ଖେଳ

ଟିମ୍‌ ଇଣ୍ଡିଆ ପାଇଁ ଖୁସିଖବର: ଟି୨୦ ବିଶ୍ୱକପ୍‌ରେ ସିଧାସଳଖ ମିଳିଲା ଏଣ୍ଟ୍ରି

ନୂଆଦିଲ୍ଲୀ,୨୮।୨: ଭାରତୀୟ ମହିଳା କ୍ରିକେଟ ଦଳ ଏଥର ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଦଳ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପରେ ବିଶ୍ୱକପ ଜିତିବାର ସ୍ବପ୍ନ ପୂରଣ କରିପାରିନାହିଁ। କିନ୍ତୁ ଦଳକୁ ସେମିଫାଇନାଲରେ ପ୍ରବେଶ କରିବାର ଲାଭ ମିଳିଛି।…

କେ.ଏଲ୍‌. ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଯିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ରୋହିତ

ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍‌ ମାର୍ଚ୍ଚ ୧ରୁ ଇନ୍ଦୋରରେ ଆରମ୍ଭ ହେବ। ଏହି ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଥର ଲାଗି କେ.ଏଲ୍‌. ରାହୁଲଙ୍କ ଫର୍ମ ସହ ଉପ-ଅଧିନାୟକ ପଦରୁ ହଟାଯିବା…

ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସ୍ଥାପିତ ହେବ ସଚିନଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ,୨୮।୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏପ୍ରିଲ ୨୩ରେ ନିଜର ୫୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ହେଲେ ଚଳିତ ଥର ସଚିନଙ୍କ ଜନ୍ମଦିନରେ କିଛି ନିଆରା ହେବାକୁ ଯାଉଛି। ଏହି ଦିନ ତାଙ୍କୁ ଏକ ବିଶେଷ ଉପହାର ମିଳିବାକୁଯାଉଛି।…

ଦ୍ୱିତୀୟଥର ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ,୨୮।୨: ଆର୍ଜେଣ୍ଟିନାର ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଫୁଟବଲର୍‌ ଲିଓନେଲ ମେସି ପୁଣି ଥରେ ଫିଫା ୨୦୨୨ ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଜିତିଛନ୍ତି। ନିକଟରେ ଖେଳାଯାଇଥିବା ଫିଫା ବିଶ୍ୱକପରେ ମେସି ଆର୍ଜେଣ୍ଟିନାକୁ ଟାଇଟଲ ଦେଇଥିଲେ। ତାଙ୍କ ପ୍ରଦର୍ଶନ ସହିତ ବିଶ୍ୱକପ୍‌ରେ ସମସ୍ତଙ୍କ…

୩୦ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ଦେଖିବାକୁ ମିଳିଲା ଏମିତି ରୋମାଞ୍ଚ

ନୂଆଦିଲ୍ଲୀ,୨୮।୨: ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚକୁ ଗୋଟିଏ ରନ ବ୍ୟବଧାନରେ କିଓ୍ବି ଦଳ ଜିତି ନେଇଛି। ଏହା ସହ ନ୍ୟୁଜିଲାଣ୍ଡ ସିରିଜରେ ୧-୧ରେ ସମାନ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚ…

ଭାରତୀୟ ଦଳରୁ ମାତ୍ର ଜଣେ

ଦୁବାଇ,୨୮।୨: ମହିଳା ଟି-୨୦ ବିଶ୍ୱକପ ଶେଷ ହୋଇଛି। କେପଟାଉନରେ ଖେଳାଯାଇଥିବା ଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା। ଅଷ୍ଟ୍ରେଲୀୟ ମହିଳା ଦଳ ଷଷ୍ଠ ଥର ପାଇଁ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି। ବର୍ତ୍ତମାନ…

ମାତୃତ୍ୱ ପରେ ଦୀପ୍ତିଙ୍କୁ ଦ୍ୱିତୀୟ ସୁଯୋଗ

ମୁମ୍ବାଇ,୨୮ା୨: ସ୍ମୃତି ମନ୍ଧାନାଙ୍କ ସହିତ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଭାରତୀୟ ଦଳରୁ ବାଦ ପଡିଥିଲେ। ବିବାହ କରି ଗୋଟିଏ ସନ୍ତାନର ମା’ ହୋଇ ସାରିଥିବା ବେଳେ ସ୍ନେହା ଦୀପ୍ତିଙ୍କୁ ମିଳିଛି କ୍ୟାରିୟରରେ ଦ୍ୱିତୀୟ ସୁଯୋଗ।…

ଅନ୍‌ଲାଇନ୍‌ ଚେସ୍‌: କର୍ତ୍ତବ୍ୟ ଚାମ୍ପିୟନ

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ନଳିନୀ ରାଜଗୁରୁ ସ୍ମାରକୀ ଅନ୍‌ଲାଇନ୍‌ ଓପନ ଚେସ୍‌ରେ ଗୁଜରାଟର କର୍ତ୍ତବ୍ୟ ଅନାଡକଟ୍‌ ଚାମ୍ପିୟନ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କର୍ତ୍ତବ୍ୟ ୩୧ଟି ମ୍ୟାଚ୍‌ ଖେଳି ୧୯ଟି ଜିତିଥିବାବେଳେ…

ମୁନୀ ଜାଏଣ୍ଟ୍ସ ଅଧିନାୟିକା

ମୁମ୍ବାଇ, ୨୮।୨: ମାର୍ଚ୍ଚ ୪ରୁ ଆରମ୍ଭ ହେବାକୁ ଯାଉଥିବା ଓମେନ୍ସ ପ୍ରିମିୟର ଲିଗ୍‌ ପାଇଁ ଗୁଜରାଟ ଜାଏଣ୍ଟ୍ସ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିକଟ ଅତୀତରେ ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା ଅଷ୍ଟ୍ରେଲିଆର ବେଥ୍‌ ମୁନୀଙ୍କୁ ଦଳର ଅଧିନାୟିକା ଘୋଷଣା…

ଇତିହାସ ରଚିଲେ କେନ ୱିଲିୟମସନ

ଅକଲାଣ୍ଡ,୨୮।୨: ନ୍ୟୁଜିଲାଣ୍ଡର କେନ ୱିଲିୟମସନ ରସ ଟେଲରଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ସୋମବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୱିଲିୟମସନ ୧୩୨ ସ୍କୋର କରିଥିଲେ। ୱିଲିୟମ୍ସନ ୨୯…

ହରମନପ୍ରୀତ ଅଧିନାୟକ, ନିଲମ ସାମିଲ

ଭୁବନେଶ୍ୱର,୨୮।୨(କ୍ରୀଡ଼ା ପ୍ରତିନିଧି): ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଗୁଡ଼ିକ ପାଇଁ ସୋମବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଗତ ହକି ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା…

କିକ୍ରେଟ ମଇଦାନକୁ କେବେ ଫେରିବେ ପନ୍ତ? ଉତ୍ତର ରଖିଲେ ଗାଙ୍ଗୁଲି…

ନୂଆଦିଲ୍ଲୀ,୨୭।୨: ଭାରତୀୟ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଯାହା ଫଳରେ ତାଙ୍କୁ କ୍ରିକେଟ ଠାରୁ ଦୂରରେ ରହିବାକୁ ପଡିଲା। ଏପରିକି ରିଷଭ ଆଇପିଏଲ ୨୦୨୩ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?