ଜାତୀୟ

Delhi CM: ରେଖାଙ୍କୁ ‘Z’ ସୁରକ୍ଷା, ଜାଣନ୍ତୁ ଏହି ଶ୍ରେଣୀରେ ମିଳେ କି ସୁରକ୍ଷା, ଏଥିପାଇଁ ଦେବାକୁ ପଡେ ଏତେ ଟଙ୍କା…

ନୂଆଦିଲ୍ଲୀ,୨୦।୨: ଶାଲିମାରର ବିଧାୟକ ରେଖା ଗୁପ୍ତା Delhi CM ହୋଇଛନ୍ତି। ଗୁରୁବାର ଦିଲ୍ଲୀର ରାମଲୀଳା ମଇଦାନରେ ସେ ଶପଥ ଗ୍ରହଣ କରୁଛନ୍ତି। ଶପଥ ଗ୍ରହଣ ପରେ ରେଖା ଗୁପ୍ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ମିଳିବ। ତାଙ୍କ ସୁରକ୍ଷା ପାଇଁ ଯବାନଙ୍କ ଏକ ଦଳ…

Delhi CM: ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ନୂଆ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ରେଖା ଗୁପ୍ତା ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ। ଏହା ସହିତ, ଦିଲ୍ଲୀର ନୂତନ…

ଶପଥ ପୂର୍ବରୁ ବଡ଼ ଘୋଷଣା କଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ, ମହିଳାଙ୍କ ଖାତାକୁ ଯିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୦।୨: ୧୬ ଦିନ ପରେ ୮ ମାର୍ଚ୍ଚରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ, କିନ୍ତୁ ଏଥର ମହିଳା ଦିବସ ଦିଲ୍ଲୀର ମହିଳାମାନଙ୍କ ପାଇଁ ସୱତନ୍ତ୍ର ହେବ। ତାଙ୍କ ଆକାଉଣ୍ଟରେ ୨୫୦୦ ଟଙ୍କା ଜମା କରାଯିବ। ଗୋଟିଏ ପଟେ, ର୍ନିବାଚନ ଜିତିବା…

କୋଟି କୋଟି ଟଙ୍କାର Foreign Currency ନେଇ ଶ୍ରୀଲଙ୍କା ଯାଉଥିବା ବ୍ୟକ୍ତିଙ୍କୁ ଧରିଲା ଇଡି

ବେଙ୍ଗାଲୁରୁ,୨୦।୨: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀଲଙ୍କା ନାଗରିକ ବିମଲରାଜ ଥୁରାଇସିଂମଙ୍କଠାରୁ ୨.୧୨କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି। ସେ ଏହାକୁ ବେଆଇନ ଭାବରେ କଲମ୍ବୋ ନେବାକୁ ଚେଷ୍ଟା କରୁଥିଲେ। ଏହି…

ସ୍ବାମୀ ଆଉ ପରିବାର ସାଙ୍ଗରେ ଥିଲେ ଜଣେ ନାରୀ ବି ହୋଇପାରେ ସଫଳ, ଜାଣନ୍ତୁ ରେଖାଙ୍କ ସଫଳତାର କାହାଣୀ

ନୂଆଦିଲ୍ଲୀ,୨୦।୨: ଆମ ସମାଜରେ ଗୋଟିଏ କଥା ପ୍ରଚଳିତ ଅଛି ଯେ ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଥାଆନ୍ତି। ଏହା ସମ୍ପୂର୍ଣ୍ଣ ଠିକ। କିନ୍ତୁ ସମାନ କଥା ଜଣେ ସଫଳ ମହିଳାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଯଦି ଜଣେ ମହିଳା…

କାହିଁକି ରେଖାଙ୍କୁ କରାଗଲା Delhi CM, ଜାଣନ୍ତୁ ଭାଜପାର ଭିତିରି ପ୍ଲାନ

ନୂଆଦିଲ୍ଲୀ,୨୦।୨: ସବୁ କଳ୍ପନାଜଳ୍ପନାର ଅନ୍ତ । ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ହୋଇଛି । Delhi New CM ହୋଇଛନ୍ତି ରେଖା ଗୁପ୍ତା । ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଗୁରୁବାର ଅର୍ଥାତ ଆଜି…

