ଜାତୀୟ

ବିରଳରୁ ବିରଳ: ୭ ମାସର ଶିଶୁକୁ ବଳାତ୍କାର, ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୧୯।୨: ଏକ ଐତିହାସିକ ନିଷ୍ପତ୍ତିରେ, କୋଲକାତାର ଏକ ସ୍ୱତନ୍ତ୍ର କୋର୍ଟ ସାତ ମାସର ଶିଶୁକନ୍ୟାକୁ ନିର୍ମମ ଭାବରେ ବଳାତ୍କାର କରିବା ଅଭିଯୋଗରେ ରାଜୀବ ଘୋଷଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ଅପରାଧକୁ “ବିରଳରୁ ବିରଳ” ଘୋଷଣା କରି, କୋର୍ଟ ପୀଡିତାଙ୍କ ପରିବାରକୁ ୧୦…

ଭିକ୍କି କୌଶଲଙ୍କ ପିଲ୍ମ ଦେଖିଥିବା ବ୍ୟକ୍ତିଙ୍କୁ ମିଳିବ ୧ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି

ବେଙ୍ଗାଲୁରୁ,୧୯।୨: ଦର୍ଶକେ ବଡ଼ ପରଦାରେ ସିନେମା ଦେଖିବାକୁ ସିନେମା ହଲ ଯାଆନ୍ତି କିନ୍ତୁ ବର୍ତ୍ତମାନ ସିନେମା ଦେଖିବା ସମୟରେ ସେମାନଙ୍କୁ ଲମ୍ବା ବିଜ୍ଞାପନ ମଧ୍ୟ ଦେଖିବାକୁ ପଡ଼ୁଛି। ମୁଭିର ଅବଧି କମ କିନ୍ତୁ ଏହି ବିଜ୍ଞାପନ ଯୋଗୁଁ ସମୟ ବୃଦ୍ଧି ପାଇଯାଉଛି।…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ କଲେ ଉଦୟନିଧି

ନୂଆଦିଲ୍ଲୀ,୧୯।୨: ସନାତନ ଧର୍ମକୁ ବିରୋଧ କରୁଥିବା ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏବେ ହିନ୍ଦୀ ଭାଷା ବିରୁଦ୍ଧରେ ବିଷ ଓଗାଳିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ହିନ୍ଦୀ ଯୋଗୁଁ ତାମିଲ ଭାଷା ଲୋପ ପାଇଯିବ। ମଙ୍ଗଳବାର…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଗୁଟ୍‌ଖା-ପାନ ମସଲା ଉପରେ ଲାଗିଲା ବ୍ୟାନ୍‌, ଖାଇଲେ କିମ୍ବା ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ

ରାଞ୍ଚି,୧୯।୨: ଝାଡ଼ଖଣ୍ଡର ହେମନ୍ତ ସୋରେନ୍‌ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗୁଟ୍‌ଖା- ପାନ ମସଲା ଆଦି ଉପରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିଫିକେଶନ ଜାରି କରାଯାଇଛି। ଏଭଳି ନିର୍ଦ୍ଦେଶ ପରେ ଝାଡ଼ଖଣ୍ଡ ବଜାରରେ…

KIIT Suicide: ସିଧା ଧମକ ଦେଲେ Nepal Govt, ପରିସ୍ଥିତି ଠିକ୍‌ ନ ହେଲେ…ଓଡ଼ିଶାରେ ଚହଳ

ଭୁବନେଶ୍ୱର,୧୯।୨: କିଟ୍‌ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡିଛି। ଘଟଣା ଦିନକୁ ଦିନ ବିବାଦକୁ ଠେଲି ହେଇ ପଡୁଥିବାବେଳେ ବର୍ତ୍ତମାନ…

ଶାହା-ନଡ୍ଡାଙ୍କ ମଧ୍ୟରେ ଅଧ ଘଣ୍ଟାର ବୈଠକ, ପ୍ରତି ମୁହୂର୍ତ୍ତରେ ଆସୁଛି ଟୁଇଷ୍ଟ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ବୁଧବାର ସାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ। ଏହି ବୈଠକ ଦଳର ଦିଲ୍ଲୀ ୟୁନିଟର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏବଂ…

