Posted inଖେଳ

ସୂର୍ଯ୍ୟକୁମାର ବଡ଼ ରେକର୍ଡ

ହାଇଦ୍ରାବାଦ,୨୬।୯: ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଚଳିତ ବର୍ଷ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ୬୯ ରନ୍‌ର ଇନିଂସ ତାଙ୍କୁ ଏହି ସ୍ଥାନକୁ ନେଇଛି। ବିଶେଷ କଥା ହେଉଛି ସୂର୍ଯ୍ୟକୁମାର ଚଳିତ ବର୍ଷ ୧୮୦+ ଷ୍ଟ୍ରାଇକ ହାରରେ ରନ ସ୍କୋର କରିଛନ୍ତି।
ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ର ୨୦ଟି ଇନିଂସରେ ସୂର୍ଯ୍ୟକୁମାର ୬୮୨ ରନ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟାଟିଂ ହାରାହାରି ୩୭.୮୮ ଏବଂ ଏକ ଷ୍ଟ୍ରାଇକ ହାର ୧୮୨.୮୪ ରହିଛି। ଏହି ସମୟ ମଧ୍ୟରେ ସେ ଗୋଟିଏ ଶତକଏବଂ ଚାରି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମଧ୍ୟ ଚଳିତ ବର୍ଷ ଟି-୨୦ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ । ଚଳିତ ବର୍ଷ ସେ ୪୨ଟି ଛକା ମାରିଛନ୍ତି।
ସୂର୍ଯ୍ୟକୁମାର ଯାଦବଙ୍କ ପରେ ନେପାଳର ଦୀପେନ୍ଦ୍ର ସିଂ (୬୨୬)ଙ୍କ ନାମ ରହିଛି। ସେ ୨୦୨୨ରେ ଟି-୨୦ରେ ୬୨୬ ରନ୍‌ କରିଛନ୍ତି। ତୃତୀୟ ସ୍ଥାନରେ ଚେକ ଗଣରାଜ୍ୟର ସାବଭୁନ ଡାଭିଜୀ (୬୧୨) ଅଛନ୍ତି। ଯଦିଓ ଏହି ଉଭୟ ବ୍ୟାଟ୍ସମ୍ୟାନ ଦୁର୍ବଳ ଦଳ ବିପକ୍ଷରେ ଖେଳିବାବେଳେ ଏତେ ରନ ସ୍କୋର କରିଛନ୍ତି। ଏହି ତାଲିକାରେ ପାକିସ୍ତାନର ମହମ୍ମଦ ରିଜୱାନ (୫୫୬) ଚତୁର୍ଥ ସ୍ଥାନରେ ଏବଂ ୱେଷ୍ଟଇଣ୍ଡିଜର ନିକୋଲାସ ପୁରାନ (୫୫୩) ପଞ୍ଚମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଓଡ଼ିଶା ଏଫ୍‌ସି’ରେ ଓଡ଼ିଆଙ୍କୁ ଉପେକ୍ଷା

କଟକ ଅଫିସ,୨୫ା୬- ଦେଶର ଏକ ପ୍ରମୁଖ ଫୁଟବଲ କ୍ଲବ ଭାବେ ପରିଚୟ ପାଇଛି ‘ଓଡ଼ିଶା ଏଫ୍‌ସି’ । ପେସାଦାର ଲିଗ୍‌ ଆଇଏସ୍‌ଏଲ ଟୁର୍ନାମେଣ୍ଟରେ ଏହି କ୍ଲବର...

ଚେନ୍ନାଇରେ ଧୋନୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଚେନ୍ନାଇ,୨ା୩- ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ସୋମବାର ଚେନ୍ନାଇରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପ୍ରସ୍ତୁତି କରିବା...

ସ୍ତ୍ରୀଙ୍କ ପାଇଁ ଫେସ୍‌ବୁକ୍‌ ଛାଡିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତର ଷ୍ଟାର୍‌ ବୋଲର ଭୁବନେଶ୍ୱର କୁମାର ୨୦୧୭ରେ ପଡୋଶୀ ନୁପୁର ନାଗରଙ୍କୁ ବିବାହ କରିଥିଲେ। ନୁପୁର ପେଶାରେ ଜଣେ ଇଞ୍ଜିନିୟର। ଏମଏନସି କମ୍ପାନୀରେ ଇଞ୍ଜିନିୟର ଭାବେ...

ବିଜେତା ନେଇ ପାରିବେନି ଅସଲି ଟ୍ରଫି…

ଦୋହା,୧୮।୧୨ : କତାରରେ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ ଫାଇନାଲରେ ଫ୍ରାନ୍ସ ରବିବାର ଆର୍ଜେଣ୍ଟିନାକୁ ଭେଟିବ। ଏହି ଫାଇନାଲ ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ରାତି...

ଧୋନୀଙ୍କ ବାପା-ମା’ଙ୍କୁ କରୋନା

ରାଞ୍ଚି,୨୧।୪: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ-ମା’ ଦେବକୀ ଦେବୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ...

‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ରିଲିଜ୍‌

ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ଲିଡ ରୋଲରେ ଆଲିଆ ଭଟ୍ଟ ଥିବାବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଅଜୟ ଦେବଗନ।...

ବାରବାଟୀ ନିର୍ଣ୍ଣାୟକ ଲଢ଼େଇ: ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ

ଭୁବନେଶ୍ୱର, ୧୯।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ରବିବାର କଟକର ଐତିହାସିକ...

ପାରା ଶୁଟିଂ ବିଶ୍ୱକପରେ ରାହୁଲଙ୍କୁ ସ୍ବର୍ଣ୍ଣ

ଚାଙ୍ଗଓନ୍‌,୧୯ା୮(ପି.ଟି): ପାରା ଶୁଟିଂ ବିଶ୍ୱକପରେ ଭାରତ ଏହାର ପଦକ ଖାତା ଖୋଲିଛି। ପିସ୍ତଲ ଶୁଟର ରାହୁଲ ଜାଖଡ ଭାରତ ପାଇଁ ଜିତିଛନ୍ତି ପ୍ରଥମ ସ୍ବର୍ଣ୍ଣ ପଦକ।...

Advertisement
Archives

Model This Week