ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୨)

ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡିଶା ଫାୟାର ଆଣ୍ଡ ଡିଜାଷ୍ଟର ଆକାଡ଼େମୀ ପରିଦର୍ଶନ

 

ଭୁବନେଶ୍ୱର ମେ ଫେୟାର ହୋଟେଲରେ ଅବିନାଶ ଖେମକାଙ୍କ  ପୁସ୍ତକ ‘ଦ ମ୍ୟାଜିକ ଅଫ ମଙ୍ଗଳାଯୋଡ଼ି’ ପୁସ୍ତକ ଉନ୍ମୋଚନ ଅବସରରେ

 

ସରିଲା ମାଟ୍ରିକ ପରୀକ୍ଷା: ରେଭେନଶା କଲିଜିଏଟ ସ୍କୁଲ ପରୀକ୍ଷା କେନ୍ଦ୍ରରୁ ଫେରୁଛନ୍ତି ପରୀକ୍ଷାର୍ଥୀ

ସମ୍ଭାବ୍ୟ ବାତ୍ୟା: କଟକ ସହରର ଜଳ ନିଷ୍କାସନ ନେଇ ମାତୃଭବନ ନିକଟରେ ଥିବା ମୁଖ୍ୟ ନର୍ଦ୍ଦମା ସ୍ଥିତି ଅନୁଧ୍ୟାନ କରୁଛନ୍ତି ମେୟର ସୁବାଷ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀ, ସିଏମସି କମିଶନର ଅନନ୍ୟା ଦାସ ଏବଂ ଅନ୍ୟ ଅଧିକାରୀ

ଗ୍ରହରାଜ ଶନିଙ୍କ ଜନ୍ମଦିବସରେ କଟକ କାଠଯୋଡ଼ି ନଦୀରୁ ଜଳ ସଂଗ୍ରହ କରି ପୁରୀଘାଟ ସ୍ଥିତ ଶନି ମନ୍ଦିରରେ ଲାଗି କରୁଛନ୍ତି ଶ୍ରଦ୍ଧାଳୁ

 

ଗ୍ରହରାଜ ଶନିଙ୍କ ଜନ୍ମଦିବସରେ କଟକ ଚାନ୍ଦିନୀ ଚୌକ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୦)

ମାସ୍କରେ ତ୍ରିରଙ୍ଗା: କଟକ କଚେରୀ ରୋଡ଼ରେ ଚାଲିଛି ଏଭଳି ମାସ୍କ ବ୍ୟବସାୟ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ଲାଗି ପରେଡ ଅଭ୍ୟାସ ଭୁବନେଶ୍ୱରରେ ବର୍ଷା...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୯, ୨୦୨୧)

ଅଲିଶା ବଜ଼ାର ଅଂଚଳ ରେ ହୋଲି ପର୍ବ ପାଳନ ଅବସର ରେ ପରସ୍ପର କୁ ଅଭିର ଲଗାଇ ଦେଉଥିବା ପିଲାମାନେ ହୋଲି ପର୍ବ ପାଳନ କୁ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୩୧ , ୨୦୨୨)

ବନ ବିଭାଗର ଅଧିକାରୀମାନେ ସୋମବାର କଟକର ମଧୁସୂଦନ ସେତୁ ନିକଟରେ ଏକ କୁମ୍ଭୀରକୁ ଉଦ୍ଧାରକରି ମୁହଁରୁ ଜାଲବାହାର କରି ପୁଣି ମହାନଦୀରେ ଛାଡିଦେଉଛନ୍ତି ଭୁବନେଶ୍ୱରର ଏକ...

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୬, ୨୦୨୧)

କଟକ ତାଳଦଣ୍ଡା କେନାଲରୁ ମାଛ ଧରିବା ପରେ ଯୋବ୍ରା ଆନିକଟ ମହାନଦୀ ଜଳରାଶିରେ ଥିବା ପଥରଖଣ୍ଡ ଉପରେ ବସିଥିବା ପାଣିକୁଆ ରାଣୀହାଟ ସ୍ଥିତ ହିନ୍ଦ ସିନେମାହଲ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୩, ୨୦୨୨)

ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ -୨୦୨୨   ଭୁବନେଶ୍ୱର ସଂସ୍କୃତି ଭବନରେ ନୂତନ ଓଡ଼ିଆ ପଞ୍ଜିକା ଲୋକାର୍ପିତ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ଉତ୍କଳମଣ୍ଡପରେ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୬, ୨୦୨୦)

 କଟକ ତାଳଦଣ୍ଡା କେନାଲ ରୋଡ୍‍ ପାର୍ଶ୍ୱରେ ଜଣେ ମହିଳା ବାଉଁଶସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ବିଡିଏ ତରଫରୁ ଭୁବନେଶ୍ୱର ୟୁନିଟ୍‍-୨ ମାର୍କେଟ୍‍ ବିଲ୍ଡିଂ ରୋଡ୍‌ରେ ବେଆଇନ୍‍ ଘରକୁ...

ଓଡ଼ିଶା: ଆଜିର ଫଟୋ ( ମେ ୨୨, ୨୦୨୨ )

କଟକ ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ପରିଚୟ ଜାତୀୟ ଆଦିବାସୀ ମେଳା   ଭୁବନେଶ୍ୱର ଜିକେସିଏମ ଠାରେ ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ଦ୍ୱାରା ପ୍ରସ୍ତୁତ...

ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ

ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ।

Advertisement
Archives

Model This Week