ଜାତୀୟ

ବାଂଲାଦେଶ ସଂଖ୍ୟାଲଘୁଙ୍କୁ କଂଗ୍ରେସ ଏମ୍‌ପିଙ୍କ ସମର୍ଥନ

ନୂଆଦିଲ୍ଲୀ,୧୮ା୧୨: ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ କଂଗ୍ରେସ ଏମ୍‌ପି ବାଂଲାଦେଶରେ ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ମାନଙ୍କୁ ନ୍ୟାୟ ଦାବିରେ ମଙ୍ଗଳବାର ପାର୍ଲାମେଣ୍ଟ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ବାଂଲାଦେଶର ସଂଖ୍ୟାଲଘୁଙ୍କ ସହ ରହିଛୁ’ ଲେଖାଥିବା ହ୍ୟାଣ୍ଡବ୍ୟାଗ୍‌…

୨୦୨୫ରେ ପୁନର୍ଗଠନ ହେବ ଏନ୍‌ଟିଏ

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୨୦୨୫ରୁ ସବୁ ନିଯୁକ୍ତି ପରୀକ୍ଷା ପରିଚାଳନା କରିବ ନାହିଁ। ଏହା କେବଳ ଉଚ୍ଚତର ଶିକ୍ଷା ପ୍ରବେଶିକା ପରୀକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଘୋଷଣା କରିଛନ୍ତି।…

୨୨ ବର୍ଷ ପରେ ଫେରିଲେ ପାକିସ୍ତାନରେ ଫସିଥିବା ଭାରତୀୟ ମହିଳା

ମୁମ୍ବାଇ, ୧୮।୧୨: ମୁମ୍ବାଇର ହମିଦା ବାନୋ ୨୨ ବର୍ଷ ପରେ ଭାରତ ଫେରିଛନ୍ତି। ୨୦୦୨ରେ ଦୁବାଇରେ ଚାକିରି ଦେବାର ଲାଳସା ଦେଖାଇ ଜଣେ ଟ୍ରାଭେଲ ଏଜେଣ୍ଟ ତାଙ୍କୁ ପାକିସ୍ତାନ ପଠାଇ ଦେଇଥିଲେ। ଦୁବାଇରେ ଜଣେ ରୋଷେୟା ଭାବେ ତାଙ୍କୁ ନିଯୁକ୍ତି ମିଳିବ…

ବାପାଙ୍କୁ ଜିଅନ୍ତା ଜାଳିଦେଲେ ପୁଅ

ଲକ୍ଷ୍ନୌ,୧୭ା୧୨: ଉତ୍ତରପ୍ରଦେଶର ନିଗୋହାନ ଅଞ୍ଚଳ ଅନ୍ତର୍ଗତ ରାମପୁର ଗ୍ରାମରେ ସମ୍ପତ୍ତି ବିବାଦକୁ ନେଇ ଜଣେ ୨୬ ବର୍ଷୀୟ ଯୁବକ ତାଙ୍କ ବାପାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି। ପୋଲିସ ଧର୍ମେଶ ରାଓ୍ବତ ଏବଂ ତାଙ୍କୁ ହତ୍ୟାରେ ସହଯୋଗ କରିଥିବା ବାନ୍ଧବୀ ସଙ୍ଗୀତା (୨୪)ଙ୍କୁ ଗିରଫ…

କାର୍ଯ୍ୟରେ ଅବହେଳା, ୩୦ ମିନିଟ୍‌ ଠିଆ ହୋଇ କାମ କଲେ କର୍ମଚାରୀ

ନଏଡା, ୧୭।୧୨: ଉତ୍ତରପ୍ରଦେଶର ନଏଡା ଅଥରିଟି କାର୍ଯ୍ୟାଳୟ ଅନ୍ତର୍ଗତ ଆବାସିକ ପ୍ଲଟ୍‌ ବିଭାଗରେ ଏକ ବୃଦ୍ଧ ଦମ୍ପତିଙ୍କ କାମ ଠିକ୍‌ ଭାବେ ନ କରିବାରୁ ବିଭାଗର ସମସ୍ତ କର୍ମଚାରୀଙ୍କୁ ୩୦ ମିନିଟ ଧରି ଠିଆହୋଇ କାମ କରିବା ଦଣ୍ଡ ଦିଆଯାଇଛି। ମଙ୍ଗଳବାର…

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ର ମହିଳା କୋଚ୍‌ରେ ଉଲଗ୍ନ ଅବସ୍ଥାରେ ଚଢ଼ିଗଲେ ବ୍ୟକ୍ତି, ତା’ ପରେ ଯାହା ହେଲା Video ଦେଖିଲେ…

ମୁମ୍ବାଇ,୧୭।୧୨: ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ହଠାତ୍‌ ମହିଳା କୋଚ୍‌ରେ ଜଣେ ବ୍ୟକ୍ତି ନିବସ୍ତ୍ର ହୋଇ ଚଢ଼ି ଯାଇତିଲେ। ଏହା ଦେଖି ମହିଳାମାନେ ଚିତ୍କାର କରି ଉଠିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ…

