ଜାତୀୟ

୮ମ ବେତନ ଲାଗୁ ହେଲେ ମାଲାମାଲ ହେବେ ଏହି ସରକାରୀ ପଦବୀରେ ଥିବା କର୍ମଚାରୀ, ପାଇବେ ସର୍ବାଧିକ ଦରମା

ନୂଆଦିଲ୍ଲୀ,୨୦।୧: କେନ୍ଦ୍ର ସରକାର ନିକଟରେ ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ଘୋଷଣାରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ପରିବର୍ତ୍ତନ କରିବା ପାଇଁ ୮ମ…

୨୦୦ବର୍ଷ ପୁରୁଣା ନେକଲେସ, କାଞ୍ଚିପୂରମ ଶାଢୀ…ଟ୍ରମ୍ପଙ୍କ ସହ ଡିନର୍‌ ପାଇଁ ସଜେଇ ହେଲେ ନୀତା ଅମ୍ବାନୀ

ଓ୍ବାଶିଂଟନ୍‌,୨୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ସାରା ବିଶ୍ୱର ପ୍ରମୁଖ ନେତା ଏବଂ ପ୍ରସିଦ୍ଧ ବ୍ୟକ୍ତିମାନେ ୱାଶିଂଟନରେ ପହଞ୍ଚିଛନ୍ତି। ପୂର୍ବରୁ ଜାନୁଆରୀ ୧୯ରେ ଆମେରିକାରେ…

ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଖୁସି ଖବର, ଏଣିକି ୩ ମିନିଟ୍‌ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୦।୧: ଇନଷ୍ଟାଗ୍ରାମ କ୍ରିଏଟର୍ସମାନଙ୍କୁ ଏକ ବଡ଼ ଉପହାର ଦେଇଛି। ଏବେ କ୍ରିଏଟରମାନେ ଲମ୍ବା ରିଲ୍ସ ଅପଲୋଡ କରିବାର ସୁବିଧା ମଧ୍ୟ ପାଇବେ। ଏବେ ଇନଷ୍ଟାଗ୍ରାମରେ ୩ ମିନିଟ ପର୍ଯ୍ୟନ୍ତ ରିଲ ଅପଲୋଡ କରାଯାଇପାରିବ। ଏହା ବ୍ୟତୀତ, କମ୍ପାନୀ ଏବେ ୟୁଜର୍ସଙ୍କ ପ୍ରୋଫାଇଲ…

ମହାକୁମ୍ଭରେ କେମିତି ହୁଏ ଲୋକଙ୍କ ଗଣନା, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆହ୍ଲାବାଦ,୨୦।୧: ପ୍ରୟାଗରାଜର ସଙ୍ଗମ କୂଳରେ ମହାକୁମ୍ଭ ଚାଲିଛି। ମହାକୁମ୍ଭ ଆରମ୍ଭ ହେବାର ୮ ଦିନ ବିତିଗଲାଣି। ଏହି ୮ ଦିନରେ ୮ କୋଟିରୁ ଅଧିକ ଲୋକ ସଙ୍ଗମରେ ବୁଡ଼ ପକାଇଛନ୍ତି। ଏଥର ମହାକୁମ୍ଭକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ୪୦ ରୁ ୫୦…

ୟୁଜର୍ସଙ୍କ ପାଇଁ ଖୁସିଖବର: ଏଣିକି ମାତ୍ର ୨୦ ଟଙ୍କାରେ ୯୦ ଦିନ ପର୍ଯ୍ୟନ୍ତ ସିମ୍‌ ରଖିପାରିବେ ଆକ୍ଟିଭ୍‌

ନୂଆଦିଲ୍ଲୀ,୨୦।୧: ଭାରତରେ ଅନେକ ୟୁଜର୍ସଙ୍କ ସ୍ମାର୍ଟଫୋନରେ ଦୁଇଟି ସିମ କାର୍ଡ ଅଛି। ସାଧାରଣତଃ, ଗୋଟିଏ ସିମ ନିୟମିତ କଲ ଏବଂ ଡାଟା ପାଇଁ ବ୍ୟବହୃତ ହୁଏ, ଯେତେବେଳେ ଅନ୍ୟଟି ଜରୁରୀକାଳୀନ ପରିସ୍ଥିତିରେ ବ୍ୟାକଅପ ଭାବରେ କାମ କରେ। ଯେହେତୁ ଦ୍ୱିତୀୟ ସିମ…

ନାରା ଲୋକେଶ ହେବେ ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ?

