ଓଡ଼ିଶା: ଆଜିର ଫଟୋ (ମେ ୨୮, ୨୦୨୨)

ରାଜଧାନୀରେ ପ୍ରବଳ ଖରା: ତାତିରୁ ରକ୍ଷାପାଇବା ଲାଗି ବିନ୍ଦୁସାଗରରେ ଗାଧୋଉଛନ୍ତି

 

ଭୁବନେଶ୍ୱର ୟୁନିଟ-୩ଠାରେ କୋଲୋରେକ୍ଟାଲ କ୍ୟାନ୍ସର ନିରାକରଣ ଲାଗି ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମ

 

ବଲିଉଡ ଅଭିନେତା ସୋନୁ ସୁଦ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି

  ଭୁବନେଶ୍ୱରରେ ଆୟୋଜିତ ଶିଶୁ, ଯୁବକ ଏବଂ ବୟସ୍କଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଓ ଆଲୋଚନା ଚକ୍ର

କଟକ ଶଙ୍କରପୁର ନାକେଇ ପଡ଼ିଆ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ଗୁପଚୁପକୁ ସିଏମସି ହେଲଥ ସ୍କ୍ୱାଡ଼ ଜବତ କରି ନଷ୍ଟ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୫, ୨୦୨୧)

ଭୁବନେଶ୍ୱର ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବରେ ନୃତ୍ୟ ପରିବେଷଣ କରୁଛନ୍ତି ଶତାବ୍ଦୀ ମଲ୍ଲିକ ଓ ନୀଳାଦ୍ରି ମହାନ୍ତି

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୩୦, ୨୦୨୩ )

ପୁରି ନରେନ୍ଦ୍ର ପୁଷ୍କରିଣୀ ପରିସରରେ ପିତୃପକ୍ଷଙ୍କୁ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ     ଧରିତ୍ରୀର ୫୦ ବର୍ଷ ପାଳନ ଉପଲକ୍ଷେ ଜଗତସିଂହପୁର ଆଦିକବି ଶାରଳା ଦାସ...

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୫, ୨୦୨୩ )

ନୃତ୍ୟାୟନ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ମୀରା ନୃତ୍ୟ ମହୋତ୍ସବର ଉଦଯାପନୀ ଦିବସ       ଭୁବନେଶ୍ୱରରେ ପ୍ରବଳ ଖରାରୁ ନିଜକୁ ରକ୍ଷା...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୭ , ୨୦୨୦)

ଭୁବନେଶ୍ୱରର ୟୁନିଟ୍-୫ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କର ନାଗାର୍ଜୁନ ବେଶ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଇନ୍ଦ୍ରଧନୁ ଚମତ୍କାରତା ଶୋଭାପାଉଛି

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୮, ୨୦୨୨)

କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ରାଜ୍ୟ ସବ-ଜୁନିଅର ବାସ୍କେଟ ବଲ ଚାମ୍ପିଅନଶିପ ପ୍ରତିଯୋଗିତା ଆଜୀବନ ସଜା କଟୁଥିବା ବିଲକିସ ବାନୋଙ୍କ ବଲାତ୍କାରୀଙ୍କୁ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୭, ୨୦୨୨)

ପୁଷ ପୂର୍ଣ୍ଣିମା ଅବସରରେ କଟକର ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ରାଜା ବେଶ କଟକ, ବକ୍ସି ବଜାରରେ ଜଣେ କଳାକାର ‘ମହିଲା ଥାନା’ ପାଖରେ...

୨ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ

୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ଭାଜପା ପକ୍ଷରୁ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଉଛି।

ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍‌ଜିରେ ବିକ୍ଷୋଭ

ବାତ୍ୟାରେ ସ୍ଥାୟୀ ପ୍ରତିକାର ପାଇଁ ବସ୍ତିବାସିନ୍ଦା ଓ ବାସହୀନ ଗରିବ ଲୋକଙ୍କୁ ପକ୍କାଘର ଦାବିରେ ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍‌ଜିରେ ବିକ୍ଷୋଭ।

Advertisement
Archives

Model This Week