ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୦, ୨୦୨୧)
ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ମହାନଦୀ ଉତ୍ସବରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷ୍ରୁ ଓଡିଶୀ ନୃତ୍ୟ ପରିବେଷଣ କଟକ ଚୌଧୁରୀବଜ଼ାରର ଦୋକାନରୁ ଖ୍ରୀଷ୍ଟମାସ ସାମଗ୍ରୀ କିଣୁଛନ୍ତି ବାଳକ
ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୫, ୨୦୨୧)
ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟକରଣ ଲାଗି ପ୍ରାଚୀରରେ ଚିତ୍ର ଆଙ୍କୁଛନ୍ତି ଚିତ୍ରଶିଳ୍ପୀ
ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୧, ୨୦୨୧)
ଭୁବନେଶ୍ୱର ଏୟାରପୋର୍ଟରେ ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀରକୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ଵିତୀୟ ଦିନ ଭୁବନେଶ୍ୱର…
ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୮, ୨୦୨୧)
ମାଣବସା ଗୁରୁବାରରେ ପୂଜାର୍ଚ୍ଚନା ଲାଗି କଟକ ରାଣୀହାଟ ରାସ୍ତାପାର୍ଶ୍ୱରେ ଫୁଲ ବିକ୍ରି କଟକ ଛତ୍ରବଜାର ପରିବା ମାର୍କେଟରେ ଟ୍ରକରୁ କଖାରୁ ଖଲାସି କରୁଛନ୍ତି ଶ୍ରମିକ ପୁରୀ କୁମ୍ଭାରସାହିରେ କୁରାଳ ପଞ୍ଚମୀ ଅବସରରେ କୁମ୍ଭାରମାନେ ଶାଳ ପୂଜା ସହ ଇଷ୍ଟଦେବତା…
ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୭, ୨୦୨୧)
କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଆୟୋଜିତ ସାଂସ୍କୃତିକ ସମାରୋହରେ ଓଡ଼ିଶୀ ନୃତ୍ୟ ପରିବେଷଣ
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୩, ୨୦୨୧)
ଦିନ ସାରା ଝିପି ଝିପି ବର୍ଷାରେ ଭିଜିଲା ଭୁବନେଶ୍ୱରରେ ଭୁବନେଶ୍ୱରରେ କର୍ପୋରେଟ ପ୍ରିମିୟର ଲିଗର ଜର୍ସି ଉନ୍ମୋଚନ ଭୁବନେଶ୍ୱର କିଟ କ୍ୟାମ୍ପସ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଦ୍ଵିତୀୟ ଜାତୀୟ ଯୋଗାସନ ଚାମ୍ପିୟନଶିପର ଉଦଯାପନ ସମାରୋହ କଟକ…
ଭୁବନେଶ୍ୱରର ବର୍ଷାକାଳୀନ ଦୃଶ୍ୟ
ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ବର୍ଷା ଲାଗିରହିଛି। ଏ ହେଉଛି ରାଜଧାନୀ ଭୁବନେଶ୍ୱରର ବର୍ଷାକାଳୀନ ଦୃଶ୍ୟ।
ସାର୍ବଜନୀତ ଦୁର୍ଗାପୂଜା ସମିତି ପୁରୁଣା ଷ୍ଟେଶନ ବଜାର ପକ୍ଷରୁ ମା’ କାଳୀଙ୍କୁ ପୂଜା।
ସାର୍ବଜନୀତ ଦୁର୍ଗାପୂଜା ସମିତି ପୁରୁଣା ଷ୍ଟେଶନ ବଜାର ପକ୍ଷରୁ ମା’ କାଳୀଙ୍କୁ ପୂଜା।
କଟକ ରୋଡ୍ ବେଙ୍ଗଲୀ କଲୋନୀ ଗୁପ୍ତା କୁଟୀରରେ ମା’ କାଳୀଙ୍କ ମୂର୍ତ୍ତୀ।
କଟକ ରୋଡ୍ ବେଙ୍ଗଲୀ କଲୋନୀ ଗୁପ୍ତା କୁଟୀରରେ ମା’ କାଳୀଙ୍କ ମୂର୍ତ୍ତୀ।
ହୋଟେଲ ସ୍ବସ୍ତି ପ୍ରିମିୟମ ସ୍ଥିତ ଚେତନା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ଓ୍ବାର୍କ ପକ୍ଷରୁ ଦୀପାବଳି ସଚେତନତା କାର୍ଯ୍ୟକ୍ରମରେ ଅଭିନେତା ଚନ୍ଦନ ଯୋଗଦେଇ ପିଲାଙ୍କ ସହ କେକ୍ କାଟୁଛନ୍ତି।
ହୋଟେଲ ସ୍ବସ୍ତି ପ୍ରିମିୟମ ସ୍ଥିତ ଚେତନା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ଓ୍ବାର୍କ ପକ୍ଷରୁ ଦୀପାବଳି ସଚେତନତା କାର୍ଯ୍ୟକ୍ରମରେ ଅଭିନେତା ଚନ୍ଦନ ଯୋଗଦେଇ ପିଲାଙ୍କ ସହ କେକ୍ କାଟୁଛନ୍ତି।