ପାକିସ୍ତାନରେ ଜନ୍ମ, ପାଇଲଟ୍ ଭାବେ ତାଲିମ ପ୍ରାପ୍ତ…ଫିଲ୍ମଠାରୁ କମ୍ ନୁହେଁ ଅଷ୍ଟ୍ରେଲିୟ କ୍ରିକେଟରଙ୍କ କାହାଣୀ…
ଅହମ୍ମଦାବାଦ,୧୦।୩: ଏଠାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଷ୍ଟ୍ରେଲିୟ ଓପନର୍ ଉସ୍ମାନ ଖ୍ବାଜା। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲର୍ଙ୍କ ମୁକାବିଲା କରି ୧୮୦ ରନ୍ର ଇନିଂସ ଖେଳିଥିଲେ।…
ଅହମ୍ମଦାବାଦ ଟେଷ୍ଟରେ ବ୍ୟାଟ୍ ନ ଧରିବି ସ୍ବତନ୍ତ୍ର ତ୍ରିଶତକ ପୂରଣ କଲେ କୋହଲି
ଅହମ୍ମଦାବାଦ,୧୦।୩: ଟେଷ୍ଟ କ୍ରିକେଟରେ ଫର୍ମ ସହ ସଂଘର୍ଷ କରୁଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏଠାରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟ ନ ଧରି ଏକ ସ୍ବତନ୍ତ୍ର ତ୍ରିଶତକ ପୂରଣ କରିଛନ୍ତି। କୋହଲି ଅଶ୍ୱିନଙ୍କ ବଲ୍ରେ…
ସନ୍ନ୍ୟାସ ଘୋଷଣା କଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର, ଏବେ କେବଳ…
ସିଡନୀ,୧୦।୩: ଅଷ୍ଟ୍ରେଲିଆ ପାଇଁ ୩୮ ଟେଷ୍ଟ ଖେଳିଥିବା ୩୯ ବର୍ଷୀୟ କ୍ରିକେଟର ଶୌନ ମାର୍ଶ ଫାଷ୍ଟ କ୍ଲାସ୍(ପ୍ରଥମ ଶ୍ରେଣୀ) ଏବଂ ଓଡିଆଇ(ଦିନିକିଆ) କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏବେ ତାଙ୍କୁ କେବଳ ଟି -୨୦ ଫର୍ମାଟରେ ଖେଳୁଥିବା ଦେଖିବାକୁ ମିଳିବ। ୨୦୦୧…
ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ: ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୩୬/୦
ଅହମଦାବାଦ,୧୦।୩: ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ବିନା କୌଣସି ଉଇକେଟ ହରାଇ ୩୬ ରନ୍ କରିଛି। ଫଳରେ ଭାରତ ପ୍ରଥମ ଇନିଂସଠାରୁ ୪୪୪ ରନ୍ର ପଛରେ…
ଅଷ୍ଟ୍ରେଲିଆ ୪୮୦ ରନ୍ରେ ଅଲ୍ଆଉଟ
ଅହମଦାବାଦ,୧୦।୩: ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍ କରି ଅଲ୍ଆଉଟ ହୋଇଯାଇଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର…
ଅଷ୍ଟ୍ରେଲୀୟ ଅଧିନାୟକ ପାଟ କୁମିନ୍ସଙ୍କ ମା’ଙ୍କ ପରଲୋକ
ସିଡନୀ,୧୦।୩: ଅଷ୍ଟ୍ରେଲୀୟ ଦଳର ନିୟମିତ ଅଧିନାୟକ ପାଟ କୁମିନ୍ସଙ୍କ ମା’ ମାରିଆ କୁମିନ୍ସଙ୍କ ଦେହାନ୍ତ ହୋଇଛି। ମାରିଆ ଦୀର୍ଘ ଦିନ ଧରି କ୍ୟାନ୍ସର୍ ସହ ସହ ଲଢୁଥିଲେ। ଭାରତ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫିରେ ପ୍ୟାଟ କୁମିନ୍ସ ଦଳର ଅଧିନାୟକ ଥିଲେ। କିନ୍ତୁ…
ରୋହିତଙ୍କଠାରୁ ଚାପୁଡା ଖାଇବାରୁ ଅଳ୍ପକେ ବର୍ତ୍ତିଲେ ଇଶାନ
