ସନ୍ଦୀପ ଘୋଷଙ୍କର ସୁରକ୍ଷା କର୍ମୀ ଥିଲେ ଅଭିଯୁକ୍ତ ସଞ୍ଜୟ…କୋଲକାତା କାଣ୍ଡରେ ଆରଜି ମେଡିକାଲର ପୂର୍ବ ଡାକ୍ତରଙ୍କ ବଡ଼ ଖୁଲାସା
କୋଲକାତା,୨୧।୮: କୋଲକାତା ମେଡିକାଲ କଲେଜରେ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲାରେ ପୁରା ଦେଶରେ ଆଲୋଡନ ଖେଳି ଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପରେ ଏବେ କଲେଜର ପୂର୍ବ ଅଧ୍ୟକ୍ଷ ତଥା ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ନେଇ ଚହଳ ପଡିଛି।…
ଚମ୍ପାଇ ସୋରେନ ଯଦି ଭାଜପାକୁ ଯାଆନ୍ତି ତେବେ ସମର୍ଥନ ମିଳିବ କି ନାହିଁ ଜାଣନ୍ତୁ…
ଝାଡ଼ଖଣ୍ଡ,୨୧ା୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ରାଜନୀତି ବେଶ୍ ସରଗରମ ହୋଇଛି। ଚମ୍ପାଇ ଏବେ କ’ଣ କରିବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଚମ୍ପାଇ…
୨୪ ଅଗଷ୍ଟରୁ ୧୪ ସେପ୍ଟେମ଼୍ବର ମଧ୍ୟରେ ୫୨ ଟ୍ରେନ୍ ବାତିଲ୍ କଲା ରେଳ ବିଭାଗ
ନୂଆଦିଲ୍ଲୀ, ୨୧।୦୮: ଭାରତୀୟ ରେଳ କେତେକ ଟ୍ରେନ୍ ବାତିଲ୍ କରିଛି । ଏନେଇ ବିଭାଗ ବାତିଲ୍ ଟ୍ରେନ୍ ଗୁଡ଼ିକର ଲିଷ୍ଟ୍ ଜାରି କରିଛି । ଏହି ଲିଷ୍ଟରେ ଭୋପାଳରୁ ବିଳାଶପୁର ଯାତାୟତ କରୁଥିବା କିଛି ଟ୍ରେନ୍ ମଧ୍ୟ ରହିଛି । ଭୋପାଳରୁ…
ଭାରତ ବନ୍ଦରେ ପ୍ରଦର୍ଶନକାରୀଙ୍କୁ ରୋକିବାକୁ ଯାଇ ଏସଡିଏମଙ୍କ ଉପରେ ଲାଠିମାଡ କଲେ ଯବାନ, ଆଉ ତା’ପରେ…
ପାଟନା,୨୧।୮: ବିହାରର ପାଟନାରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଏହି ସମୟରେ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବାକୁ ପହଞ୍ଚିଥିବା ପାଟନା ଏସଡିଏମଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି। ଯେଉଁ କାରଣରୁ କିଛି ସମୟ ପାଇଁ ପୋଲିସ ଓ ପ୍ରଶାସନ ମଧ୍ୟରେ…
କୋଲକାତା ଟ୍ରେନି ଡାକ୍ତରଙ୍କ ମର୍ଡର କେସ୍ରେ ସାମ୍ନାକୁ ଆସିଲା ଆଉ ଜଣଙ୍କ ନାଁ, ସଞ୍ଜୟ ରୟଙ୍କ ସହ ରହିଛି…
କୋଲକାତା,୨୧।୯: କୋଲକାତା ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଆଉ ଏକ ଜଣଙ୍କ ଉପରେ ସିବିଆଇର ସନ୍ଦେହ ରହିଛି। ଏହି ବ୍ୟକ୍ତି ଜଣଙ୍କ ଅନୁପ ଦତ୍ତ ବୋଲି ଜଣା…
ଆରଜି କର ମେଡିକାଲ ex ପ୍ରିନ୍ସପାଲଙ୍କ ଭୟାନକ କାଣ୍ଡ, ବାଂଲାଦେଶକୁ ବିକୁଥିଲେ ମୃତଦେହ
ନୂଆଦିଲ୍ଲୀ,୨୧।୮: ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ସାରା ଦେଶର ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ ବଡ଼ ପର୍ଦ୍ଦାଫାଶ ହୋଇଛି। ଆରଜି ହସ୍ପିଟାଲର ପୂର୍ବ…