ସଂସଦରେ ପହଞ୍ଚିବା ପରେ ପ୍ରିୟଙ୍କାଙ୍କ ବ୍ୟାଗ୍‌କୁ ନେଇ ହଙ୍ଗାମା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ଏମ୍‌ପି ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ୍‌କୁ ନେଇ ହଙ୍ଗାମା। ସୋମବାର ସେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍‌ ନେଇ ସଂସଦରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ବ୍ୟାଗ୍‌ରେ ପାଲେଷ୍ଟାଇନ୍‌ ମୁକ୍ତ ହେବ ବୋଲି ଲେଖାଯାଇଥିଲା। ସୋସିଆଲ ମିଡିଆରେ ଏହାର ଫଟୋ…

ଏକ ଦେଶ-ଏକ ନିର୍ବାଚନ: ଭୋଟିଂରେ ଯୋଗ ଦେଲେନି ୨୦ରୁ ଅଧିକ ଭାଜପା ଏମପି, ଦଳକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୧୨: ସଂସଦରେ ଆଜି ଏକ ଦେଶ-ଏକ ନିର୍ବାଚନ ବିଲ ଆଗତ କରାଯାଇଛି। ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ଭାଜପା ନିଜ ଏମପିମାନଙ୍କୁ ଏକ ହ୍ବିପ ଜାରି କରିଥିଲା। ଏହା ସତ୍ତ୍ୱେ ୨୦ରୁ ଅଧିକ ଭାଜପା ଏମପି ସଂସଦରେ ଅନୁପସ୍ଥିତ ରହିଥିଲେ। ହ୍ବିପ…

ରାଜନୀତିରେ ଭାଜପା ବିରୋଧୀ, ଏହା ସତ୍ତ୍ୱେ ‘ଓ୍ବାନ ନେଶନ-ଓ୍ବାନ ଇଲେକ୍ସନ’କୁ କାହିଁକି ସମର୍ଥନ କରୁଛନ୍ତି ଏହି ୪ ଦଳ? 

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ ‘ଓ୍ବାନ୍‌ ନେଶନ୍‌-ଓ୍ବାନ୍‌ ଇଲେକ୍ସନ୍‌’ ବିଲ୍‌ ଲୋକ ସଭାରେ ଉପସ୍ଥାପିତ ହୋଇଛି। କ୍ଷମତାରେ ଥିବା ଦଳମାନେ ଏହି ବିଲ୍‌କୁ ସମର୍ଥନ କରୁଥିବା ବେଳେ ଇଣ୍ଡିଆ ମେଣ୍ଟରେ ସାମିଲ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ଏସବୁ ମଧ୍ୟରେ ସମର୍ଥନ…

ବହୁମତ ଥାଇ ମଧ୍ୟ ହାରିଗଲେ ମୋଦି ସରକାର: ଲୋକସଭାରେ କଂଗ୍ରେସ ଦେଲା ଚକମା

ନୂଆଦିଲ୍ଲୀ,୧୭।୧୨: ମଙ୍ଗଳବାର ଲୋକସଭାରେ ବହୁମତ ସହିତ ପାରିତ ହୋଇଛି ”ଏକ ଦେଶ ଏକ ନିର୍ବାଚନ” ବିଲ୍। କେନ୍ଦ୍ରରେ ଭାଜପା ସରକାର ସମ୍ବିଧାନରେ ସଂଶୋଧନ ତଥା ଏକକାଳୀନ କେନ୍ଦ୍ର ଏବଂ ରାଜ୍ୟ ନିର୍ବାଚନକୁ କରିବା ପାଇଁ ଦୁଇଟି ବିଲ୍ ଆଗତ କରିଥିଲେ। ସମ୍ବିଧାନର…

ଏକ ଦେଶ-ଏକ ନିର୍ବାଚନ: ସରିଲା ଖେଳ ସବୁ ବଦଳିଯିବ!

ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ‘ଏକ ଦେଶ-ଏକ ର୍ନିବାଚନ’ ବିଲ୍‌କୁ ଆଜି ଲୋକ ସଭାରେ ଉପସ୍ଥାପିତ କରିଛନ୍ତି। ଏହାପୂର୍ବରୁ ଡିସେମ୍ବର ୧୨ରେ କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରି ସାରିଛନ୍ତି। ଯାହା ପରେ ଆଜି ଏହି ବିଲ ସଂସଦରେ ଉପସ୍ଥାପିତ ହୋଇଛି।…

ଲୋକ ସଭାରେ ଆଗତ ହେଲା ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌, ବିରୋଧୀଙ୍କ ଜୋରଦାର ବିରୋଧ

ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ମଙ୍ଗଳବାର ଲୋକ ସଭାରେ ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌ ଆଗତ କରିଛନ୍ତି। ଏହି ବିଲ୍‌କୁ କଂଗ୍ରେସ, ଟିଏମ୍‌ସି, ସମାଜବାଦୀ ପାର୍ଟି ବିରୋଧ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ‘ଏକ ଦେଶ, ଏକ ନିର୍ବାଚନ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?