ହକି ଇଣ୍ଡିଆ ୧୧,୦୦୦ ଷ୍ଟିକ୍, ୩,୩୦୦ ବଲ୍ ବାଣ୍ଟିବ
ନୂଆଦିଲ୍ଲୀ, ୩୦।୩: ଦେଶରେ ହକିର ଅଧିକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ହକି ଇଣ୍ଡିଆ ଏହାର ରାଜ୍ୟ ଯୁନିଟ ଏବଂ ନିର୍ଦ୍ଧିଷ୍ଟ କେତେକ ହକି ଏକାଡେମୀକୁ ୧୧,୦୦୦ ହକି ଷ୍ଟିକ୍, ୩,୩୦୦ ବଲ୍ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଖେଳ…
କଳିଙ୍ଗରେ ଟେନିସ ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର, ୩୦।୩ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ିହୋଇଛି ଆଉ ଏକ ନୂଆଫର୍ଦ୍ଦ। କଳିଙ୍ଗ ଷ୍ଟାଡିୟମ ସ୍ପୋଟର୍ସ କମ୍ପ୍ଲେକ୍ସରେ ବୁଧବାର ଟେନିସ ସେଣ୍ଟର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇଟିଏଫ୍(ଅନ୍ତର୍ଜାତୀୟ ଟେନିସ୍ ଫେଡେରେଶନ)ଏସିଆନ ଟେନିସ୍ ଚାମ୍ପିୟନଶିପ୍ (୧୪ ବର୍ଷରୁ…
ଉପରକୁ ଉଠିଲେ ରୋହିତ, ପାଣ୍ଡ୍ୟା
ଦୁବାଇ,୨୯ା୩:ଆଇସିସି ପକ୍ଷରୁ ବୁଧବାର ଦିନିକିଆ ର଼୍ୟାଙ୍କିଙ୍ଗ କାଳିକା ପ୍ରକାଶ ପାଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟରଙ୍କ ତାଲିକାରେ ଉପରକୁ ଉଠିଥିବା ବେଳେ ବୋଲରଙ୍କ ତାଲିକାରେ ଉପରକୁ ଉଠିଛନ୍ତି ହାର୍ଦ୍ଦିକ୍ ପାଣ୍ଡ୍ୟା। ରୋହିତ ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟରଙ୍କ ତାଲିକାରେ…
ଆଇପିଏଲ ଉଦଘାଟନୀ ସମାରୋହରେ ଗ୍ଲାମର୍ ଜଲଓ୍ବା
ଆଇପିଏଲ ସିଜନ ୧୬ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଆଇପିଏଲ ୧୬ର…
ଆଇପିଏଲ୍ର ସବୁଠୁ ସଫଳ ଅଧିନାୟକଙ୍କ ମନର କଥା
ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୩ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ମାର୍ଚ୍ଚ ୩୧ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମା ଆଇପିଏଲ ଯାତ୍ରା ବିଷୟରେ ଅନେକ କଥା କରିଥିଲେ। ରୋହିତ ଚଳିତ…
ଆଇପିଏଲ୍ରୁ ଅବସର ନେବେ କି ଧୋନୀ: ରୋହିତ ଶର୍ମା କଲେ ଖୁଲାସା
ମୁମ୍ବାଇ,୨୯।୩: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଆଗାମୀ ସିଜନ ପରେ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ୪୧ ବର୍ଷୀୟ ଧୋନୀ ଚେନ୍ନାଇରେ ତାଙ୍କର ଶେଷ ମ୍ୟାଚ ଖେଳିବେ ବୋଲି ପୂର୍ବରୁ…
ସନ୍ତୋଷ କଶ୍ୟପ ଓଏଫ୍ସିର ସହକାରୀକୋଚ୍ ନିଯୁକ୍ତ
