ଲୋକପ୍ରିୟତା ହରାଉଛି ଦିନିକିଆ କ୍ରିକେଟ: ରୋମାଞ୍ଚକର କରିବାକୁ ମାଷ୍ଟର ବ୍ଲାଷ୍ଟରଙ୍କ ମାଷ୍ଟର ପ୍ଲାନ୍
ନୂଆଦିଲ୍ଲୀ,୧୮।୩: ଭାରତୀୟ ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହାର ଫର୍ମାଟରେ ପରିବର୍ତ୍ତନ କରାଯିବା ଉଚିତ ବୋଲି କହିଛନ୍ତି। ଏଥିସହ ସେ…
୧୪ ନିୟୁତ ଡଲାର ଦେବାକୁ ରାଜି ହେଲା ୟୁନିଭର୍ସିଟି
ଓ୍ବିଲିୟମ୍ସବର୍ଗ (ୟୁଏସ୍),୧୮ା୩ (ଏପି): ଜଣେ ରେସ୍ଲର ଛାତ୍ରଙ୍କ ମୃତ୍ୟୁକୁ ନେଇ ଏକ ମାମଲାର ସମାଧାନ କରିବା ଲାଗି ସମ୍ପୃକ୍ତ ୟୁନିଭର୍ସିଟି ୧୪ ନିୟୁତରୁ ଅଧିକ ଆମେରିକୀୟ ଡଲାର ଦେବାକୁ ରାଜି ହୋଇଛି। ମୃତ ରେସ୍ଲର ୨୦ବର୍ଷୀୟ ଜୁନିୟର ଗ୍ରାଣ୍ଟ ବ୍ରେସ୍ ହେଉଛନ୍ତି…
ସବିତା, ହାର୍ଦ୍ଦିକ ‘ପ୍ଲେୟର ଅଫ୍ ଦି ଇୟର’
ନୂଆଦିଲ୍ଲୀ, ୧୮ା୩: ହକି ଇଣ୍ଡିଆର ୫ମ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସବିତା ପୁନିଆ ଓ ହାର୍ଦ୍ଦିକ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗରେ ‘ପ୍ଲେୟର ଅଫ୍ ଦି ଇୟର’ ପୁରସ୍କାର ପାଇଛନ୍ତି। ୧୯୬୪ ଅଲିମ୍ପିକ୍ସରେ…
ଆଇଏସ୍ଏଲ୍ ଫାଇନାଲ ଆଜି
ମାର୍ଗାଓ, ୧୮ା୩ (ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଫାଇନାଲ ଶନିବାର ଏଠାରେ ଅନୁଷ୍ଠିତ ହେବ। ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଟିକେ ମୋହନ ବାଗାନ (ଏଟିକେଏମ୍ବି) ଓ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ମ୍ୟାଚ ମ୍ୟାଚ ଖେଳାଯିବ। ମୋହନ ବାଗାନ ସହିତ ମିଶିବା…
ତ୍ରିସା-ଗାୟତ୍ରୀ ସେମିଫାଇନାଲରେ
ବର୍ମିଂହାମ୍, ୧୮ା୩ (ପି.ଟି.): ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ରେ ଭାରତୀୟ ଯୋଡ଼ି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୧୭ ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି ୨୧-୧୪,…
କେଣ୍ଟ୍ ତରଫରୁ ଖେଳିବେ ଅର୍ଶଦୀପ
କେଣ୍ଟ, ୧୭ା୩: ଭାରତୀୟ ବାମହାତୀ ସିମ୍ ବୋଲର ଅର୍ଶଦୀପ ସିଂ ଆସନ୍ତା ଇଂଲିଶ କାଉଣ୍ଟି ସିଜନରେ ପ୍ରତିଭା ସମ୍ପନ୍ନ କେଣ୍ଟ୍ ତରଫରୁ ୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ। ଏହାଦ୍ୱାରା ରେଡ୍ ବଲରେ ତାଙ୍କ ଦକ୍ଷତା ବୃଦ୍ଧି ପାଇବ। କାଉଣ୍ଟି ଚାମ୍ପିୟନଶିପ୍…
ଆଇପିଏଲ୍ ପୂର୍ବରୁ ରେକର୍ଡ ଭାଙ୍ଗିଲା ଆର୍ସିବି-ସିଏସ୍କେ ମ୍ୟାଚ୍ !
