ଖେଳ

ଟସ୍‌ ଜିତିଲା ଡିସି: ବୋଲିଂ ନିଷ୍ପତ୍ତି…

ଲକ୍ଷ୍ନୌ,୧।୪ : ଶନିବାର ଆଇପିଏଲ ୨୦୨୩ର ତୃତୀୟ ମ୍ୟାଚ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ଦିଲ୍ଲୀ କ୍ୟାପତଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପ୍ରେୟୀ ଏକାନ୍ନା କ୍ରିକେଟ ଷ୍ଟ୍‌ାଡିୟମରେରେ ଖେଳାଯାଉଛି। ଏଲଏସଜିର ଅଧିନାୟକ କେଏଲ…

କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୯୨ ରନ୍‌…

ମୋହାଲି,୧।୪ : ଡବଲ ହେଡର୍‌ର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ(ପିବିକେଏସ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପଞ୍ଜାବର ଘରୋଇ ଗ୍ରାଉଣ୍ଡ ମୋହାଲିରେ ଖେଳାଯାଉଛି। ପଞ୍ଜାବର ଅଧିନାୟକ ଶିଖର ଧାୱନ ଥିବାବେଳେ କେକେଆର୍‌ର ଅଧିନାୟକ ନୀତୀଶ ରାଣା…

ଟସ୍‌ ଜିତି କେକେଆରର ବୋଲିଂ: ଆରମ୍ଭରୁ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ…

ମୋହାଲି,୧।୪ : ଶନିବାର ଆଇପିଏଲ ୨୦୨୩ର ପ୍ରଥମ ଡବଲ ହେଡର୍‌ ଖେଳାଯିବ। ଡବଲ ହେଡର୍‌ର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ(ପିବିକେଏସ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପଞ୍ଜାବର ଘରୋଇ ଗ୍ରାଉଣ୍ଡ ମୋହାଲିରେ ଖେଳାଯାଉଛି। ଉଭୟ ଦଳର…

ଆଇପିଏଲ୍‌କୁ ନେଇ ଇମ୍ରାନ୍‌ଙ୍କ ଅସନ୍ତୋଷ

ଇସ୍‌ଲାମାବାଦ୍‌,୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପାକିସ୍ତାନ କ୍ରିକେଟରଙ୍କୁ ସାମିଲ କରାଯାଇ ନ ଥିବାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ସେ ବିସିସିଆଇକୁ ଅହଂକାରୀ କରିବା ସହ ତୀବ୍ର ସମାଲୋଚନା କରିଛନ୍ତି। ୨୦୦୮ ପ୍ରଥମ…

ବୁମ୍‌ରାଙ୍କ ସ୍ଥାନ ନେଲେ ସନ୍ଦୀପ

ମୁମ୍ବାଇ,୧ା୪: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୩ ପାଇଁ ଆଘାତପ୍ରାପ୍ତ ପେସ୍‌ବୋଲର ଯଶପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ଡାହାଣହାତୀ ଫାଷ୍ଟ ବୋଲର ସନ୍ଦୀପ ଓ୍ବାରିୟରଙ୍କୁ ଦଳରେ ସାମିଲ କରିଛି। ପିଠିରେ ଆଘାତ ଯୋଗୁ ବୁମ୍‌ରା ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ସନ୍ଦୀପ ୨୦୨୧ରେ ଭାରତ ପକ୍ଷରୁ…

ଆଜି ପଞ୍ଜାବ-କୋଲକାତା ମୁହାଁମୁହିଁ

ମୋହାଲି,୧।୪: ଆଇପିଏଲ୍‌ ୨୦୨୩ର ଶନିବାର ଦ୍ୱିତୀୟ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ମୋହାଲିର ପଞ୍ଜାବ କ୍ରିକେଟ୍‌ ଆସୋସିଏଶନ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ହେବ। ଏଥର ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନଙ୍କ…

ଆରମ୍ଭରୁ ଗୁଜରାଟର ବିଜୟ ଅଭିଯାନ

ଅହମଦାବାଦ,୩୧।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣର ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ୫ ଉଇକେଟରେ ଗୁଜରାଟ ବିଜୟୀ ହେବା ସହ ଅଭିଯାନ ଆରମ୍ଭ କରିଛି। ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି…

ଗୁଜରାଟ ଆଗରେ ୧୭୯ ରନ୍‌ର ଟାର୍ଗେଟ୍‌

ଅହମଦାବାଦ,୩୧।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣର ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରି…

ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଗୁଜରାଟ

ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ ଡିଫେଣ୍ଡିଂ ଚାମ୍ପିୟନ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ୪ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ…

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ମହାମୁକାବିଲା

ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରସିଦ୍ଧ ଗାୟକ ଅରିଜିତ ସିଂ ଗୀତ ଗାଇ ଦର୍ଶକଙ୍କ ମନ ମୋହିଛନ୍ତି। ଏପରିକି ଅରିଜିତ ପିଆନୋ ବଜାଇ ସଂଗୀତ ପରିବେଷଣ…

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂ ୨୦୨୩

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂର ୭୪ତମ ସଂସ୍କରଣ ମାର୍ଚ୍ଚ ମାସରେ ଆରମ୍ଭ ହୋଇଛି। ଏହି ସିଜନରେ ବିଶ୍ୱର ବିଭିନ୍ନ ସର୍କିଟ୍‌ରେ ମୋଟ ୨୩ଟି ରେସ୍‌ ଅନୁଷ୍ଠିତ ହେବ। ଇତିମଧ୍ୟରେ ବାହାରିନ୍‌ ଓ ସାଉଦି ଆରବିୟାନ ଗ୍ରାଁ ପ୍ରି ଶେଷ ହୋଇଯାଇଥିବାବେଳେ ରେଡ୍‌ବୁଲ୍‌…

ଇଣ୍ଡିଆନ ପ୍ରିମିୟର ଲିଗ୍‌ କାର୍ଯ୍ୟସୂଚୀ

ତାରିଖ ମ୍ୟାଚ୍‌ ସ୍ଥାନ ସମୟ ମାର୍ଚ୍ଚ ୩୧ ଗୁଜରାଟ ବନାମ ଚେନ୍ନାଇ ଅହମଦାବାଦ ରାତି ୭.୩୦ ଏପ୍ରିଲ ୧ ପଞ୍ଜାବ ବନାମ କୋଲକାତା ମୋହାଲି ଅପରାହ୍ନ ୩.୩୦ ଲକ୍ଷ୍ନୌ ବନାମ ଦିଲ୍ଲୀ ଲକ୍ଷ୍ନୌ ରାତି ୭.୩୦ ଏପ୍ରିଲ ୨ ହାଇଦ୍ରାବାଦ ବନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?