ମୁଁ କୁଆଡେ ଯାଇ ନାହିଁ…, ଦିଲ୍ଲୀ ପୋଲିସ କମଶନରଙ୍କୁ କାହିଁକି ଏମିତି ଚିଠି ଲେଖିଲେ ବିଧାୟକ ଅମାନତୁଲ୍ଲା
ନୂଆଦିଲ୍ଲୀ,୧୨।୨: ଓଖଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ନବନିର୍ବାଚିତ ଆମ ଆଦମୀ ପାର୍ଟି (ଆପ) ବିଧାୟକ ଅମାନତୁଲ୍ଲା ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଜାମିଆ ନଗରରେ ପୋଲିସ ଦଳ ଉପରେ ଆକ୍ରମଣର ନେତୃତ୍ୱ ନେବା ପାଇଁ ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହେବା…
DeepSeek ବିପଦ! ପ୍ରଘଟ ହୋଇପାରେ ଗୁପ୍ତ ଡାଟା, ଭାରତ ସରକାର ଜାରି କରିପାରନ୍ତି ଆଡଭାଇଜରୀ
ନୂଆଦିଲ୍ଲୀ,୧୨।୨: ଟେକ ଜଗତରେ ହଇଚଇ ସୃଷ୍ଟି କରିଥିବା ଚାଇନା ଷ୍ଟାର୍ଟଅପ ଡିପ୍ସିକର ଏଆଇ ଚାଟବଟ ସମ୍ପର୍କରେ ଭାରତ ସରକାର ଏକ ପରାମର୍ଶ ଜାରି କରିପାରନ୍ତି। ଏହି ନିର୍ଦ୍ଦେଶାବଳୀରେ, ବ୍ୟବହାରକାରୀମାନଙ୍କୁ ଏଆଇ ଚାଟବଟ ସହିତ ଜଡିତ ସାଇବର ଗୁପ୍ତଚର ଏବଂ ଡାଟା ଗୋପନୀୟତା…
Work From Home: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏଣିକି ମହିଳା କରିବେ ଓ୍ବାର୍କ ଫର୍ମ ହୋମ୍
ଆନ୍ଧ୍ର ପ୍ରଦେଶ,୧୨।୨: ଆନ୍ଧ୍ର ପ୍ରଦେଶ ସରକାର ମହିଳାମାନଙ୍କ ପାଇଁ ଓ୍ବାର୍କ ଫର୍ମ ହୋମ୍ (WFH) ନୀତିକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ପଦକ୍ଷେପର ଘୋଷଣା କରି କହିଛନ୍ତି, ଏହି ପଦକ୍ଷେପ ବିଶେଷକରି ମହିଳାଙ୍କ ପାଇଁ…
App ban: ଦେଶରେ ୮୦୫ଟି ଆପ, ୩୨୬୬ଟି ୱେବସାଇଟ ବ୍ୟାନ୍
ନୂଆଦିଲ୍ଲୀ,୧୨।୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବଡ଼ ନିଷ୍ପତ୍ତି ନେଇଛନ୍ତି। ସଂସଦୀୟ କମିଟି ବୈଠକରେ ସେ କହିଛନ୍ତି, ଜାତୀୟ ସୁରକ୍ଷା କାରଣରୁ ୮୦୫ଟି ଆପ ଏବଂ ୩୨୬୬ଟି ୱେବସାଇଟ ବ୍ୟାନ୍ କରାଯାଇଛି। ‘ସାଇବର ସୁରକ୍ଷା ଏବଂ ଅପରାଧ’ ସମ୍ପର୍କିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସଂସଦୀୟ…
ଫ୍ରାନ୍ସ ପହଞ୍ଚିବା ପୂର୍ବରୁ ୪୬ ମିନିଟ୍ ଯାଏ ପାକିସ୍ତାନରେ ରହିଲା ମୋଦିଙ୍କ ବିମାନ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୨।୧: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାରିସ ଗସ୍ତ ସମୟରେ ତାଙ୍କ ବିମାନ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିଥିଲା। ବେସାମରିକ ବିମାନ ଚଳାଚଳ ସୂତ୍ରକୁ ଏହି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ, ଯାହାକୁ ‘ଇଣ୍ଡିଆ ୧’ କୁହାଯାଏ, ସେହି…
Acharya Satyendra Das Death: ସବୁଦିନ ପାଇଁ ନୀରବି ଗଲେ ରାମ ମନ୍ଦିରର ମୁଖ୍ୟ ପୂଜକ
ଅଯୋଧ୍ୟା,୧୨।୨:ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ବୁଧବାର ଦେହାନ୍ତ ହୋଇଯାଇଛି। ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମସ୍ତିଷ୍କ ରକ୍ତସ୍ରାବ ପରେ, ସେ ଲକ୍ଷ୍ନୌର ପିଜିଆଇରେ ଚିକିତ୍ସାଧୀନ ଥିଲେ। ହସ୍ପିଟାଲ ପକ୍ଷରୁ ଜାରି…
ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନିୟମ: ୨୦ ବର୍ଷ ପୁରୁଣା ଗାଡ଼ି ଥିଲେ ଏଣିକି ଦେବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା, ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା…
ନୂଆଦିଲ୍ଲୀ,୧୨।୧: ଯଦି ଆପଣ ମଧ୍ୟ ୨୦ ବର୍ଷ ପୁରୁଣା ମୋଟରସାଇକେଲ କିମ୍ବା କାର୍ର ମାଲିକ, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ପ୍ରକୃତରେ, ସରକାର ଏପରି ଯାନବାହନକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଏହା…
ପାଠପଢ଼ା ଚାପ: ମରୁଛନ୍ତି ପିଲା ପରେ ପିଲା
କୋଟା,୧୨ା୨:ଦେଶର ଅନ୍ୟତମ ଶିକ୍ଷା ନଗରୀ ଭାବେ ପରିଚିତ ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୮ ବର୍ଷୀୟ ଛାତ୍ର ମଙ୍ଗଳବାର ନିଜ ହଷ୍ଟେଲ ରୁମ୍ରେ ଆତ୍ମହତ୍ୟା କରିଛନ୍ତି। ସଓ୍ବାଇ ମାଧୋପୁର ଜିଲାର…
ତେଲଙ୍ଗାନାରେ ନିଲାମ ହେଉଛି ସରପଞ୍ଚ ପଦ
ହାଇଦ୍ରାବାଦ: ତେଲଙ୍ଗାନା ରାଜ୍ୟ ନିର୍ବାଚନ ଆୟୋଗ (ଟିଜିଏସ୍ଇସି) ଦ୍ୱାରା ଖୁବ୍ଶୀଘ୍ର ରାଜ୍ୟର ଗ୍ରାମ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା କରାଯିବ। ତେବେ ଗ୍ରାମଗୁଡ଼ିକରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସହ ନିର୍ବାଚନ ଖର୍ଚ୍ଚ ବଞ୍ଚାଇବା ଉଦ୍ଦେଶ୍ୟରେ ସରପଞ୍ଚ ପଦ ପାଇଁ ସର୍ବସମ୍ମତି ନିର୍ବାଚନକୁ ତେଲଙ୍ଗାନା…
ରଣବୀର, ସମୟଙ୍କୁ ଏନ୍ସିଡବ୍ଲ୍ୟୁ ସମନ
ନୂଆଦିଲ୍ଲୀ/ମୁମ୍ବାଇ, ୧୨।୨: ୟୁଟ୍ୟୁବ୍ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ଏପିଶୋଡ୍ରେ ଲୋକପ୍ରିୟ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ ଗେଷ୍ଟ ପାନେଲିଷ୍ଟ ଭାବେ ଯୋଗଦେଇ ମା’ବାପାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଘଟଣାକୁ ନେଇ…
ଏଆଇରେ ସ୍ବଚ୍ଛତା ବଢ଼ାଇବା ପାଇଁ ବୈଶ୍ୱିକ ଢାଞ୍ଚା ପ୍ରସ୍ତୁତ ହେଉ: ମୋଦି
ପ୍ୟାରିସ୍,୧୨।୨: ମୁକ୍ତ ଉତ୍ସ ଆଧାରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପାଇଁ ଏକ ବୈଶ୍ୱିକ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ସାମୂହିକ ଉଦ୍ୟମ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିଛନ୍ତି। ଏହା ଏଆଇରେ ବିଶ୍ୱାସ ଏବଂ ସ୍ବଚ୍ଛତା ବଢ଼ାଇବା…
ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ
ନୂଆଦିଲ୍ଲୀ/ଇମ୍ଫାଲ,୧୧।୨: ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଏନ୍. ବୀରେନ୍ ସିଂ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ୨ ଦିନ ବିତିଥିଲେ ମଧ୍ୟ ଭାଜପା କେନ୍ଦ୍ରୀୟ ନେତୃତ୍ୱ ନୂଆ ମୁଖ୍ୟମନ୍ତ୍ରୀ ଚୟନ…

