ଜାତୀୟ

ପ୍ରେମିକା ଫୋନ୍‌ ରିସିଭ୍‌ କଲେନି ବୋଲି ରାଗିଗଲେ ପ୍ରେମିକ, ନିର୍ମମ ଭାବେ ମାଡ଼ ମାରିଲେ, ବଳାତ୍କାର କଲେ, ତା’ପରେ…

ଥିରୁଭାନନ୍ତପୁରମ୍‌,୧।୨: କେରଳର କୋଚି ଜିଲାରେ କିଛି ଦିନ ପୂର୍ବରୁ ପ୍ରେମିକଙ୍କ ଦ୍ୱାରା ନିଷ୍ଠୁର ଏବଂ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ୧୯ ବର୍ଷୀୟା ଯୁବତୀଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ପୋଲିସ କହିଛି ଯେ ସୋମବାର ଝିଅଟି ତାଙ୍କ ଘରେ…

Budget 2025: ସାଧାରଣ ବଜେଟକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ୧୧ଟାରେ ଖୋଲିବ ପେଡି

ନୂଆଦିଲ୍ଲୀ,୧।୨: ଶୁକ୍ରବାର ସଂସଦରେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ ଅଷ୍ଟମ ଥର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ। ସାଧାରଣ ବଜେଟ ୨୦୨୫ ରାଷ୍ଟ୍ରପତି ଏବଂ କ୍ୟାବିନେଟର ଅନୁମୋଦନ…

ବଜେଟ୍‌ ପୂର୍ବରୁ ଚମକିଲା ଶେୟାର ମାର୍କେଟ୍‌

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ ପୂର୍ବରୁ ଶେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ଷ୍ଟକ ମାର୍କେଟ ଧୀରେ ଧୀରେ ଆରମ୍ଭ ହୋଇଛି। ସକାଳ ୯.୫୨ ସମୟରେ ବମ୍ବେ ଷ୍ଟକ…

Budget 2025: କାହିଁକି ଲାଲ ହୋଇଥାଏ ବଜେଟ ପେଡି? କ’ଣ ରହିଛି ମା’ ଲକ୍ଷ୍ମୀଙ୍କ ସହ ଏହାର ସମ୍ପର୍କ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୫, ଶନିବାର ସଂସଦରେ ୨୦୨୫ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏହି ବଜେଟ ସମୟରେ ଅଧିକାଂଶଙ୍କ ମନରେ ପ୍ରଶ୍ନ ଆସିଥାଏ ବଜେଟ ବ୍ରିଫକେସ ଲାଲ ରଙ୍ଗର କାହିଁକି ହୋଇଥାଏ। ଏହାର କ’ଣ…

ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଦେଲେ ରାଷ୍ଟ୍ରପତି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧।୨: ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ସାଧାରଣ ବଜେଟ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ଟିମ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବଜେଟର ଏକ କପି ତାଙ୍କୁ ପ୍ରଦାନ କରିଥିଲେ। ବଜେଟ ଉପସ୍ଥାପନ କରିବାକୁ…

ଆଜି ସ୍ବତନ୍ତ୍ର ଧଳା ଶାଢି ପିନ୍ଧି ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା ସୀତାରାମନ୍‌: ଜାଣନ୍ତୁ କିଏ ଦେଇଥିଲେ ଉପହାର

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିବେ। କ୍ରମାଗତ ଅଷ୍ଟମ ଥର ପାଇଁ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ…

Union Budget 2025:କିଛି ସମୟ ପରେ ଖୋଲିବ ବଜେଟ୍‌ ପେଡି: ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଲେ ନିର୍ମଳା ସୀତାରାମନ୍‌

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପୂର୍ବରୁ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ ଉପସ୍ଥିତ ଅଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି…

ଆଜିଠାରୁ ଦେଶରେ ୪ ବଡ଼ ପରିବର୍ତ୍ତନ: ସାଧାରଣ ଲୋକଙ୍କ ପକେଟକୁ କରିପାରେ ପ୍ରଭାବିତ

ନୂଆଦିଲ୍ଲୀ,୧।୨: ଆଜିଠାରୁ ୨୦୨୫ ବର୍ଷର ଦ୍ୱିତୀୟ ମାସ ଅର୍ଥାତ୍‌ ଫେବୃଆରୀ ଆରମ୍ଭ ହୋଇଛି। ଆଜି ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିଠାରୁ ଏପରି ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ…

ଖୁସି ଖବର: ବଜେଟ୍‌ ପୂର୍ବରୁ କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୨: ଗ୍ରାହକଙ୍କ ପାଇଁ ଖୁସି ଖବର। ବଜେଟ୍‌ ପୂର୍ବରୁ କମର୍ସିଆଲ ଗ୍ୟାସ୍‌ ଦର କମିଯାଇଛି। ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୭୯୭ ଟଙ୍କାରେ ପହଞ୍ଚିଛି। ପୂର୍ବରୁ…

Budget 2025: ମୋଦି ୩.୦ର ପ୍ରଥମ ବଜେଟ, କ୍ରମାଗତ ୮ମ ଥର ଉପସ୍ଥାପନ କରି ରେକର୍ଡ କରିବେ ନିର୍ମଳା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଫେବୃଆରୀ ୧ ତାରିଖ ଅର୍ଥାତ୍‌ ଆଜି କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଏହା ସହିତ, ସେ କ୍ରମାଗତ ୮ମ ବଜେଟ ଉପସ୍ଥାପନ କରିବାର ରେକର୍ଡ ସୃଷ୍ଟି କରିବେ। ଏହା ସହିତ ସୀତାରାମନ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ…

ସୈଫ୍‌ଙ୍କ ଆକ୍ରମଣକାରୀ ଭାବେ ଫଟୋ ଭାଇରାଲ ହେବା ପରେ ଅଡୁଆରେ ଯୁବକ, ଭାଙ୍ଗିଲା ବାହାଘର

ମୁମ୍ବାଇ, ୧ା୨: ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କୁ ଆକ୍ରମଣ ଘଟଣାରେ କିଛି ଦିନ ତଳେ ମୁମ୍ବାଇ ପୋଲିସ ଛତିଶଗଡ଼ର ଦୁର୍ଗରୁ ୩୧ ବର୍ଷୀୟ ଆକାଶ କନୋଜିଆଙ୍କୁ ସନ୍ଦିଗ୍ଧ ଭାବି ଅଟକ ରଖିବା ସହ ପଚରାଉଚରା କରିଥିଲା। ତେବେ ଏହାର ଦିନକ ପରେ…

ମହାମଣ୍ଡଳେଶ୍ୱର ପଦବୀରୁ ମମତା କୁଲକର୍ନୀ ବହିଷ୍କୃତ

ମହାକୁମ୍ଭ ନଗର,୧।୨: ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ନୀଙ୍କୁ କିନ୍ନର ଆଖଡ଼ା ଶୁକ୍ରବାର ମର୍ଯ୍ୟାଦାଜନକ ମହାମଣ୍ଡଳେଶ୍ୱର ପଦବୀରୁ ବହିଷ୍କାର କରିଛି। ମମତାଙ୍କ ସମେତ ତାଙ୍କ ଗୁରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ଉକ୍ତ ଆଖଡ଼ାରୁ ବହିଷ୍କାର କରାଯାଇଥିବା ଜୁନା ଆଖଡ଼ା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?