ଓଡ଼ିଶା: ଆଜିର ଫଟୋ (ମେ ୧୭, ୨୦୨୨)

ରାଜଧାନୀରେ ପ୍ରବଳ ଖରା: ଭୁବନେଶ୍ୱର ଭିଏସଏସ ନଗର ରାସ୍ତାରେ ଶୋଷ ମେଣ୍ଟାଇବାକୁ ଜଣେ ବ୍ୟକ୍ତି ଟ୍ୟାପରୁ ପାଣି ପିଉଛନ୍ତି

 

ଭୁବନେଶ୍ୱର ଲୋକସେବା ଭବନରେ ନବନିଯୁକ୍ତ ଅଧ୍ୟାପକଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ

 

କଟକ ଶହୀଦ ଭବନରେ ପୋଲିସ ଏବଂ ଟ୍ରାନ୍ସପୋର୍ଟ ବିଭାଗର କର୍ମଚାରୀଙ୍କ ଲାଗି ଅୟୋଜିତ ରାଜ୍ୟସ୍ତରୀୟ କ୍ରାଶ ଇନଭେଷ୍ଟିଗେଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଟ୍ରାନ୍ସପୋର୍ଟ କମିଶନର ଅରୁଣ ବୋଥ୍ରା ଏବଂ ଜିଲାପାଳ ଭବାନୀ ଶଙ୍କର ଚୟନି ବକ୍ତବ୍ୟ ରଖୁଛନ୍ତି

 

  ଏଏସଆଇ ଟିମ ଉପସ୍ଥିତିରେ ପୁରୀ ଏମାର ମଠ ପରିସରରେ ଖନନ କରାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?