ପ୍ରଥମ ମ୍ୟାଚ୍ରେ ଧୋନୀ, ପାଣ୍ଡ୍ୟା ମୁକାବିଲା
ଅହମ୍ମଦାବାଦ,୩୧ା୩(ପି.ଟି.):ଆଇପିଏଲ୍ର ୧୬ତମ ସଂସ୍କରଣ ଶୁକ୍ରବାର ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜରାଟ ଟାଇଟନ୍ସ ଓ ୪ ଥରର ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ।୨୦୨୨ ସିଜନରେ ପ୍ରଥମ ଥର…
ପ୍ରଥମ ମ୍ୟାଚରେ ଅଧିନାୟକତ୍ୱ କରିବେ ଭୁବନେଶ୍ୱର କୁମାର
ନୂଆଦିଲ୍ଲୀ, ୩୧ା୩ (ପି.ଟି.):ଭେଟେରାନ ଭାରତୀୟ ସିମର ଭୁବନେଶ୍ୱର କୁମାର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସନରାଇଜର୍ସ ହାଇଦ୍ରାବାଦର ଓପନିଂ ମ୍ୟାଚରେ ଅଧିନାୟକତ୍ୱ କରିବେ। ଦଳର ପ୍ରକୃତ ଅଧିନାୟକ ଏଡେନ ମାରକ୍ରାମ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଜାତୀୟ ଦଳ ସହିତ ଡ୍ୟୁଟିରେ ଅଛନ୍ତି।…
କ୍ୟାପ୍ଟେନ୍ସ ମିଟ୍ରେ ଯୋଗ ଦେଲେନି ରୋହିତ
ଅହମ୍ମଦାବାଦ,୩୧ା୩:ଆଇପିଏଲ୍ର ୧୬ତମ ସଂସ୍କରଣ ଶୁକ୍ରବାର ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହେବ। ଏହା ପୂର୍ବରୁ ଗୁରୁବାର ୧୦ଟି ଯାକ ଫ୍ରାଞ୍ଚାଇଜିର ଅଧିନାୟକଙ୍କୁ ନେଇ ଏକ ଫଟୋଶୁଟ୍ କରାଯାଇଥିଲା। ତେବେ ଏହି କ୍ୟାପ୍ଟେନ୍ସ ମିଟ୍ରେ ଅନୁପସ୍ଥିତ ଥିଲେ ମୁମ୍ବାଇ ଇଣ୍ଡିଆନ୍ସ…
ଆଜିଠୁ ଆଇପିଏଲ୍
ଅହମ୍ମଦାବାଦ,୩୧ା୩:ଶୁକ୍ରବାରଠାରୁ ଆରମ୍ଭ ହେବ ଆଇପିଏଲ୍ (ଇଣ୍ଡିଆନ ପ୍ରିମିୟର ଲିଗ୍) ରୋମାଞ୍ଚ। ବିଶ୍ୱର ସବୁଠାରୁ ବ୍ୟୟ ବହୁଳ ଏହି କ୍ରିକେଟ ଲିଗ୍ରେ ଅବତୀର୍ଣ୍ଣ ହେବେ ଫ୍ରାଞ୍ଚାଇଜ୍ ଭିତ୍ତିକ ୧୦ ଦଳ। ପ୍ରଥମ ମ୍ୟାଚ ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ୪ ଥର…
ଉଦ୍ଘାଟନୀ ମ୍ୟାଚ୍ରେ ଗୁଜରାଟ-ଚେନ୍ନାଇ ମହାମୁକାବିଲା
ଅହମ୍ମଦାବାଦ,୩୦ା୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ୍ର ୧୬ତମ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ୪ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମହାମୁକାବିଳା ହେବ। ୨୦୨୨…
ରାଜସ୍ଥାନରେ ନିର୍ମାଣ ହେବ ଭାରତର ଦ୍ୱିତୀୟ ବୃହତ କ୍ରିକେଟ ଷ୍ଟାଡିୟମ
ଜୟପୁର,୩୦ା୩: ରାଜସ୍ଥାନରେ ନିର୍ମାଣ ହେବ ଭାରତର ଦ୍ୱିତୀୟ ତଥା ବିଶ୍ୱର ତୃତୀୟ ବୃହତ କ୍ରିକେଟ ଷ୍ଟାଡିୟମ। ଏନେଇ ଗୁରୁବାର ରାଜସ୍ଥାନ କ୍ରିକେଟ ଆସୋସିଏଶନ ଏବଂ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ ମଧ୍ୟରେ ଏକ ଚୁକ୍ତି ହୋଇଛି। ଜୟପୁର ଜିଲ୍ଲାର ଚୋମ୍ପ ଗ୍ରାମରେ ୧୦୦…