ମହାକୁମ୍ଭରେ ସ୍ନାନ କରୁଥିବା ମହିଳାଙ୍କ ଭଡ଼ିଓ କରି ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ପ୍ରୟାଗରାଜ,୨୦।୨: ଚଳିତ ବର୍ଷ ଆୟୋଜିତ ହୋଇଥିବା ଦିବ୍ୟ ଏବଂ ଭବ୍ୟ ମହାକୁମ୍ଭରେ ସଙ୍ଗମରେ ସ୍ନାନ କରିବାକୁ ଦେଶ ବିଦେଶରୁ ୫୫କୋଟିରୁ ଅଧିକ ଲୋକ ଆସିଛନ୍ତି। ଏହାରି ଭିତରେ କେତେକ ଲୋକ ମହାକୁମ୍ଭର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ବିକୃତ ମାନସିକତା…

ରେଖା ଗୁପ୍ତାଙ୍କୁ ଶୁଭେଚ୍ଛା ଜଣାଇ ସବୁଥିରେ ସହଯୋଗ କରିବେ ବୋଲି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀକୁ ଜଣେ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ଭାଜପା ନେତ୍ରୀ ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ବୁଧବାର ଏହା ଫାଇନାଲ ହେବା ପରେ ଆଦମୀ ପାର୍ଟି (ଆପ) ସୁପ୍ରିମୋ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କୁ ଶୁଭେଚ୍ଛା…

ମହାକୁମ୍ଭରୁ ମାଟି ଆଉ ସଙ୍ଗମରୁ ଜଳ ନେଇ ନେପାଳ ଯାଉଛନ୍ତି ଶ୍ରଦ୍ଧାଳୁ, ଜାଣନ୍ତୁ କ’ଣ ରହିଛି କନେକଶନ

ପ୍ରୟାଗରାଜ/କାଠମାଣ୍ଡୁ,୨୦।୨: ମାତା ଜାନକୀଙ୍କ ମାତୃଭୂମି ନେପାଳରୁ ବହୁ ସଂଖ୍ୟକ ଭକ୍ତ ମହାକୁମ୍ଭକୁ ଆସୁଛନ୍ତି। ଏପର୍ଯ୍ୟନ୍ତ ୫୦ଲକ୍ଷରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ଅଦ୍ୱତୀୟ ଭବ୍ୟତା ଦିଆଯାଉଛି,…

ସିଇସି, ଇସି ନିଯୁକ୍ତି ବିରୋଧୀ ଆବେଦନର ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ,୨୦ା୨(ପିଟି): ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ଙ୍କୁ ନିଯୁକ୍ତି ସମ୍ପର୍କିତ ୨୦୨୩ର ଆଇନ ବିରୋଧରେ ଦାଖଲ ଏକାଧିକ ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ବୁଧବାର ସ୍ଥଗିତ ରଖିଛନ୍ତି। ହୋଲି ଛୁଟି ପରେ ଏନେଇ ଶୁଣାଣି କରାଯିବ ବୋଲି…

ଖବର ପ୍ରକାଶନ ପୂର୍ବରୁ ସାବଧାନ ରହୁ ଗଣମାଧ୍ୟମ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୨: ସୁପ୍ରିମକୋର୍ଟ ବୁଧବାର ଏକ ମାମଲାର ଶୁଣାଣିକରି ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି। ୨୦୧୪ ଜୁନ୍‌ ୨୭ରେ ଏକ ପେଣ୍ଟିଂ ନିଲାମକାରୀ ସଂସ୍ଥାକୁ ନେଇ ଜାତୀୟ ସ୍ତରୀୟ ଖବରକାଗଜ ଟାଇମ୍ସ ଇଣ୍ଡିଆର ସମ୍ପାଦକୀୟରେ ଅପମାନଜନକ ଲେଖା ପ୍ରକାଶିତ…

ସଙ୍ଗମ ଜଳ ପ୍ରଦୂଷଣ: କେନ୍ଦ୍ରୀୟ ସଂସ୍ଥା-ଯୋଗୀ ମୁହଁାମୁହିଁ

ନୂଆଦିଲ୍ଲୀ, ୨୦ା୨ (ପି.ଟି.): ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଚାଲିଛି ମହାକୁମ୍ଭ। ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ବତୀ ନଦୀର ମିଳନସ୍ଥଳ ସଙ୍ଗମରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବା ଆଶାରେ ସେଠାକୁ ଛୁଟିଛନ୍ତି ବହୁ କୋଟି ଲୋକ। ହେଲେ ସଙ୍ଗମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?