ଓଡ଼ିଶା: ଆଜିର ଫଟୋ (ମେ ୧୪, ୨୦୨୨)

 ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ନାଟକ ‘ଭଗବାନ ଜଗନ୍ନାଥ କଥା’ ପରିବେଷଣ

 

ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦଘାଟନୀ ଉତ୍ସବରେ  ବିଧାୟକ ଅନନ୍ତ ନାରାୟଣ ଜେନା, ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଅତିଥି ଉପସ୍ଥିତ

 

ଭୁବନେଶ୍ୱର ରସୁଲଗଡ ଶିଳ୍ପାଞ୍ଚଳ ସ୍ଥିତ ମା’ ନାରାୟଣୀ ଦେବୀଙ୍କ ୨୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଆୟୋଜିତ ଓଡ଼ିଶା ବିକ୍ରେତା ସମ୍ମିଳନୀରେ

ଉପସ୍ଥିତ ବାଚସ୍ପତି  ସୂର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର ସୂଚନା ଭବନରେ ଆୟୋଜିତ ସମ୍ବିଧାନ ସୁରକ୍ଷା ସମାବେଶରେ ମଂଚାସୀନ ଅତିଥି

କଟକସ୍ଥିତ ଓଡିଶା ଜୁଡ଼ିସିଆଲ ଆକାଡେମୀ ପରିସରରେ ଆୟୋଜିତ କର୍ମଶାଳା

କଟକ ଜିଲା ଜଜ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୫ ଏପ୍ରିଲ, ୨୦୨୪)

ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ   ଖୋର୍ଦ୍ଧା ଜିଲ୍ଲା ପ୍ରସାଶନ ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବିଜେବି କଲେଜ ପରିସରରେ ଭୋଟର...

ଓଡ଼ିଶା: ଆଜିର ଫଟୋ (୨୪ ଏପ୍ରିଲ, ୨୦୨୪)

 କଟକ ନେତାଜୀ ବସ ଟର୍ମିନାଲ

ଓଡ଼ିଶା: ଆଜିର ଫଟୋ (୨୩ ଏପ୍ରିଲ, ୨୦୨୪)

କଟକ ଚୌଧୁରୀ ବଜ଼ାର ମଠ ସାହି ଠାରେ ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠିତ ଝାମୁ ଯାତ୍ରା       ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଇ.ଏସ୍.ଏଲ୍ ସେମିଫାଇନାଲ୍...

ଓଡ଼ିଶା: ଆଜିର ଫଟୋ (୨୨ ଏପ୍ରିଲ, ୨୦୨୪)

ମାତା ମଠ ରିଙ୍ଗରୋଡ ପାର୍ଶ୍ୱରେ ତାଳସଯ କିଣି ଖାଉଥିବା ଲୋକମାନେ

ଓଡ଼ିଶା: ଆଜିର ଫଟୋ (୨୧ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସୂର୍ଯ୍ୟଜ୍ୟୋତି କଳା କେନ୍ଦ୍ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ଶିଳ୍ପୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି      ...

ଓଡ଼ିଶା: ଆଜିର ଫଟୋ (୨୦ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପପ୍ ଚିକ୍ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା     ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା...

ଓଡ଼ିଶା: ଆଜିର ଫଟୋ (୧୯ ଏପ୍ରିଲ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରା ମା ବାସନ୍ତୀ ଦୁର୍ଗା ମୁର୍ମୟୀ ପ୍ରତିମାଙ୍କୁ ଦେବୀଗଡା କାଠଯୋଡ଼ି ନଦୀତଟରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନିଆଯାଉଛି  

ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୪)

ଖରାକୁ ନାହିଁ ଖାତିର: ଭୁବନେଶ୍ୱରରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବା ସତ୍ତ୍ୱେ ଖରାବେଳେ ମୁଣ୍ଡରେ ପଗଡ଼ି ବାନ୍ଧି ସାଇକେଲରେ ଯାଉଛନ୍ତି ଜଣେ ବୟସ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri