ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୨, ୨୦୨୨ )

ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ତ୍ରିଭଙ୍ଗ କଳାନିକେତନ ଦ୍ୱାରା ଆୟୋଜିତ କଳା ଭାରତ ସଂସ୍କୃତି ଆୱାର୍ଡ ଉତ୍ସବରେ ଗୁରୁ ନନ୍ଦିନୀଚରଣ ମହାନ୍ତିଙ୍କ ଗ୍ରୁପ ପକ୍ଷରୁ କଳାକାର ପରିବେଷଣ କରୁଛନ୍ତି କଥକ ଓ ଓଡ଼ିଶୀ ନୃତ୍ୟ   ଭୁବନେଶ୍ୱର ୟୁନିଟ-୨ ସ୍ଥିତ ବିଏମସି…

ଓଡ଼ିଶା: ଆଜିର ଫଟୋ (ମେ ୨୮, ୨୦୨୨)

ରାଜଧାନୀରେ ପ୍ରବଳ ଖରା: ତାତିରୁ ରକ୍ଷାପାଇବା ଲାଗି ବିନ୍ଦୁସାଗରରେ ଗାଧୋଉଛନ୍ତି   ଭୁବନେଶ୍ୱର ୟୁନିଟ-୩ଠାରେ କୋଲୋରେକ୍ଟାଲ କ୍ୟାନ୍ସର ନିରାକରଣ ଲାଗି ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ଆୟୋଜିତ ସଙ୍ଗୀତ…

ଓଡ଼ିଶା: ଆଜିର ଫଟୋ (ମେ ୧୮, ୨୦୨୨)

ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଅଗ୍ନି ନିରାପତ୍ତା ମକଡ୍ରିଲ   କଟକ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ପରିଷଦ ବୈଠକ

ଓଡ଼ିଶା: ଆଜିର ଫଟୋ (ମେ ୧୭, ୨୦୨୨)

ରାଜଧାନୀରେ ପ୍ରବଳ ଖରା: ଭୁବନେଶ୍ୱର ଭିଏସଏସ ନଗର ରାସ୍ତାରେ ଶୋଷ ମେଣ୍ଟାଇବାକୁ ଜଣେ ବ୍ୟକ୍ତି ଟ୍ୟାପରୁ ପାଣି ପିଉଛନ୍ତି   ଭୁବନେଶ୍ୱର ଲୋକସେବା ଭବନରେ ନବନିଯୁକ୍ତ ଅଧ୍ୟାପକଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ   କଟକ ଶହୀଦ ଭବନରେ ପୋଲିସ ଏବଂ ଟ୍ରାନ୍ସପୋର୍ଟ…

ଓଡ଼ିଶା: ଆଜିର ଫଟୋ (ମେ ୧୪, ୨୦୨୨)

ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ନାଟକ ‘ଭଗବାନ ଜଗନ୍ନାଥ କଥା’ ପରିବେଷଣ   ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦଘାଟନୀ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ଖଦି ବୋର୍ଡ…

ଓଡ଼ିଶା: ଆଜିର ଫଟୋ (ମେ ୧୧, ୨୦୨୨)

କଟକ ନରାଜ ଆନିକଟରେ ଜାଲ ପକାଇ ମାଛ ଧରା ଚାଲିଛି   ଭୁବନେଶ୍ୱର ସିଏସଆର-ଆଇଏମଏମଟି ପରିସରରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଉପଲକ୍ଷେ ଆୟୋଜିତ ବିଜ୍ଞାନ ମେଳା ଭୁବନେଶ୍ୱରରେ ଆୟୋଜିତ ମାଇନିଂରେ ନୂତନ ଯନ୍ତ୍ରପାତି ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର ସମ୍ପର୍କିତ କର୍ମଶାଳା

ଓଡ଼ିଶା: ଆଜିର ଫଟୋ (ମେ ୧୦, ୨୦୨୨)

ଭୁବନେଶ୍ୱରରେ ସମ୍ଭାବ୍ୟ ବାତ୍ୟା ଯୋଗୁ ସୃଷ୍ଟ ଲଘୁଚାପଜନିତ ବର୍ଷା   ବିଶ୍ୱ ଲୁପସ୍‌ ଦିବସ ପାଳନ ଅବସରରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଅଭିମୁଖେ ସଚେତନତା ପରିକ୍ରମା   ଭୁବନେଶ୍ୱର ସହୀଦ ନଗରରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସେନସରି ପାର୍କ…

ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୨)

ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡିଶା ଫାୟାର ଆଣ୍ଡ ଡିଜାଷ୍ଟର ଆକାଡ଼େମୀ ପରିଦର୍ଶନ   ଭୁବନେଶ୍ୱର ମେ ଫେୟାର ହୋଟେଲରେ ଅବିନାଶ ଖେମକାଙ୍କ ପୁସ୍ତକ ‘ଦ ମ୍ୟାଜିକ ଅଫ ମଙ୍ଗଳାଯୋଡ଼ି’ ପୁସ୍ତକ ଉନ୍ମୋଚନ…

ଓଡ଼ିଶା: ଆଜିର ଫଟୋ (ମେ ୪,୨୦୨୨)

ଜାତୀୟ ଶିକ୍ଷା ନୀତି ୨୦୨୦କୁ ବାତିଲ କରିବା ଦାବି ନେଇ ଏଆଇଡିଏସଓ ପକ୍ଷରୁ ରେଭେନଶା ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଦସ୍ତଖତ ଅଭିଯାନ   କଟକ ଶହୀଦ ଭବନରେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ‘ସ୍ମୃତିରେ ବୀଣାପାଣି’ ପତ୍ରିକା…

ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୩୦, ୨୦୨୨)

ପବିତ୍ର ରମଜାନ ମାସରେ ଭୁବନେଶ୍ୱର ୟୁନିଟ-୪ ମସଜିଦ ପରିସରରେ ରୋଜା ରଖିଥବା ଶ୍ରଦ୍ଧାଳୁଙ୍କ ସମୂହ ପ୍ରାର୍ଥନା   ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୧ତମ ସମାବର୍ତ୍ତନ ଉତ୍ସବ   ଗଣକବି ବୈଷ୍ଣବ ପାଣିଙ୍କ ଶ୍ରାଦ୍ଧ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ…

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୭, ୨୦୨୨)

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନଠାରେ ରାଜ୍ୟସ୍ତରୀୟ ପାଇକ ସମାବେଶ ଏବଂ ରାଲି   ଖରା ବଢିବା ସାଙ୍ଗକୁ ବଢୁଛି ତାଳସଜର ଚାହିଦା: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ରାସ୍ତା ପାର୍ଶ୍ୱରେ ତାଳସଜ ବିକ୍ରି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ବୃକ୍ଷକୁ ରକ୍ଷା କରିବାକୁ…

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୬, ୨୦୨୨)

ଖରା ବଢ଼ିବା ସାଙ୍ଗକୁ ଅସହ୍ୟ ଗରମ ଯୋଗୁ ଭୁବନେଶ୍ୱରରେ ଜନଜୀବନ ଅସ୍ତବ୍ୟସ୍ତ   ଭୁବନେଶ୍ୱର ପିଏମଜି ରୋଡ଼ରେ ଆଖୁରସ ପିଇବାକୁ ଭିଡ଼   ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?