କାର୍ତ୍ତିକଙ୍କୁ ଅଧିକ ସୁଯୋଗ ଦିଆଯିବ: ରୋହିତ
ହାଇଦ୍ରାବାଦ, ୨୭।୯:ଆସନ୍ତା ମାସରେ ଟି୨୦ ବିଶ୍ୱକପ ଖେଳାଯିବାକୁ ଥିବାବେଳେ ଉଇକେଟ କିପର ଦୀନେଶ କାର୍ତ୍ତିକଙ୍କୁ ଅଧିକ ବ୍ୟାଟିଂ ସୁଯୋଗ ଦିଆଯିବ ବୋଲି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି। ଭାରତ ଏହାର ପ୍ଲେଇଂ ଏକାଦଶରେ କାର୍ତ୍ତିକ ଏବଂ...
ଝାଡ଼ଖଣ୍ଡକୁ ହରାଇଲା ଓଡ଼ିଶା
ଭୁବନେଶ୍ୱର, ୨୭।୯ (କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ କ୍ରିକେଟ ସିଜନ ପାଖେଇ ଆସିଥିବାବେଳେ ପ୍ରସ୍ତୁତି ସ୍ବରୂପ ଓଡ଼ିଶା, ଝାଡ଼ଖଣ୍ଡ ଓ ବେଙ୍ଗଲ ସିନିୟର ଦଳ ମଧ୍ୟରେ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଅଭ୍ୟାସ ମ୍ୟାଚ ଚାଲିଛି।...
‘ଚେସ୍ ଇତିହାସର ସବୁଠାରୁ ବଡ଼ ସ୍କାଣ୍ଡାଲ’
ସେଣ୍ଟ ଲୁଇସ୍, ମିସୋରି (ଆମେରିକା) ୨୭ା୯: ଚଳିତ ମାସ ପ୍ରଥମ ଭାଗରେ ଅନୁଷ୍ଠିତ ‘ସିନ୍କ୍ୱିଫିଲ୍ଡ କପ୍’ରେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନ ଓ ଆମେରିକାର ୧୯ବର୍ଷୀୟ ହାନ୍ସ ନିମାନ୍ଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଘଟଣାବଳୀକୁ ନେଇ ଏବେ ଚର୍ଚ୍ଚା ଜୋର୍...
ଲିଜେଣ୍ଡ୍ସ ଲଢ଼େଇରେ ଟାଇଗର୍ସର ବାଜିମାତ୍
କଟକ, ୨୭ା୯ (ସ୍ପୋଟର୍ସ ବ୍ୟୁରୋ):ବାରବାଟୀ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ ମ୍ୟାଚରେ ମଣିପାଲ ଟାଇଗର୍ସ ୩ ରନରେ ଭିଲଓ୍ବାରା କିଙ୍ଗ୍ସକୁ ପରାସ୍ତ କରିଛି। ଟାଟେଣ୍ଡା ଟାଇବୁଙ୍କ ଅର୍ଦ୍ଧଶତକ ସହାୟତାରେ ମଣିପାଲ ଟାଇଗର୍ସ ୮ ଉଇକେଟ ହରାଇ ୧୭୫...
ଆଫ୍ରିକା ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା: ହାର୍ଦ୍ଦିକଙ୍କ ସ୍ଥାନରେ ଏହି ଖେଳାଳିଙ୍କ ମିଳିଲା ସୁଯୋଗ
ନୂଆଦିଲ୍ଲୀ, ୨୬।୯: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ଚଳିତ ମାସ ୨୮ ତାରିଖରେ ଥିରୁଭାନନ୍ତପୁରମଠାରେ ଆରମ୍ଭ ହେବ। ଏହି ସିରିଜ ପାଇଁ ପୂର୍ବ ଘୋଷିତ ଭାରତୀୟ ଦଳରେ କେତେକ ପରିବର୍ତ୍ତନ...
ସୂର୍ଯ୍ୟକୁମାର ବଡ଼ ରେକର୍ଡ
ହାଇଦ୍ରାବାଦ,୨୬।୯: ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଚଳିତ ବର୍ଷ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ୬୯ ରନ୍ର ଇନିଂସ ତାଙ୍କୁ ଏହି...
