ଜାତୀୟ

ଆଜି ସାଧାରଣ ବଜେଟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିବେ। କ୍ରମାଗତ ଅଷ୍ଟମ ଥର ପାଇଁ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି।

୨୩୩କୋଟି ଟଙ୍କାରେ ମିଲ୍କ ମନ୍ତ୍ର ଡ୍ୟାରୀକୁ ଅଧିଗ୍ରହଣ କଲା HAP

ନୂଆଦିଲ୍ଲୀ,୩୧।୧: ଚେନ୍ନାଇର ଦୁଗ୍ଧ କମ୍ପାନୀ ହାଟସନ ଆଗ୍ରୋ ପ୍ରଡକ୍ଟସ ଲିମିଟେଡ (HAP) ୨୩୩ କୋଟି ଟଙ୍କାରେ ‘ମିଲ୍କ ମନ୍ତ୍ର ଡ୍ୟାରୀ’ ଏବଂ ଏହାର ‘ମିଲ୍କି ମୁ’ ବ୍ରାଣ୍ଡକୁ ଅଧିଗ୍ରହଣ କରିଛି। କମ୍ପାନୀ କହିଛି, ଏହି ରଣନୈତିକ ଅଧିଗ୍ରହଣ ପୂର୍ବ ଭାରତୀୟ ଦୁଗ୍ଧ…

ସୋନିଆ-ରାହୁଲଙ୍କ Poor କଥା: ଟାର୍ଗେଟ କଲେ ମୋହନ ମାଝୀ, ଶୁଣିକି ସମସ୍ତେ ତାଜୁବ!

ଭୁବନେଶ୍ୱର,୩୧।୧: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ। ସେପଟେ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ…

ଦିଲ୍ଲୀ ନିର୍ବାଚନ ପୂର୍ବରୁ AAPକୁ ବଡ଼ ଝଟ୍‌କା! ଦଳ ଛାଡ଼ିଲେ ୭ ବିଧାୟକ

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟିକୁ ବଡ଼ ଝଟ୍‌କା। ଏଠାରେ ଦଳର ୭ ବିଧାୟକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ତ୍ରିଲୋକପୁରୀ ବିଧାୟକ ରୋହିତ, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବା…

ବଜେଟ ୨୦୨୫ ପୂର୍ବରୁ ବଡ଼ ଘୋଷଣା! କମିବ ପେଟ୍ରୋଲ ଦର…

ନୂଆଦିଲ୍ଲୀ,୩୧।୧: ୨୦୨୫ ବଜେଟ ପୂର୍ବରୁ ବଡ଼ ଘୋଷଣା! କମିପାରେ ପେଟ୍ରୋଲ-ଡିଜେଲ ଦର। ଏଥିପାଇଁ, ଉତ୍ପାଦ ଶୁଳ୍କ ହ୍ରାସ କରାଯାଇପାରେ। ବର୍ତ୍ତମାନ ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ ଉପରେ ୧୫.୮୦ ଟଙ୍କା ଶୁଳ୍କ ଲାଗୁ ହେଉଛି। ଏହା ବ୍ୟତୀତ, ଇଲେକ୍ଟ୍ରୋନିକ୍ସ…

ସୋନିଆଙ୍କ ସପକ୍ଷରେ ବାହାରିଲେ ଝିଅ ପ୍ରିୟଙ୍କା

ନୂଆଦିଲ୍ଲୀ,୩୧ା୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି କହିବା ପରେ ରାଷ୍ଟ୍ରପତି ଭବନରୁ ଉତ୍ତର ଆସିଛି। ସୋନିଆଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସୋନିଆଙ୍କ ସପକ୍ଷରେ…

Budget 2025: ବଜେଟ୍‌ରେ ଓଡ଼ିଶାକୁ ମିଳିପାରେ ଏସବୁ ଲାଭ, ଏମାନଙ୍କ ପାଇଁ ହେବ ବଡ଼ ଘୋଷଣା!

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ୧୮ତମ ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଦେବୀ ଲକ୍ଷ୍ମୀଙ୍କୁ ପ୍ରଣାମ କରିଛନ୍ତି। ଏଥିସହ ସେ…

ସୋନିଆଙ୍କ ବିବାଦୀୟ ମନ୍ତବ୍ୟ ପରେ ରାଷ୍ଟ୍ରପତି ଭବନରୁ ଆସିଲା କଡ଼ା ଉତ୍ତର, କୌଣସି କ୍ଷେତ୍ରରେ ବି ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩୧ା୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି କହିବା ପରେ ରାଷ୍ଟ୍ରପତି ଭବନରୁ ଏହାର ଉତ୍ତର ଆସିଛି। ସୋନିଆଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଛି। ସୋନିଆଙ୍କ ବୟାନ ଗ୍ରହଣୀୟ…

Budget 2025: ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ସୀତାରମଣ

ନୂଆଦିଲ୍ଲୀ,୩୧।୧: ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଯାଇଛି। ପୂର୍ଣ୍ଣାଙ୍ଗ ବଜେଟ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଆଗତ କରିଛନ୍ତି। ଅର୍ଥନୈତିକ ସର୍ଭେ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ…

VIDEO: ଜୟଶ୍ରୀ ଗାୟତ୍ରୀ ଫୁଡ କମ୍ପାନୀର ମହିଳା ନିର୍ଦ୍ଦେଶକ କଲେ ଆତ୍ମହତ୍ୟା ଉଦ୍ୟମ, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ ଚିରାଗ ପାଶୱାନଙ୍କ ନାଁ…

ନୂଆଦିଲ୍ଲୀ,୩୧।୧: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ଜୟଶ୍ରୀ ଗାୟତ୍ରୀ ଫୁଡ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପାୟଲ ମୋଦି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଭୟଙ୍କର ପଦକ୍ଷେପ ନେବା ପୂର୍ବରୁ ସେ ଏକ ସୁଇସାଇଡ ନୋଟ ମଧ୍ୟ ଲେଖିଥିଲେ…

Budget 2025: ମଧ୍ୟବିତ୍ତଙ୍କୁ ହାତ ଖୋଲିଦେବେ ସରକାର! ଏଥର ଆୟକର ହେବ ଛାଡ?

ନୂଆଦିଲ୍ଲୀ,୩୧।୧: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ଯାହା ପାଇଁ ସାରା ଦେଶ ଅପେକ୍ଷା କରିଛି। ଆସନ୍ତାକାଲି ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଲଗାତାର ଅଷ୍ଟମ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଦେଶବାସୀଙ୍କ ମନରେ ଅନେକ ପ୍ରଶ୍ନ ଅଛି ଯେପରିକି ବଜେଟରେ କେଉଁ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କଲେ ଜୟଶଙ୍କର, କହିଲେ ସରକାରଙ୍କ…

ନୂଆଦିଲ୍ଲୀ/ଭୁବନେଶ୍ୱର,୩୧।୧: ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାରଙ୍କ ଆତିଥେୟତାକୁ ନେଇ ଯୋଗ ଦେଇଥିବା ପ୍ରବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?