ଭୁବନେଶ୍ୱର,୨୯ା୩(ସ୍ପୋଟର୍ସ ବ୍ୟୁରୋ): ପୂର୍ବତନ ଭାରତୀୟ ଖେଳାଳି ସନ୍ତୋଷ କଶ୍ୟପଙ୍କୁ ମଙ୍ଗଳବାର ଓଡ଼ିଶା ଏଫ୍ସି(ଓଏଫ୍ସି)ର ସହକାରୀ କୋଚ୍ ଭାବରେ ନିଯୁକ୍ତ କରାଯାଇଛି। ଚଳିତ ସିଜନ ପାଇଁ ମିରାଣ୍ଡା କ୍ଲିଫର୍ଡଙ୍କୁ ମୁଖ୍ୟ କୋଚ୍ ଭାବରେ ପୂର୍ବରୁ ନିଯୁକ୍ତ କରାଯାଇଥିଲା। ୫୬ ବର୍ଷୀୟ ଏହି ପୂର୍ବତନ…
ଜାତୀୟ ସିନିୟର ଥ୍ରୋ ବଲ୍: ଓଡ଼ିଶାକୁ ବ୍ରୋଞ୍ଜ
ଭୁବନେଶ୍ୱର, ୨୯ା୩(କ୍ରୀଡ଼ା ପ୍ରତିନିଧି): ବିହାରର ଗୋପାଳଗଞ୍ଜଠାରେ ଅନୁଷ୍ଠିତ ୪୪ତମ ଜାତୀୟ ସିନିୟର ଥ୍ରୋ ବଲ୍ ଚାମ୍ପିୟନଶିପ୍ରେ ଓଡ଼ିଶା ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ନିଜ ପୁଲ୍ରେ ସମସ୍ତ ମ୍ୟାଚ ଜିତି ଓଡ଼ିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ସେଥିରେ…
ତ୍ରିରାଷ୍ଟ୍ରୀୟ ଫୁଟବଲ୍: ଭାରତ ଚାମ୍ପିୟନ୍
ଇମ୍ଫାଲ,୨୯ା୩: ଅନ୍ତିମ ମ୍ୟାଚରେ କିର୍ଗିଜସ୍ତାନକୁ ୨-୦ରେ ପରାସ୍ତ କରିବା ସହିତ ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଫୁଟବଲ ସିରିଜ୍ ଜିତି ନେଇଛି ଭାରତ। ପ୍ରଥମ ମ୍ୟାଚରେ ମ୍ୟାନମାରକୁ ୧-୦ଗୋଲରେ ହରାଇଥିବା ଭାରତକୁ ଚାମ୍ପିୟନ ହେବା ପାଇଁ ଏକ ଡ୍ରର ଆବଶ୍ୟକତା ଥିଲା। ଅଧିନାୟକ…
ବ୍ରୋଞ୍ଜ ଜିତିଲେ ଚନ୍ଦନ କୁମାର
ଭୁବନେଶ୍ୱର, ୨୯ା୩ (କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦ତମ ଜାତୀୟ ସିନିୟର ପାରା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଚନ୍ଦନ କୁମାର ବେହେରା ବ୍ରୋଞ୍ଜ ପଦକ ପାଇଛନ୍ତି। ମଙ୍ଗଳବାର ଶେଷ ଦିବସରେ ସେ ୯୭ କେଜି ବର୍ଗରେ ୧୫୫ କେଜି ଶକ୍ତି…
ଭାରତକୁ ‘ଫେୟାର ପ୍ଲେ’ ପୁରସ୍କାର
ଢାକା, ୨୯ା୩: ଏଠାରେ ମଙ୍ଗଳବାର ଅନୁଷ୍ଠିତ ୧୭ ବର୍ଷରୁ କମ୍ ସାଫ୍ ମହିଳା ଫୁଟବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଭାରତ ୦-୨ ଗୋଲରେ ଶକ୍ତିଶାଳୀ ରୁଷିଆ ନିକଟରୁ ହାରି ଯାଇଛି। ରୁଷିଆ ପକ୍ଷରୁ ଭାସିଲିସା ଆଭଲିଏଙ୍କୋ ୧୦ ଓ ଡାରିଆ କୋଟଲୋଭା…
ସ୍ବସ୍ତି ସିଂଙ୍କୁ ରୌପ୍ୟ ପଦକ
ଭୁବନେଶ୍ୱର, ୨୯ା୩(କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସାଇକ୍ଲିଂ ଟ୍ରାକ୍ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍ ମଙ୍ଗଳବାର ଆରମ୍ଭ ହୋଇଛି। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ପ୍ରଥମ ଦିବସରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ…