ବଡ଼ ବାଜି ଖେଳିବେ ଅଜିତ ପାୱାର, ଏହି ନେତାଙ୍କୁ ପଠାଇବେ ରାଜ୍ୟ ସଭା
ମୁମ୍ବାଇ,୨୧।୮: ମହାରାଷ୍ଟ୍ରର ରାଜ୍ୟ ସଭାର ଦୁଇଟି ଖାଲି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନାମାଙ୍କନ ପତ୍ରର ଶେଷ ତାରିଖ ବୁଧବାର ରହିଛି। ମହାରାଷ୍ଟ୍ରରେ ରାଜ୍ୟ ସଭାର ଗୋଟିଏ ଆସନରେ ଭାଜପା ଏବଂ ଅଜିତ ପାୱାର ଦଳର ଏନସିପି ଗୋଟିଏରେ ପ୍ରତିଦ୍ୱନ୍ଦ୍ୱିତା…
ଝାଡ଼ଖଣ୍ଡରେ ବିମାନ ନିଖୋଜ, ପାଇଲଟ୍ଙ୍କ ସହ ଥିଲେ…
ରାଞ୍ଚି, ୨୧।୦୮: ଝାଡ଼ଖଣ୍ଡରେ ମଙ୍ଗଳବାର ନିିଖୋଜ ହୋଇଯାଇଥିବା ଏକ ବିମାନର ପତ୍ତା ମିଳିପାରିନାହିଁ । ସରାୟକେଲା-ଖରସାୱାଁ ଜିଲାର ଏକ ବିମାନ ଉଡ଼ାଣ କେନ୍ଦ୍ରରୁ ଉଡ଼ାଣ ଭରିବା ପରେ ବିମାନଟି ନିଖୋଜ ହୋଇଯାଇଥିଲା । ଏହାକୁ ଖୋଜିବାକୁ ଟିମ୍ ନିୟୋଜିତ ଅଛନ୍ତି ।…
ବଳାତ୍କାର କେସ୍ରେ ଆସିଲା ବଡ଼ ଅପଡେଟ୍, ସଞ୍ଜୟ ରୟ ଏକା ନୁହନ୍ତି, ତାଙ୍କ ସହ ଏମାନେ… ଜାଣନ୍ତୁ କ’ଣ କହିଲେ ଅଭିଯୁକ୍ତଙ୍କ ଶାଶୁ
କୋଲକାତା,୨୧।୮: କୋଲକାତାର ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି। ଏହି ମାମଲାକୁ ନେଇ…
କଂଗ୍ରେସ ସରକାର ଗଢିଲେ ୬ମାସରେ ଭାଙ୍ଗିଦେବୁ, ହରିୟାଣା ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୨୧।୮: ବିଧାନସଭା ନିର୍ବାଚନ ପାଇଁ ହରିୟାଣାରେ ରାଜନୈତିକ ପାଗ ଅନୁକୂଳ ହୋଇଛି। ଏବେ ସବୁ ଦଳର ନେତାମାନେ ରାଜ୍ୟରେ ଆଡ୍ଡା ଜମାଇଛନ୍ତି। ଏଥିପାଇଁ ହରିୟାଣା ଅର୍ଥମନ୍ତ୍ରୀ ଜେପି ଦଲା ନିକଟରେ ଏକ ରାଲି କରିଛନ୍ତି। ଯେଉଁଠାରେ ସେ ଏମିତି ବୟାନ ଦେଇଛନ୍ତି…
କୋଲକାତା ବଳାତ୍କାର ମାମଲା: ମମତା ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଧିକାରୀଙ୍କୁ କଲେ ନିଲମ୍ବନ
କୋଲକାତା,୨୧।୮: କୋଲକାତା ପୋଲିସ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତିନିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଅଗଷ୍ଟ ୧୪ ତାରିଖ ରାତିରେ ବିଦ୍ରୋହୀମାନେ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭଙ୍ଗାରୁଜା କରିଥିଲେ।…
କୋଲକାତାରେ ପୁଣି ଏକ ଛାତିଥରା ଘଟଣା! ମିଳିଲା ମହିଳାଙ୍କ ରକ୍ତଭିଜା ମୃତଦେହ, ଶରୀରରେ ହୋଇଛି…
କୋଲକାତା,୨୧।୮: ପଶ୍ଚିମବଙ୍ଗର କୋଲକାତାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆଉଜଣେ ମହିଳାଙ୍କ ମୃତଦେହ ମିଳିଛି। ମହିଳାଙ୍କ ଶରୀର ରକ୍ତରେ ଭିଜି ଯାଇଛି। ମହିଳାଜଣକ କିଏ, ସେ…
Archives


