ଓଡ଼ିଶା: ଆଜିର ଫଟୋ (ମେ ୧୦, ୨୦୨୨)

ଭୁବନେଶ୍ୱରରେ ସମ୍ଭାବ୍ୟ ବାତ୍ୟା ଯୋଗୁ ସୃଷ୍ଟ ଲଘୁଚାପଜନିତ ବର୍ଷା

 

ବିଶ୍ୱ ଲୁପସ୍‌ ଦିବସ ପାଳନ ଅବସରରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଅଭିମୁଖେ ସଚେତନତା ପରିକ୍ରମା

 

ଭୁବନେଶ୍ୱର ସହୀଦ ନଗରରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସେନସରି ପାର୍କ ଉଦଘାଟନ ଅବସରରେ ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରୟଣ ଜେନା, ମେୟର ସୁଲୋଚନା ଦାସଙ୍କ ସମେତ ଉପସ୍ଥିତ ଅନ୍ୟ ଅତିଥି

 

ବର୍ଷା ଜଳ ନିଷ୍କାସନ ପାଇଁ କଟକ ମାତୃଭଵନ ନିକଟରେ ମୁଖ୍ୟ ନାଳରୁ ପଙ୍କ ଉଦ୍ଧାର କରାଯିବା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନାହିଁ

କଟକ ବଜ୍ରକବାଟି କେନାଲ ରୋଡ ମୁଖ୍ୟ ନର୍ଦ୍ଦମା ପାର୍ଶ୍ୱ ରାସ୍ତା ତଳୁ ମାଟି ଅତଡ଼ା ଖସି ବିପଦଶଙ୍କୁଳ ଅବସ୍ଥାରେ ଅଛି

ପାଣି ପାଇପରେ ଟ୍ୟାପ ନ ଥିବାରୁ କଟକ ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳ ଅପଚୟ ହେଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୬, ୨୦୨୧ )

ସର୍ବସାଧାରଣଙ୍କ ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲାଯିବା ପରେ ଭକ୍ତମାନେ ଦର୍ଶନ କରିବାକୁ ଯାଉଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଚାଲିଛି ବିଶୋଧନ କାର୍ଯ୍ୟ ଭୁବନେଶ୍ୱର ରସୁଲଗଡ ଛକରେ...

ଓଡ଼ିଶା: ଆଜିର ଫଟୋ (ମେ ୧୪, ୨୦୨୨)

 ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ନାଟକ ‘ଭଗବାନ ଜଗନ୍ନାଥ କଥା’ ପରିବେଷଣ   ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଖଦି...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୧, ୨୦୨୨)

ଭୁବନେଶ୍ୱର ରାମମନ୍ଦିର ଛକ ଟ୍ରାଫିକ ନିକଟରେ  ମାସ୍କ ପିନ୍ଧିଥିବା କୁକୁର ବାଇକରେ ବସି ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩, ୨୦୨୧ )

ଭୁବନେଶ୍ୱରର ୟୁନିଟ୍- ୯ ଅଞ୍ଚଳରେ ଜଣେ ରାଖୀ ବ୍ୟବସାୟୀ ରାଖୀଗୁଡିକୁ ସଜାଉଛନ୍ତି   ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ରୋଡରେ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୮, ୨୦୨୦)

ଭୁବନେଶ୍ୱରରେ ରବିବାର ଶଟଡାଉନର ଦୃଶ୍ୟ ରବିବାର ଭୁବନେଶ୍ୱରେ ବର୍ଷାର ଦୃଶ୍ୟ ଭୁବନେଶ୍ୱର ରେଳଷ୍ଟେଶନର ରେଳ ଧାରଣାରେ ୨ ଜଣ ଯୁବକ ଚାଲି ଚାଲି ଯାଉଛନ୍ତି ରାଜମହଲ...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୯, ୨୦୨୧)

କଟକ ଶେଖବଜାର ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ     ମା’ କଟକଚଣ୍ଡୀଙ୍କ ବନଦୁର୍ଗା ବେଶ   ମା’ ବାସନ୍ତୀଦୁର୍ଗାଙ୍କ ଅନ୍ନପୂର୍ଣ୍ଣା...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୨, ୨୦୨୧ )

କରୋନା ଟିକା ଭୁବନେଶ୍ୱର ବିମାନ ବନ୍ଦରରୁ କଡା ସୁରକ୍ଷା ମଧ୍ୟରେ ନିଆଯାଉଛି କରୋନା ଟିକା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡିଶା ରାଜ୍ୟ ଔଷଧ ନିଗମରେ ରଖାଯାଉଛି କଟକ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୭, ୨୦୨୧)

କଟକ ରାଣୀହାଟ ପୂଜାମଣ୍ଡପରେ ଦେବୀ ଦୁର୍ଗାଙ୍କ ପ୍ରତିମାକୁ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ  ସାମାଜିକ ଦୂରତାକୁ ଫୁ: ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲ୍ , ୟୁନିଟ୍-୨ ମାର୍କେଟର...

Advertisement
Archives

Model This Week