ଜାତୀୟ

ଖୁସିଖବର: ପିଏମ କିଷାନ ଭଳି କୃଷକଙ୍କ ପାଖକୁ ଯିବ ଏବେ ଏହି ଟଙ୍କା, ସରକାର ଦେଲେ…

ନୂଆଦିଲ୍ଲୀ,୩୧।୧: ଚାଷକୁ ସହଜ କରିବା ପାଇଁ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ସରକାର ଚାଷକୁ ସରଳ କରିବା ପାଇଁ ନୀତିଗତ ସ୍ତରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି। ସେ…

ସାଧ୍ୱୀ ହେବାକୁ ଚାହୁଁଛନ୍ତି ଏୟାର ହୋଷ୍ଟେସ୍‌, ରାଜି ହେଉ ନାହାଁନ୍ତି ସନ୍ଥ

ପ୍ରୟାଗରାଜ,୩୧।୧: ସଙ୍ଗମ ନଗରୀ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ୨୦୨୫ର ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ପ୍ରଥମେ ଆଇଆଇଟି ବାବା ଅଭୟ ସିଂହଙ୍କ ବିଷୟରେ ଆଲୋଚନା ହୋଇଥିଲା ଏବଂ ତା’ପରେ ହର୍ଷା ରିଚାରିଆ ଏବଂ ମାଳା ବିକ୍ରୟ…

କିଏ ସେହି ସନ୍ଥ ଯିଏ ମୋଦିଙ୍କୁ ରକ୍ତରେ ଲେଖିଲେ ଚିଠି

ପ୍ରୟାଗରାଜ,୩୧।୧: ଗୁରୁବାର ମହାକୁମ୍ଭରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଏକ ଚିଠି ଲେଖାଯାଇଥିଲା। ଏହି ଚିଠିଟି ରକ୍ତରେ ଲେଖାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଂଲାଦେଶ ଏବଂ ପାକିସ୍ତାନରେ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହି ଚିଠିଟି…

ସୀତାରାମନ୍‌ଙ୍କ ୬ ବଜେଟ ବିନ୍ଧାଣି

ନୂଆଦିଲ୍ଲୀ, ୩୧ା୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆସନ୍ତା ୧ ତାରିଖରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟକୁ ଉପସ୍ଥାପନ କରିବେ। ଚଳିତ ଥର ଅଷ୍ଟମ ଥର ପାଇଁ ସୀତାରାମନ ଏହି ବଜେଟ ଉପସ୍ଥାପନ କରିବେ। ତେବେ ଉକ୍ତ ବଜେଟକୁ…

Budget 2025: ଆଜିଠୁ ବଜେଟ ଅଧିବେଶନ: ଉଠିବ ମହାକୁମ୍ଭ ଦଳାଚକଟା ଝଡ଼

ନୂଆଦିଲ୍ଲୀ,୩୧ା୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୧ଟାରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଏପ୍ରିଲ ୪ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ…

ନିଜସ୍ବ ଏଆଇ ମଡେଲ ପ୍ରସ୍ତୁତ କରିବ ଭାରତ

ନୂଆଦିଲ୍ଲୀ,୩୦।୧: କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ବିଶ୍ୱସ୍ତରରେ ପ୍ରତିଯୋଗିତା ଜୋର୍‌ଦାର ହୋଇଥିବାବେଳେ ଭାରତ ନିଜସ୍ବ ମୌଳିକ ମଡେଲ୍‌ ପ୍ରସ୍ତୁତ କରିବା ନେଇ ଆଗ୍ରହ ପ୍ରକାଶ କରିଛି। ଷ୍ଟାର୍ଟଅପ୍‌ ଏବଂ ଗବେଷକମାନେ ଏଥିପାଇଁ ୧୮, ୬୯୩ ଗ୍ରାଫିକ୍‌ ପ୍ରୋସେସିଂ ୟୁନିଟ୍‌ (ଜିପିୟୁ)ର ସ୍ବଳ୍ପ ବ୍ୟୟସାପେକ୍ଷ…

ସରକାରୀ କର୍ମଚାରୀ, ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, ଆସିଲା ନୂଆ ଗାଇଡଲାଇନ୍‌, ଏଣିକି…