ଅମରାବତି,୨୦।୧: ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଭିତରେ, ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ମନ୍ତ୍ରୀ ନାରା ଲୋକେଶଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି ତୀବ୍ର ହୋଇଛି। ଦଳର ବିଭିନ୍ନ ନେତା ଏବଂ ସଦସ୍ୟମାନେ ଏହି ପଦବୀ ପାଇଁ…

ଆମେରିକାରୁ ଆସିଲା ବଡ଼ ଖବର, ଶପଥ ପରେ ମୋଦିଙ୍କୁ ଭେଟିବାକୁ ଆସିବେ ଟ୍ରମ୍ପ, ହେବ ବଡ଼ ପ୍ଲାନ

ନୂଆଦିଲ୍ଲୀ,୨୦।୧:ଆଜି ଶପଥ ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ତାଙ୍କର ଦ୍ୱିତୀୟ ଇନିସଂ ଆରମ୍ଭ ହେବାକୁ ଯାଉଛି। ଅନେକ ଦେଶର ବଡ଼ ବଡ଼ ଦାୟିତ୍ୱରେ ଥିବା ବ୍ୟକ୍ତି ଟ୍ରମ୍ପଙ୍କ ଶପଥ ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି। କିନ୍ତୁ ଏହାରି ଭିତରେ ସବୁଠାରୁ ବଡ଼…

ଶପଥ ପୂର୍ବରୁ ବଡ଼ ଝଟ୍‌କା! ଟ୍ରମ୍ପଙ୍କ ପ୍ରଶାସନରେ ଥିବା ଏହି ଭାରତୀୟ ଛାଡିବେ ହାତ

ଓ୍ବାଶିଂଟନ୍‌,୨୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ଟ୍ରମ୍ପ ଶପଥ ନେବା ପରେ, ତାଙ୍କ ନୂଆ ପ୍ରଶାସନ ସହିତ ଜଡିତ ଲୋକମାନେ ମଧ୍ୟ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ,…

ଧରାପଡ଼ିନାହାନ୍ତି ସୈଫ୍‌ଙ୍କ ପ୍ରକୃତ ଆକ୍ରମଣକାରୀ: ଅନ୍ଧାରରେ ମୁମ୍ବାଇ ପୋଲିସର ୩୫ ଟିମ୍‌

ବଲିଉଡ୍‌ ଷ୍ଟାର ସୈଫ୍‌ ଅଲୀ ଖାନ୍‌ଙ୍କ ବାନ୍ଦ୍ରା ଓ୍ବେଷ୍ଟ୍‌ସ୍ଥିତ ‘ସତ୍‌ଗୁରୁ ଶରଣ’ ବିଲ୍ଡିଂରେ ବୁଧବାର ରାତି ୨ଟା ୩୦ରେ ଜଣେ ବ୍ୟକ୍ତି ଅନୁପ୍ରବେଶକରି ତାଙ୍କୁ ୬ ଥର ଛୁରାମାଡ଼ କରିଥିଲେ। ଅନୁପ୍ରବେଶକାରୀ ଚୋରି ଉଦ୍ଦେଶ୍ୟରେ ସୈଫ୍‌ଙ୍କ ଘରକୁ ଯାଇଥିବା ତାଙ୍କ ସାନପୁଅ…

ସରିଲା ଲାଲୁଙ୍କ ଯୁଗ, ଆର୍‌ଜେଡିର ମଙ୍ଗ ଧରିବେ ତେଜସ୍ବୀ

ପାଟନା,୨୦।୧: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ରେ ନେତୃତ୍ୱ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ପ୍ରତିଷ୍ଠାତା ତଥା ଦୀର୍ଘଦିନ ଧରି ଏହାର ଅଧ୍ୟକ୍ଷ ରହିଥିବା ଲାଲୁପ୍ରସାଦ ଯାଦବ ଆନୁଷ୍ଠାନିକ ଭାବେ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ନେତୃତ୍ୱ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି।…

ଗାଜାରେ ଯୁଦ୍ଧବିରତି: ଚୁକ୍ତି ଅନୁଯାୟୀ ୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ଦେଇର୍‌ ଅଲ୍‌-ବଲାହ,୧୯।୧: ଗାଜାରେ ରବିବାରଠାରୁ ଯୁଦ୍ଧବିରତି ଆରମ୍ଭ ହୋଇଛି। ଚୁକ୍ତି ଅନୁଯାୟୀ ଗାଜାର ଶାସକ ହମାସ୍‌ ପ୍ରଥମ ଦିନରେ ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ରବିବାର ରାତିରେ ମୁକ୍ତ କରିଛି। ସେମାନଙ୍କୁ ପ୍ରଥମେ ରେଡ୍‌କ୍ରସ୍‌କୁ ନିଆଯିବା ପରେ ଇସ୍ରାଏଲୀ ସେନାକୁ ଫେରୁଥିତ୍ବା…

ସତରେ କ’ଣ ବାଂଲାଦେଶରୁ ଆସିଥିଲେ ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି? କୋର୍ଟରେ ଖୋଲିଲା ବଡ଼ ଗୁମର

ମୁମ୍ବାଇ,୧୯।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଥାନେ ପଶ୍ଚିମ ଅଞ୍ଚଳରୁ ଗିରଫ କରି ରବିବାର (୧୯ ଜାନୁଆରୀ, ୨୦୨୫) ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିଥିଲା। ମୁମ୍ବାଇ ପୋଲିସର ତଦନ୍ତକାରୀ ଅଧିକାରୀ ମାଜିଷ୍ଟ୍ରେଟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?