ବିଜୟ ପରେ ଏମିତି ସେଲିବ୍ରେଶନ କଲେ ରୋହିତ, କୋହଲି, ଭାଇରାଲ ହେଉଛି ଭିଡିଓ
ହାଇଦ୍ରାବାଦ,୨୬।୯: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିଛି। ନିର୍ଣ୍ଣାୟକ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୬ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ରେ କବ୍ଜା କରିଥିଲା। ମ୍ୟାଚ୍ରେ ପ୍ରଥମ ଖେଳି ଅଷ୍ଟ୍ରେଲିଆ ୭ ଉଇକେଟ...
ବଡ଼ ଉପଲବ୍ଧି ହାସଲ କଲେ କୋହଲି
ହାଇଦ୍ରାବାଦ,୨୬।୯: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ବିରାଟ କୋହଲି ୬୩ର ଚମତ୍କାର ଇନିଂସ ଖେଳିଥିଲେ। ଏହି ଇନିଂସ ସହ ବିରାଟ କୋହଲି ଏକ ବିଶେଷ ଉପଲବ୍ଧି ହାସଲ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପରେ...
ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ବତୀ କଳି
ଭୁବନେଶ୍ୱର, ୨୬।୯(ସ୍ପୋଟର୍ସ ବ୍ୟୁରୋ): ରାଜ୍ୟର ଦୁଇ ତାରକା ଆଥଲେଟ୍ ତଥା ଦୁଇ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ବତୀ ଚାନ୍ଦଙ୍କ ମଧ୍ୟରେ ସୋସିଆଲ ମିଡିଆରେ କଳି ଏବେ ପୁଣି ଚର୍ଚ୍ଚାରେ ରହିଛି। ବ୍ୟକ୍ତିଗତ ଏବଂ ପାରିବାରିକ କାରଣରୁ ଦୁଇଜଣଙ୍କ ମଧ୍ୟରେ...
ହକିର ପୁରୁଣା ଗଡ଼ ଉପରେ ଦିଲୀପଙ୍କ ନଜର
ଭୁବନେଶ୍ୱର, ୨୬ା୯(କ୍ରୀଡ଼ା ପ୍ରତିନିଧି) ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଅଲିମ୍ପିଆନ ଦିଲୀପ ତିର୍କୀଙ୍କୁ ରବିବାର ଓଡ଼ିଶା ସ୍ପୋଟର୍ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍ଜା) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୪୧୨ ଆନ୍ତର୍ଜାତିକ ହକି ମ୍ୟାଚ୍ ଖେଳିବାର ରେକର୍ଡ ରଖିଥିବା ଦିଲୀପ ନିକଟରେ ଅନୁଷ୍ଠିତ...
ପଶ୍ଚିମାଞ୍ଚଳକୁ ଦୁଲୀପ୍ ଟ୍ରଫି ଟାଇଟଲ
କୋଏମ୍ବାଟୁର,୨୬ା୯(ପି.ଟି.) : ଦକ୍ଷିଣାଞ୍ଚଳକୁ ୨୯୪ ରନ୍ରେ ହରାଇବା ସହିତ ଦୁଲୀପ୍ ଟ୍ରଫି ହାତେଇ ନେଇଛି ପଶ୍ଚିମାଞ୍ଚଳ। ରବିବାର ଅନ୍ତିମ ଦିନରେ ପଶ୍ଚିମାଞ୍ଚଳକୁ ବିଜୟ ପାଇଁ ୪ ଉଇକେଟ ଆବଶ୍ୟକ ଥିଲା। ସ୍ପିନର ସାମ୍ସ ମୁଲାନୀଙ୍କ ୪/୫୧ ବୋଲିଂ ବଳରେ ମ୍ୟାଚ୍କୁ...
୨-୧ରେ ସିରିଜ ଜିତିଲା ଭାରତ
ହାଇଦ୍ରାବାଦ,୨୫।୯: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି୨୦ ସିରିଜର ତୃତୀୟ ତଥା ଅନ୍ତିମ ମୁକାବିଲାରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଫଳରେ...
Archives