ଆସିଲା ଚିଫ୍‌ ଗେଷ୍ଟଙ୍କ ତାଲିକା, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ହେବ ଭବ୍ୟ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ସରକାରଙ୍କ ଶପଥ ଗ୍ରହଣ ଉତ୍ସବର ଅତିଥି ତାଲିକା ଆସିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାଜପା ବିଭିନ୍ନ ରାଜ୍ୟର ନିଜ ସରକାରଙ୍କ ମୋଟ ୨୦ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି। ଏଥିରେ ଉତ୍ତର ପ୍ରଦେଶରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀମାନେ…

ସଙ୍ଗମ ଜଳ ପ୍ରଦୂଷଣ ନେଇ ୟୁପି ସରକାରଙ୍କୁ ଭର୍ତ୍ସନା କଲେ NGT, ଗୋଟିଏ ସପ୍ତାହ ମଧ୍ୟରେ ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ,୧୯।୨: ପ୍ରୟାଗରାଜର ସଙ୍ଗମରେ ପ୍ରଦୂଷିତ ଜଳ ପ୍ରସଙ୍ଗରେ ବୁଧବାର, ଫେବୃଆରୀ ୧୯, ୨୦୨୫ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ରେ ଏକ ଶୁଣାଣି ହୋଇଥିଲା। ଏନଜିଟି ଏହି ମାମଲାରେ ପ୍ରଶ୍ନ ଉଠାଇଥିଲେ ଏବଂ ୟୁପି ସରକାରଙ୍କ ଉପରେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ। ଏବେ…

ବିପର୍ଯ୍ୟୟ ସହାୟତା ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ମିଳିବ ଏତିକି କୋଟି

ନୂଆଦିଲ୍ଲୀ,୧୯।୨: ବିପର୍ଯ୍ୟୟ ପୀଡ଼ିତଙ୍କୁ ୧୫୫୫ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ୍ସରେ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ୨୦୨୪ରେ ବନ୍ୟା, ଆକସ୍ମିକ…

Bsnl Offers: ଆସିଲା ବମ୍ପର ଅଫର୍‌, ମାତ୍ର ୬ଟଙ୍କାରେ ଅନଲିମିଡେଟ କଲ୍‌-୨ଜିବି ଡାଟା, ୨୦୨୬ ଯାଏ କରିବାକୁ ପଡିବନି ଆଉ ରିଚାର୍ଜ

ନୂଆଦିଲ୍ଲୀ,୧୯।୨: ଆଜିକାଲି ମହଙ୍ଗା ରିଚାର୍ଜ ପ୍ଲାନ ମୋବାଇଲ ବ୍ୟବହାରକାରୀଙ୍କ ପକେଟ ଉପରେ ବୋଝ ବଢାଉଛି। ଗତ ବର୍ଷର ରିଚାର୍ଜ ପ୍ଲାନ ମହଙ୍ଗା ହୋଇଯାଇଛି। ଏବେ କମ୍ପାନୀଗୁଡ଼ିକ ଅଧିକ ଟଙ୍କା ପାଇଁ କମ ବୈଧତା ଏବଂ ସୁବିଧା ପ୍ରଦାନ କରୁଛନ୍ତି। ସରକାରୀ ଟେଲିକମ…

ମୁଖ୍ୟମନ୍ତ୍ରୀଙ୍କ କଥା ଛାଡ଼ନ୍ତୁ, ଦିଲ୍ଲୀରେ ୨ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କଲା ଭାଜପା!

ନୂଆଦିଲ୍ଲୀ,୧୯।୨: ରାଜଧାନୀ ଦିଲ୍ଲୀରେ ଭାଜପା ଏବେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଫାଇନାଲ କରିନାହିଁ। ଏପଟେ କିନ୍ତୁ ଚର୍ଚ୍ଚା ହେଲାଣି ଏଠି ୨ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରେ ଭାଜପା। ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାର ଭଳି ଦଳ…

‘ବଡ଼ ଓକିଲଙ୍କ ନାଁ ନେଲେ ଶୁଣାଣି ସ୍ଥଗିତ କରି ହେବନି,’କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ବୁଧବାର ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ, ଜଣେ ବରିଷ୍ଠ ଓକିଲ ଶୁଣାଣିରେ ଯୋଗ ଦେବାକୁ ଯାଉଥିବାରୁ ଓକିଲ ଖଣ୍ଡପୀଠକୁ ଶୁଣାଣି ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ଏହା ଉପରେ ଖଣ୍ଡପୀଠ ଓକିଲଙ୍କୁ ଭର୍ତ୍ସନା କରି କଡ଼ା ମନ୍ତବ୍ୟ ଦେଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?