ନୂଆଦିଲ୍ଲୀ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୩ର ଆରମ୍ଭ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଏଭଳି ଦୁଇଟି ଟିମ୍, ଯାହାର ପ୍ରଶଂସକ ବହୁତ ଅଧିକ ଅଛନ୍ତି। ହେଲେ ଉଭୟ ଟିମ୍ର ମ୍ୟାଚ୍…
ହିରୋ ସାଜିଲେ ‘କେ ଏଲ୍ ରାହୁଲ’: ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତିଲା ଭାରତ
ମୁମ୍ବାଇ,୧୭।୩: ବିଜୟରୁ ସିରିଜ ଆରମ୍ଭ କଲା ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୫ ଉଇକେଟରେ ଜିତି ନେଇଛି। ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ମ୍ୟାଚ୍ର ହିରୋ ସାଜି କଠିନ…
ଆୟର୍ଲାଣ୍ଡ ସହ ଟି୨୦ ସିରିଜ ଖେଳିବ ଭାରତ
ଡବଲିନ୍, ୧୭ା୩: ଭାରତୀୟ ଟି୨୦ ଦଳ ଆସନ୍ତା ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ। କ୍ରିକେଟ ଆୟର୍ଲାଣ୍ଡ ପକ୍ଷରୁ ଶୁକ୍ରବାର ଏକ ବିବୃତିରେ ଏହି ସୂଚନା ଦିଆଯାଇଛି। ସିରିଜ ମାଲାହାଇଡ୍ରେ ଖେଳାଯିବ। ଏହାଦ୍ୱାରା ସ୍ଥାନୀୟ ଖେଳପ୍ରେମୀ…
ପନ୍ତଙ୍କୁ ‘ବେବିସିଟର୍’ କହିଥିବା ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ନେଲେ ସନ୍ନ୍ୟାସ
ନୂଆଦିଲ୍ଲୀ,୧୭।୩: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପେନ୍ ଶୁକ୍ରବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ୍ ପେନ୍ କ୍ୱିନ୍ସଲ୍ୟାଣ୍ଡ ବିପକ୍ଷରେ ଶେଫିଲ୍ଡ ସିଲ୍ଡ ପ୍ରଥମ ଶ୍ରେଣୀ ମ୍ୟାଚ୍ ଶେଷ ହେବା ପରେ ଏନେଇ ଘୋଷଣା କରିଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ ମୋଟ…
ଶଳାଙ୍କ ବିବାହରେ ଧୁମ୍ ନାଚିଲେ ଅଧିନାୟକ ରୋହିତ ଶର୍ମା, ଭିଡିଓ ଦେଖି ପ୍ରଶଂସକ ଚକିତ
ନୂଆଦିଲ୍ଲୀ,୧୭।୩: ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମାଙ୍କୁ ଶାନ୍ତ ଖେଳାଳି ଭାବେ ବିବେଚନା କରାାଏ। କାରଣ ଦଳର କୌଣସି ମଜାମସ୍ତି କଥା ଉଠେ ସେ ଏକ କୋଣରେ ଛିଡ଼ା ହୋଇ ଉପଭୋଗ କରୁଥିବା ନଜର ଆସିଥାଏ। ହେଲେ ଯେତେବେଳେ ତାଙ୍କର ଶଳାଙ୍କ…
ରିଷଭ ପନ୍ତଙ୍କୁ ଭେଟିଲେ ଯୁବରାଜ: ଫଟୋ ଶେୟାର କରି, ହୃଦୟକୁ ଛୁଇଁଲା ଭଳି ଲେଖିଲେ ନୋଟ
ନୂଆଦିଲ୍ଲୀ,୧୭।୩: ଭାରତର ଷ୍ଟାର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ। ସେ ସବୁବେଳେ ତାଙ୍କ କାର୍ଯ୍ୟକଳାପର ଫଟୋ କିମ୍ବା ଭିଡିଓ ଶେୟାର କରିଥାନ୍ତି। ଇତିମଧ୍ୟରେ ସିକ୍ସର୍ କିଙ୍ଗ୍ ଭାବେ ଜଣାଶୁଣା ଯୁବରାଜ ସିଂ ଶୁକ୍ରବାର ରିଷଭ…