ନୂଆଦିଲ୍ଲୀ,୩୦।୧: କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା (CGHS) ଏକ ନୂତନ ଗାଇଡଲାଇନ୍‌ ଜାରି କରିଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ CPAP, BiPAP ଏବଂ ଅକ୍ସିଜେନ୍‌ କନସେଣ୍ଟରେଟର ପାଇଁ ଅନୁମତି ପାଇବା ପାଇଁ ଅନଲାଇନ ପ୍ରକ୍ରିୟାରେ ପରିବର୍ତ୍ତନ କରିଛି। ଏହି…

ରାହୁଲ ଗାନ୍ଧୀଙ୍କ ସମେତ ୪ ନେତାଙ୍କୁ ପାଣି ବୋତଲ ପଠାଇଲେ କେଜ୍‌ରିଓ୍ବାଲ, ମୋଦିଙ୍କୁ ବି… କାରଣ ଜାଣିଲେ…

ନୂଆଦିଲ୍ଲୀ,୩୦।୧: ଦିଲ୍ଲୀ ନିର୍ବାଚନକୁ ଅଳ୍ପ ଦିନ ବାକି ଥିବା ବେଳେ ଗତ ଦୁଇ-ତିନି ଦିନ ଧରି ଯମୁନା ପାଣିକୁ ନେଇ ଯୁଦ୍ଧ ଚାଲିଛି। ବିଶେଷକରି ଯମୁନା ଜଳକୁ ନେଇ ଆମ ଆଦମୀ ପାର୍ଟି ଏବଂ ଭାଜପା ନେତାଙ୍କ ମଧ୍ୟରେ ବୟାନବାଜି ଅଧିକ…

ବଜେଟ ୨୦୨୫ରେ ମଧ୍ୟବିତ୍ତଙ୍କୁ ମାଲାମାଲ କରିବେ ସରକାର! ଏହି ସବୁ ଉପରେ ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୧: ମୋଦି ସରକାର ୨୦୨୫ ବଜେଟରେ ମଧ୍ୟବିତ୍ତ ବର୍ଗଙ୍କୁ ଟିକସ ବ୍ୟବସ୍ଥାରେ ବଡ଼ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ମୁଦ୍ରାସ୍ଫୀତିର ବର୍ଦ୍ଧିତ ଚାପ ଏବଂ ସାଧାରଣ ନାଗରିକଙ୍କ ବଜେଟ ଉପରେ ଏହାର ପ୍ରଭାବକୁ ବିଚାରକୁ ନେଇ ଏଥର ବଜେଟରେ ଏପରି ଅନେକ…

ଡୋନାଲ୍ଡ ଟ୍ରମ୍ପ ଭାରତର ବନ୍ଧୁ ନା ଶତ୍ରୁ? ଜାଣନ୍ତୁ କ’ଣ କହିଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୩୦।୧: ଡୋନାଲ୍ଡ ଟ୍ରମ୍ପ ଭାରତର ବନ୍ଧୁ ନା ଶତ୍ରୁ, ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଅଛି। କିନ୍ତୁ ଏବେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହାକୁ ସହଜରେ ବ୍ୟାଖ୍ୟା କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜରେ ଏକ କାର୍ଯ୍ୟକ୍ରମ ସମୟରେ…

ଭଗବନ୍ତ ମାନଙ୍କ ଦିଲ୍ଲୀ ବାସଭବନରେ ନିର୍ବାଚନ କମିଶନ ଚଢାଉ

ନୂଆଦିଲ୍ଲୀ,୩୦।୧: ରାଜଧାନୀ ଦିଲ୍ଲୀରେ ନିର୍ବାଚନୀ ତାପମାତ୍ରା ବୃଦ୍ଧି ପାଇଛି। ସମସ୍ତ ଦଳର ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଶୀର୍ଷରେ ପହଞ୍ଚିଛି। ଏହାରି ମଧ୍ୟରେ ଶାସକ ଆମ ଆଦମୀ ପାର୍ଟି (ଆପ)ର ଦାବି ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆପ ଦାବି…

କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ, ପିଟିଲେ ଗାଁ ଲୋକେ, ସାମ୍ନାକୁ ଆସିଲା ଭିଡିଓ

କୈମୁରା,୩୦।୧: ବିହାର କୈମୁର ଜିଲାର କୁଦ୍ରାରେ ସାସାରାମର କଂଗ୍ରେସ ଏମପି ମନୋଜ ରାମଙ୍କୁ ଗାଁ ଲୋକେ ମାଡ଼ ମାରିଛନ୍ତି। ଏଥିରେ ଆହତ ଏମପିଙ୍କୁ କୁଦ୍ରା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ପଠାଯାଇଥିଲା। ତା’ପରେ ଏଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?