ମାତ୍ର ୧୫ ବର୍ଷ ବୟସରେ ଏଚ୍ଆଇଭି ଟେଷ୍ଟ କରାଇଥିଲେ ଶିଖର ଧାଓ୍ବନ, କାରଣ ଜାଣିଲେ…
ଭେଟେରାନ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ଖୁବ୍ କମ୍ ବୟସରେ ତାଙ୍କର ଏଚ୍.ଆଇ.ଭି ପରୀକ୍ଷା କରିଥିବା ବିଷୟରେ ଏକ ନିଚ୍ଛକ ସତ ପ୍ରକାଶ କରିଛନ୍ତି। ଧାଓ୍ବନ ସବୁବେଳେ ପାଇଁ କିଛି ନା କିଛି ଷ୍ଟାଇଲ୍ କରି ଚର୍ଚ୍ଚାରେ ରହିଥାନ୍ତି। ସେ ଶରୀରରେ…
ମାଟ୍ରିକ ମାର୍କଶିଟ୍ ଶେୟାର କଲେ କୋହଲି: ଜାଣନ୍ତୁ କେଉଁ ବିଷୟରେ ରଖିଥିଲେ କେତେ ନମ୍ବର
ନୂଆଦିଲ୍ଲୀ,୨୦।୩: ଭାରତର ତାରକା ଖେଳାଳି ବିରାଟ କୋହଲି ଏବେ ଆଇପିଏଲ ପ୍ରସ୍ତୁତିରେ ଅଛନ୍ତି। ତାଙ୍କ ଟିମ୍ ଆର୍ସିବି ଏହାର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ଆଇପିଏଲରେ ସମସ୍ତ ଆରସିବି ପ୍ରଶଂସକ ବିରାଟ କୋହଲିଙ୍କ ବ୍ୟାଟ୍ରୁ ରନ୍ ବର୍ଷାକୁ ଅପେକ୍ଷା…
ଅନ୍ତର୍ଜାତୀୟ ଟି-୨୦ରେ ଇତିହାସ ରଚିଲେ ଶାକିବ
ଚଟ୍ଟଗ୍ରାମ,୩୦।୩: ଆୟର୍ଲାଣ୍ଡ ବିପକ୍ଷରେ ବାଂଲାଦେଶ ୩ ମ୍ୟାଚ୍ବିଶିଷ୍ଟ ଟି-୨୦ ମ୍ୟାଚ୍ ସିରିଜ ଜିତିଛି। ଚଟ୍ଟଗ୍ରାମରେ ଖେଳାଯାଇଥିବା ମ୍ୟାଚ୍ରେ ବାଂଲାଦେଶ ଭ୍ରମଣକାରୀ ଆୟର୍ଲାଣ୍ଡ ଦଳକୁ ୭୭ ରନ୍ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ବାଂଲାଦେଶ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି।…
ଏନ୍ସିଏ କ୍ୟାମ୍ପରେ ଓଡ଼ିଶାର ୫ ଖେଳାଳି
ଭୁବନେଶ୍ୱର, ୩୦।୩ (କ୍ରୀଡ଼ା ପ୍ରତିନିଧି): ନିକଟରେ ଶେଷ ହୋଇଥିବା ବିସିସିଆଇ ଘରୋଇ ସିଜନ ୨୦୨୨-୨୩ରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଓଡ଼ିଶାର ୧୯ ବର୍ଷରୁ କମ୍ ୫ ମହିଳା ଖେଳାଳି ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ) କ୍ୟାମ୍ପପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ…
କ୍ୟାପିଟାଲ୍ସ ଦଳରେ କିପିଂ ସମସ୍ୟା
ନୂଆଦିଲ୍ଲୀ, ୩୦।୩ : ତାରକା ଖେଳାଳି ରିଷଭ ପନ୍ତ ଦୁର୍ଘଟଣା ଜନିତ ଆହତ ସମସ୍ୟା ମଧ୍ୟ ଦେଇ ଗତି କରୁଥିବାରୁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଉଇକେଟ କିପରଙ୍କୁ ନେଇ ସମସ୍ୟା ଦେଖା ଦେଇଛି।…
ହକି ଇଣ୍ଡିଆ ୧୧,୦୦୦ ଷ୍ଟିକ୍, ୩,୩୦୦ ବଲ୍ ବାଣ୍ଟିବ
ନୂଆଦିଲ୍ଲୀ, ୩୦।୩: ଦେଶରେ ହକିର ଅଧିକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ହକି ଇଣ୍ଡିଆ ଏହାର ରାଜ୍ୟ ଯୁନିଟ ଏବଂ ନିର୍ଦ୍ଧିଷ୍ଟ କେତେକ ହକି ଏକାଡେମୀକୁ ୧୧,୦୦୦ ହକି ଷ୍ଟିକ୍, ୩,୩୦୦ ବଲ୍ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଖେଳ…

