ଓଡ଼ିଶା: ଆଜିର ଫଟୋ (ମେ ୨୮, ୨୦୨୨)

ରାଜଧାନୀରେ ପ୍ରବଳ ଖରା: ତାତିରୁ ରକ୍ଷାପାଇବା ଲାଗି ବିନ୍ଦୁସାଗରରେ ଗାଧୋଉଛନ୍ତି

 

ଭୁବନେଶ୍ୱର ୟୁନିଟ-୩ଠାରେ କୋଲୋରେକ୍ଟାଲ କ୍ୟାନ୍ସର ନିରାକରଣ ଲାଗି ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମ

 

ବଲିଉଡ ଅଭିନେତା ସୋନୁ ସୁଦ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି

  ଭୁବନେଶ୍ୱରରେ ଆୟୋଜିତ ଶିଶୁ, ଯୁବକ ଏବଂ ବୟସ୍କଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଓ ଆଲୋଚନା ଚକ୍ର

କଟକ ଶଙ୍କରପୁର ନାକେଇ ପଡ଼ିଆ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ଗୁପଚୁପକୁ ସିଏମସି ହେଲଥ ସ୍କ୍ୱାଡ଼ ଜବତ କରି ନଷ୍ଟ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୩, ୨୦୨୧ )

କଟକ ଓଡ଼ିଆବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଏନଡିଆରଏଫ ୩ୟ ବାଟାଲିଅନ୍ ପକ୍ଷରୁ ମକ୍ ଡ୍ରିଲ୍   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୦, ୨୦୨୧)

କଟକ କୁମ୍ଭାରସାହିରେ ସରସ୍ୱତୀଙ୍କ ମୃଣ୍ମୟୀ ପ୍ରତିମାକୁ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ଭୁବନେଶ୍ୱର ବ୍ରିଟ୍‍ କଲୋନୀରେ ବିଡିଏ ଦ୍ୱାରା ଜବର ଦଖଲ ଉଚ୍ଛେଦ ଭୁବନେଶ୍ୱର ସ୍ଥିତ...

ଅଲିଶାବଜାର ପୂଜାମଣ୍ଡପରେ ମହାନବମୀ ପୂଜା ଅବସରରେ ଶ୍ରଦ୍ଧାଳୁଙ୍କୁ ଅନ୍ନ ଏବଂ ମାଛ ଭୋଗ ବଣ୍ଟନ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି।

ଅଲିଶାବଜାର ପୂଜାମଣ୍ଡପରେ ମହାନବମୀ ପୂଜା ଅବସରରେ ଶ୍ରଦ୍ଧାଳୁଙ୍କୁ ଅନ୍ନ ଏବଂ ମାଛ ଭୋଗ ବଣ୍ଟନ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି।

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୬, ୨୦୨୧ )

କଟକ କୁମ୍ଭାରସାହି ଅଞ୍ଚଳରେ ଦେବୀ ଖୁଦୁରୁକୁଣୀଙ୍କ ମାଟି ପ୍ରତିମା ଉପରେ ଜଣେ କାରିଗର ରଙ୍ଗ ଲଗାଉଛନ୍ତି   ଭୁବନେଶ୍ୱର ୟୁନିଟ-୪ ୟୁପିଏଚସି କେନ୍ଦ୍ରରେ ଟୀକାକରଣ ଚାଲିଛି...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୨, ୨୦୨୧)

କଟକ ଜିଲ୍ଲା ଅନ୍ତର୍ଗତ ରାଣୀହାଟ୍ ଟ୍ରାଫିକ୍ ସ୍କୋୟାରରେ କଟକ ଜିଲ୍ଲାରେ ସପ୍ତାହନ୍ତ ବନ୍ଦ ଯାନବାହନ ଚଳାଚଳ ସ୍ୱାଭାବିକ ଆଚାର୍ଯ୍ୟ ମାନକ ଦ୍ୱାରା ଗୋପୁଜା ଭୁବନେଶ୍ୱରର ରାଜମହଲ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୬, ୨୦୨୧)

ଭୁବନେଶ୍ୱର ଶିଶୁଭବନ ଅଞ୍ଚଳରେ ମୌସୁମୀ ବର୍ଷାର ଦୃଶ୍ୟ   ଭୁବନେଶ୍ୱର ରାଜମହଲ ଛକରେ ହେଲମେଟ୍ ଚେକିଂ   ଶିଶୁଭବନ ପରିସରରେ ଥିବା ଆହାର କେନ୍ଦ୍ର ସମ୍ମୁଖରେ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୬, ୨୦୨୨)

ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଅଷ୍ଟମ ଅନ୍ତର୍ଜାତୀୟ ରେଡ଼ିଓ ମେଳା   ଭୁବନେଶ୍ୱର ସୂଚନା ଭବନରେ ଚିନ୍ତା ଓ ଚେତନା ପକ୍ଷରୁ ଆୟୋଜିତ ୪୩ତମ ବୈଶାଖୀ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୮, ୨୦୨୧)

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ କଟକରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି   ଭୁବନେଶ୍ୱର ୟୁନିଟ-୪ ସ୍ଥିତ ମାଛ ମାର୍କେଟରେ ଲୋକଙ୍କ ଗହଳି...

Advertisement
Archives

Model This Week