ଅହମ୍ମଦାବାଦ,୧୦।୩: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଅହମ୍ମଦାବାଦରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଇଶାନ କିଶାନଙ୍କ ଡେବ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ ତାହା ହୋଇ ନ ଥିଲା। ଅଧିନାୟକ ରୋହିତ ଶର୍ମା ଉଇକେଟ କିପର କେ.ଏସ ଭରତଙ୍କ ସହ…
ବ୍ୟସ୍ତବହୁଳ କାର୍ଯ୍ୟସୂଚୀ
ଆଗକୁ ଟିମ୍ ଇଣ୍ଡିଆ ପାଇଁ ଅନେକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଅକ୍ଟୋବର ଏବଂ ନଭେମ୍ବରରେ ଏକଦିବସୀୟ ଆଇସିସି ବିଶ୍ୱକପ୍ ଭାରତରେ ଖେଳାଯିବ। ଚଳିତ ବର୍ଡର-ଗାଭାସ୍କର ସିରିଜ୍ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଏକଦିବସୀୟ ମ୍ୟାଚ ଖେଳାଯିବ। ବିଶ୍ୱ ଟେଷ୍ଟ…
ସଫଳତମ ଅଧିନାୟିକା ମେଗ୍ ଲାନିଙ୍ଗ୍
ମେଗ୍ ଲାନିଙ୍ଗ୍ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୫ ଥର ବିଶ୍ୱ ଚାମ୍ପିୟନ ହୋଇଛି। ଟି୨୦ରେ ୪ ଥର ଏବଂ ଦିନିକିଆରେ ଥରେ ଲାନିଙ୍ଗ୍ଙ୍କ ନେତୃତ୍ୱରେ ଟ୍ରଫି ହାସଲ କରିଛି ଦଳ। ଓଭରଅଲ୍ ତାଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆ ସମୁଦାୟ ୭ଥର ବିଶ୍ୱକପ୍ ବିଜୟୀ ହୋଇଛି।…
ଆଇପିଏଲ୍ରେ ବିଳମ୍ବରେ ଯୋଗଦେବେ ଦକ୍ଷିଣଆଫ୍ରିକା ଖେଳାଳି
ଜୋହାନ୍ସବର୍ଗ,୧୦।୩: ୨୦୨୩ ବିଶ୍ବକପ ପାଇଁ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୨ରେ ଦକ୍ଷିଣଆଫ୍ରିକା-ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। ନେଦରଲାଣ୍ଡ୍ସ ବିପକ୍ଷରେ ଏହି ଶୃଙ୍ଖଳା ଜିତିଲେ ଦକ୍ଷିଣଆଫ୍ରିକା ସିଧାସଳଖ ବିଶ୍ବକପ…
ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ: ଉଇକେଟ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଅହମ୍ମଦାବାଦ,୧୦।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍ରେ ଟସ ଜିତି ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦ୍ୱିତୀୟ ଦିନର…
ମୁମ୍ବାଇ ଇଣ୍ଡିଆନ୍ସର ସହଜ ବିଜୟ
ମୁମ୍ବାଇ,୯ା୩ : ଡକ୍ଟର ଡି. ଓ୍ବାଇ. ପାଟିଲ ସ୍ପୋଟର୍ସ ଏକାଡେମିରେ ଗୁରୁବାର ଖେଳାଯାଇଥିବା ମହିଳା ପ୍ରିମିୟର୍ ଲିଗ୍ରେ ୭ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ଉଇକେଟରେ ବିଜୟୀ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୦୫ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। ଜବାବରେ…

