ଓଡ଼ିଶା: ଆଜିର ଫଟୋ (ମେ ୧୦, ୨୦୨୨)

ଭୁବନେଶ୍ୱରରେ ସମ୍ଭାବ୍ୟ ବାତ୍ୟା ଯୋଗୁ ସୃଷ୍ଟ ଲଘୁଚାପଜନିତ ବର୍ଷା

 

ବିଶ୍ୱ ଲୁପସ୍‌ ଦିବସ ପାଳନ ଅବସରରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଅଭିମୁଖେ ସଚେତନତା ପରିକ୍ରମା

 

ଭୁବନେଶ୍ୱର ସହୀଦ ନଗରରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସେନସରି ପାର୍କ ଉଦଘାଟନ ଅବସରରେ ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରୟଣ ଜେନା, ମେୟର ସୁଲୋଚନା ଦାସଙ୍କ ସମେତ ଉପସ୍ଥିତ ଅନ୍ୟ ଅତିଥି

 

ବର୍ଷା ଜଳ ନିଷ୍କାସନ ପାଇଁ କଟକ ମାତୃଭଵନ ନିକଟରେ ମୁଖ୍ୟ ନାଳରୁ ପଙ୍କ ଉଦ୍ଧାର କରାଯିବା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନାହିଁ

କଟକ ବଜ୍ରକବାଟି କେନାଲ ରୋଡ ମୁଖ୍ୟ ନର୍ଦ୍ଦମା ପାର୍ଶ୍ୱ ରାସ୍ତା ତଳୁ ମାଟି ଅତଡ଼ା ଖସି ବିପଦଶଙ୍କୁଳ ଅବସ୍ଥାରେ ଅଛି

ପାଣି ପାଇପରେ ଟ୍ୟାପ ନ ଥିବାରୁ କଟକ ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳ ଅପଚୟ ହେଉଛି


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ଫଟୋ (ଜୁନ୍ ୫, ୨୦୨୦)

ରାଜମହଲ ଛକରେ ରଙ୍ଗ୍‌ ସାଇଡ୍‌ରୁ ଆସୁଥିବା ବାଇକ୍‌ଠାରୁ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରୁଛି। ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦେବ ସ୍ନାନ ପୂର୍ଣ୍ଣମୀ ଅବସରରେ ଚାନ୍ଦନୀଛକରେ...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୮, ୨୦୨୨)

କଟକ ଶାରଳା ଭବନରେ ଅନୁଷ୍ଠିତ ୧୩ତମ କଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟା     କଟକ ରେଳଷ୍ଟେସନରେ ପ୍ରି-ପେଡ ଟ୍ୟାକ୍ସି ସେବା ଉଦଘାଟନ   କଟକ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୫, ୨୦୨୧)

ଭୁବନେଶ୍ୱର ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବରେ ନୃତ୍ୟ ପରିବେଷଣ କରୁଛନ୍ତି ଶତାବ୍ଦୀ ମଲ୍ଲିକ ଓ ନୀଳାଦ୍ରି ମହାନ୍ତି

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୨ )

ଭୁବନେଶ୍ୱର ନନ୍ଦନକାନନରେ ଥିବା ଏକ ପୋଖରୀରୁ ରଙ୍ଗୀନ ବଗମାନେ ଖାଦ୍ୟ ଖୋଜୁଛନ୍ତି   ଭୁବନେଶ୍ୱର ଝାରପଡା ଅଞ୍ଚଳରେ ହେଲମେଟ୍ ଯାଞ୍ଚ ଚାଲିଛି   ଭୁବନେଶ୍ୱର ରାଜୀବଭବନରେ...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୨୧, ୨୦୨୨)

କଟକ ଓଡ଼ିଆ ବଜ଼ାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ମୃଣ୍ମୟୀ ଭାସ୍କର୍ଯ୍ୟ ଶିଳ୍ପୀ ଶିବିରର ଦ୍ୱିତୀୟ ଦିନ   ରାଜଧାନୀ ଭୁବନେଶ୍ୱରରେ ସକାଳର ଘନ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୭ , ୨୦୨୦)

କଟକସ୍ଥିତ ଶେଖ ବଜାରରେ ଦେବୀ ଦୁର୍ଗାଙ୍କ ମାଟି ପ୍ରତିମା ଉପରେ ରଙ୍ଗ ଦିଆଯାଉଛି କୋଭିଡ-୧୯ ବିପଦ ବିଷୟରେ ଭୁବନେଶ୍ୱରର ପାୱାର ହାଉସ୍ ସ୍କୋୟାର ରାସ୍ତା କଡରେ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୯, ୨୦୨୨)

ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ଶତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ବିଧାୟକ ଅଶୋକ ପଣ୍ଡା, ଶଶୀ ଭୂଷଣ ବେହେରା, ସୁରେଶ ରାଉତ,...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୨, ୨୦୨୨)

ରାଜମହଲ ଛକ ଠାରେ  କଂଗ୍ରେସର ବିକ୍ଷୋଭ ସହରରେ ସତର୍କତା ଅବଲମ୍ବନ ପାଇଁ ବିଏମସି ତିନୋଟି ନୂତନ ବୁଷ୍ଟର ଡୋଜ଼ କେନ୍ଦ୍ର ଆରମ୍ଭ କରିଥିବାବେଳେ ଏସପ୍ଲାନେଡ୍ ମଲର ପ୍ରବଳ...

Advertisement
Archives

Model This Week