ରଦର୍ଶନ କରି…

ରଣଜୀ ଟ୍ରଫି ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୯ା୨: କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ଦାବିଦାରୀକୁ ଦୃଢ କରିଛି ସୌରାଷ୍ଟ୍ର। ପ୍ରଥମ ଇନିଂସରେ ୨୩୦ ରନର ବୃହତ ବ୍ୟବଧାନର ଅଗ୍ରଣୀ ହାସଲ କରିବା ପରେ ଚତୁର୍ଥ ଦିନ ଶେଷ ସୁଦ୍ଧା…

ମନ୍ଧାନା ଆର୍‌ସିବି ଅଧିନାୟିକା

ବେଙ୍ଗାଲୁରୁ, ୧୯ା୨: ଉଦ୍‌ଘାଟନୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସ୍ବାଭାବିକ ସ୍ମୃତି ମନ୍ଧାନାଙ୍କୁ ଦଳର ଅଧିନାୟିକା ଭାବେ ମନୋନୀତ କରିଛି। ଆର୍‌ସିବି ଚେୟାରମ୍ୟାନ ପ୍ରଥମେଶ ମିଶ୍ରା ଏ ବିଷୟ ଘୋଷଣା କରିଥିଲେ। ଫ୍ରାଞ୍ଚାଇଜ୍‌ର ସୋସିଆଲ…

ଜାଡେଜାଙ୍କ ବୋଲିଂରେ ଘାଇଲା ହେଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌, ୧୧୩ରେ ଅଲଆଉଟ୍‌

ନୂଆଦିଲ୍ଲୀ,୧୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଜାରି ରହିଛି। ରବିବାର ଲଞ୍ଚ ବିରତି ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ଦ୍ୱିତୀୟ ଇନିଂସରେ ୧୧୩ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତକୁ ବିଜୟ ଲାଗି ୧୧୫ ରନ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?