ଓଡ଼ିଶା: ଆଜିର ଫଟୋ (ମେ ୧୪, ୨୦୨୨)

 ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ନାଟକ ‘ଭଗବାନ ଜଗନ୍ନାଥ କଥା’ ପରିବେଷଣ

 

ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦଘାଟନୀ ଉତ୍ସବରେ  ବିଧାୟକ ଅନନ୍ତ ନାରାୟଣ ଜେନା, ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଅତିଥି ଉପସ୍ଥିତ

 

ଭୁବନେଶ୍ୱର ରସୁଲଗଡ ଶିଳ୍ପାଞ୍ଚଳ ସ୍ଥିତ ମା’ ନାରାୟଣୀ ଦେବୀଙ୍କ ୨୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଆୟୋଜିତ ଓଡ଼ିଶା ବିକ୍ରେତା ସମ୍ମିଳନୀରେ

ଉପସ୍ଥିତ ବାଚସ୍ପତି  ସୂର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର ସୂଚନା ଭବନରେ ଆୟୋଜିତ ସମ୍ବିଧାନ ସୁରକ୍ଷା ସମାବେଶରେ ମଂଚାସୀନ ଅତିଥି

କଟକସ୍ଥିତ ଓଡିଶା ଜୁଡ଼ିସିଆଲ ଆକାଡେମୀ ପରିସରରେ ଆୟୋଜିତ କର୍ମଶାଳା

କଟକ ଜିଲା ଜଜ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୭, ୨୦୨୦)

କଟକ ଶଟଡାଉନ ଯୋଗୁଁ ସମସ୍ୟାରେ ଯାତ୍ରୀ   କଟକ ଯୋବ୍ରା ଅଞ୍ଚଳରେ ମୁଣ୍ଡରେ ନଡ଼ା ଲଦି ଯାଉଛନ୍ତି ମହିଳା କଟକରେ ଗାଡି ମୋଟର କଡାକଡି ଯାଞ୍ଚ...

ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍‌ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରୁଛନ୍ତି।

ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍‌ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୬, ୨୦୨୨)

ଖଲିକୋଟ ଆର୍ଟ କଲେଜର ଛାତ୍ରମାନେ ଏଜି ସ୍କୋୟାର ନିକଟରେ ଏକ କାନ୍ଥକୁ ସୌନ୍ଦଜ୍ୟକରଣ କରାଉଛନ୍ତି ବିଏମସି ଦ୍ୱାରା ବଜାରର ବିକେନ୍ଦ୍ରୀକରଣ ପରେ, ଭୁବନେଶ୍ୱରର ୟୁନିଟ୍-୪ ରେଡ୍...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୫, ୨୦୨୨)

ଭୁବନେଶ୍ୱରସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା   କଟକ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସରସ୍ବତୀ ପୂଜା   କଟକରେ ସରସ୍ବତୀ ପୂଜା ଅବସରରେ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୨, ୨୦୨୧)

କଟକସ୍ଥିତ ସିଏମସି ପକ୍ଷ ରୁ ସିଲଭର ସିଟି ବୋଟ କ୍ଲବ ଆଡକୁ ଥିବା ଏନକାଉଣ୍ଟରଗୁଡିକୁ ହଟାଇ ଦିଆଯାଉଛି ପିପିଲି ବାଇପାସ୍ ରାସ୍ତା କଡରେ ଏକ ବିଲରେ...

ଓଡ଼ିଶା: ଆଜିର ଫଟୋ ( ମେ ୫, ୨୦୨୨)

 ଭୁବନେଶ୍ୱରରେ ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବର୍ଷା  ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଦୂଷଣ ନିୟନ୍ତ୍ରଣ ସମ୍ପର୍କିତ  ଗୃହ କମିଟି ବୈଠକ ଭିଜିଲାନ୍ସ...

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୧, ୨୦୨୧)

ସନ୍ଧ୍ୟା ସମୟରେ ମହାନଦୀ ଜଳଉପରେ ଉଡିଯାଉଥିବା ବଗ ପଲ ମା କୋଚିଲେଇ ହାଟରେ ଶୀତବସ୍ତ୍ର ବିକ୍ରି ଚାଲିଛି କଟକ ଅଲିଶା ବଜ଼ାର ଅଞ୍ଚଳରେ ମହିଳାଙ୍କ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ (ଜୁନ ୧୪ , ୨୦୨୧)

କଳ୍ପନା ଛକରେ ଜଣେ ବେପାରୀ ରଜ ପାନ ବେପାର କରୁଛି ଭୁବନେଶ୍ୱର ରେ ପିଲାମାନେ ରଜରେ ଦୋଳି ଖେଳି ଖୁସି ବନାଉଛନ୍ତି ଲକଡାଉନ ରେ ୟୁନିଟ-୧...

Advertisement
Archives

Model This Week