ଖେଳ

ତୁର୍କୀରେ ଟ୍ରେନିଂ ନେବେ ନୀରଜ

ନୂଆଦିଲ୍ଲୀ,୨୦ା୩: ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ତୁର୍କୀର ଗ୍ଲୋରିଆ ସ୍ପୋଟର୍‌ସ ଆରେନାଠାରେ ୬୧ ଦିନ ଟ୍ରେନିଂ ନେବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ସମ୍ପର୍କରେ ସୂଚନା ଦିଆଯାଇଛି। ୨୫ ବର୍ଷୀୟ ଜାଭେଲନ୍‌ ଥ୍ରୋୟର ଟାର୍ଗେଟ ଅଲିମ୍ପିକ…

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ,୨୦ା୩: ଓ୍ବେଲିଂଟନରେ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଇନିଂସ ସହ ୫୮ ରନ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୪୧୬ ରନ୍‌ ପଛରେ ରହିଥିବା ଶ୍ରୀଲଙ୍କା ଫଲୋଅନ୍‌ ପରେ ୩୫୮ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ପ୍ରଥମ ଟେଷ୍ଟ ଜିତିଥିବା…

ଆଇପିଏଲ ଉପରେ ପୁଣି କରୋନା ସଙ୍କଟ: ଖେଳାଳି ଆକ୍ରାନ୍ତ ହେଲେ ୭ ଦିନିଆ କ୍ୱାରାଣ୍ଟାଇନ…

କୋଲକାତା,୨୦।୩ : ୩୧ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେଉଛି। ଏଥିପାଇଁ ବୋର୍ଡ ସମସ୍ତ ପ୍ରସ୍ତୁତି ଚଳାଇଛି। ଆଇପିଏଲ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଭାରତରେ ପଡିଆ ମଧ୍ୟ ପ୍ରସ୍ତୁତ। ଆଇପିଏଲ ୨୦୨୩ ପୂର୍ବରୁ ବୋର୍ଡର ଚିନ୍ତା ବଢ଼ିଚାଲିଛି। କାରଣ ଦେଶରେ କରୋନା…

ଆଇପିଏଲ ୨୦୨୩ ପରେ ଅବସର ନେବେ କି ଧୋନୀ: ଚହର କଲେ ଖୁଲାସା

ଚେନ୍ନାଇ,୨୦।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଏମଏସ ଧୋନୀଙ୍କ ଭବିଷ୍ୟତକୁ ଅନେକ ଚର୍ଚ୍ଚା ହେଉଛି। ଆଇପିଏଲ୍‌ ୨୦୨୩ ଧୋନୀଙ୍କ ଶେଷ ଆଇପିଏଲ୍‌ ହେବ ବୋଲି ଚର୍ଚ୍ଚା ହେଉଛି। ଧୋନୀ ମଧ୍ୟ ପୂର୍ବରୁ ନିଶ୍ଚିତ କରିଛନ୍ତି ଯେ, ଚେନ୍ନାଇର ଜନତାଙ୍କ ସମ୍ମୁଖରେ…

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବଡ଼ ଝଟ୍‌କା

ଚେନ୍ନାଇ,୨୦।୩: ଆଇପିଏଲ୍‌ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସର ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ସିଏସକେ ଦଳକୁ ଏକ ବଡ…

ଜାତୀୟ ପାରା ଆଥଲେଟିକ୍ସ: ଜୟନ୍ତୀଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ

ଭୁବନେଶ୍ୱର,୨୦ା୩(ସ୍ପୋଟର୍‌ସ ବ୍ୟୁରୋ): ପୁଣେର ବାଲଓ୍ବୋଡ଼ିସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଆରମ୍ଭ ହୋଇଥିବା ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଜୟନ୍ତୀ ବେହେରା। ଜୟନ୍ତୀ ୧୩.୩୭ ସେକେଣ୍ଡର ସମୟ ନେଇ ସ୍ବର୍ଣ୍ଣ ହାସଲ କରିଥିବା ବେଳେ…

ପଞ୍ଚମ ଆଧାର କାର୍ଡ଼ କ୍ରିକେଟ: ସୁଆଙ୍ଗ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୨୦ା୩ (ଡିଏନ୍‌ଏ): ସ୍ଥାନୀୟ ସୁଆଙ୍ଗ ସ୍ଥିତ ଚ୍ୟାଲେଞ୍ଜ କ୍ରିକେଟ ଆସୋସିଏସନ ଆନୂକୁଲ୍ୟରେ ଅନୁଷ୍ଠିତ ୫ମ ଅଧାରକାର୍ଡ଼ କ୍ରିକେଟ ଟୁର୍ନାମେଣ୍ଟରେ ଆୟୋଜକ ସୁଆଙ୍ଗ ଚାମ୍ପିୟନ ହୋଇଛି। ରବିବାର ଫାଇନାଲ ମ୍ୟାଚରେ ଗଙ୍ଗପଡ଼ାକୁ ୨୪ ରନ୍‌ରେ ହରାଇଥିଲା ଦଳ। ଟସ୍‌ ଜିତି ସୁଆଙ୍ଗ…

ଆରଏସ୍‌ବି ଚେନ୍ନାଇ, କେରଳ ଚାମ୍ପିୟନ

ଭୁବନେଶ୍ୱର,୨୦ା୩(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ଓ କିସ୍‌ରେ ସର୍ବଭାରତୀୟ ସିଭିଲ ସର୍ଭିସେସ୍‌ ଚେସ୍‌ ଉଦ୍‌ଯାପିତ ହୋଇଛି। ପୁରୁଷ ବର୍ଗରେ ଆରଏସ୍‌ବି ଚେନ୍ନାଇ ଓ ମହିଳା ବର୍ଗରେ କେରଳ ଦଳଗତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ପୁରୁଷ ବର୍ଗରେ ଆରଏସ୍‌ବି ମୁମ୍ବାଇ ଦ୍ୱିତୀୟ ସ୍ଥାନ…

ଓଡ଼ିଶାର ଆହନ ରନର ଅପ୍‌

ଭୁବନେଶ୍ୱର, ୨୦ା୩ (ସ୍ପୋଟର୍‌ସ ବ୍ୟୁରୋ): ଅଗରତାଲାରେ ଅନୁଷ୍ଠିତ ୧୬ ବର୍ଷରୁ କମ୍‌ ଟେନିସ ଚାମ୍ପିୟନଶିପ୍‌ ସିରିଜରେ ଓଡ଼ିଶାର ଆହନ ମିଶ୍ର ରନରଅପ୍‌ ହୋଇଛନ୍ତି। ଫାଇନାଲରେ ସେ ଟପ୍‌ ସିଡ୍‌ ତଥା ତ୍ରିପୁରାର ତ୍ୱିଜିଲାଙ୍ଗ୍‌ ଦେବର୍ମାଙ୍କଠାରୁ ୧-୬,୧-୬ ସିଧାସଳଖ ସେଟ୍‌ରେ ହାରିଯାଇଥିଲେ। କ୍ୱାର୍ଟରଫାଇନାଲରେ…

ଭାରତୀୟ ଖୋଖୋ ଦଳରେ ଅର୍ଚ୍ଚନା

ଭୁବନେଶ୍ୱର, ୨୦ା୩ (ସ୍ପୋଟର୍‌ସ ବ୍ୟୁରୋ): ଆସାମର ଗୁଆହାଟୀଠାରେ ସୋମବାରଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୪ର୍ଥ ଏସିଆନ୍‌ ଖୋ ଖୋ ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ ୨୦୨୩ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଖୋ ଖୋ ଦଳରେ କଳିଙ୍ଗ…

ଦ୍ୱିତୀୟ ଦିନିକିଆ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ଇଷ୍ଟ ଲଣ୍ଡନ,୨୦ା୩(ପି.ଟି.): ଟପ୍‌ ଅର୍ଡର ବ୍ୟାଟର ସାଇ ହୋପ୍‌ଙ୍କ ଅପରାଜିତ ୧୨୮ ରନ୍‌ ବଳରେ ଇଷ୍ଟ ଲଣ୍ଡନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୪୮ ରନରେ ଜିତି ନେଇଛି ଓ୍ବେଷ୍ଟଇଣ୍ଡିଜ୍‌। ପ୍ରଥମ ଦିନିକିଆ ବର୍ଷା କାରଣରୁ ବାତିଲ…

ବୋପାନ୍ନା ସବୁଠାରୁ ବୟସ୍କ ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍‌), ୨୦ା୩ (ପି.ଟି.): ଭାରତର ରୋହନ ବୋପାନ୍ନା ସବୁଠାରୁ ବୟସ୍କ ଖେଳାଳି ଭାବେ ଏଟିପି ମାଷ୍ଟର୍ସ ୧୦୦୦ ଚାମ୍ପିୟନ ହୋଇଛନ୍ତି। ସେ ଓ ତାଙ୍କ ଅଷ୍ଟ୍ରେଲୀୟ ପାର୍ଟନର ମ୍ୟାଟ ଇବିଡେନ୍‌ ଏଠାରେ ଚାଲିଥିବା ବିଏନ୍‌ପି ପାରିବାସ ଓପନ ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?