ବୈଜ୍ଞାନିକଙ୍କ ବଡ଼ ଭବିଷ୍ୟବାଣୀ, ଭୂକମ୍ପରେ ଏସବୁ ଅଞ୍ଚଳରେ ହେବ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ!
ନୂଆଦିଲ୍ଲୀ,୧୭।୨: ସୋମବାର ସକାଳେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୫.୩୭ ସମୟରେ ଏହି ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ କୋଠାଗୁଡ଼ିକ ଥରି ଉଠିଥିଲା ଏବଂ ଲୋକମାନେ ଭୟରେ…
ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ଗୌରବ ଫସିଛନ୍ତି: ହିମନ୍ତ
ଗୁଆହାଟୀ,୧୭ା୨: କଂଗ୍ରେସ ନେତା ଗୌରବ ଗୋଗୋଇଙ୍କ ବ୍ରିଟିଶ୍ ସ୍ତ୍ରୀ ଏଲିଜାବେଥ କୋଲବର୍ନଙ୍କର ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସମ୍ପର୍କ ଥିବା ନେଇ ପ୍ରଘଟ ହୋଇଥିବା ଏକ ରିପୋର୍ଟକୁ ଆସାମ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଉକ୍ତ ରିପୋର୍ଟର ଯାଞ୍ଚ ନିମନ୍ତେ…
ଭାରତରେ ୨୯,୫୦୦ ପଞ୍ଜୀକୃତ ଡ୍ରୋନ୍ ରହିଛି
ନୂଆଦିଲ୍ଲୀ, ୧୭ା୨: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ରବିବାର ଜାରି ଆଧିକାରିକ ତଥ୍ୟ ଅନୁଯାୟୀ, ଭାରତରେ ୨୯,୫୦୦ରୁ ଅଧିକ ପଞ୍ଜୀକୃତ ଡ୍ରୋନ୍ ରହିଛି। ଗତ ଜାନୁଆରୀ ୨୯ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୪,୮୮୨ ପଞ୍ଜୀକୃତ ଡ୍ରୋନ୍ ରହିଥିବାବେଳେ…
ଲଭ୍ ଜିହାଦ ବିରୋଧରେ ମହାରାଷ୍ଟ୍ର ଆଣିବ ଆଇନ
ମୁମ୍ବାଇ,୧୭।୨: ବଳପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ଲଭ୍ ଜିହାଦ ବିରୋଧରେ ଖୁବ୍ଶୀଘ୍ର ମହାରାଷ୍ଟ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ରହିଥିବା ଦିଗଗୁଡ଼ିକୁ ଅଧ୍ୟୟନ କରିବା ଲାଗି ଶନିବାର ମହାରାଷ୍ଟ୍ର ସରକାର ରାଜ୍ୟ ଡିଜିପି ସଞ୍ଜୟ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ୭…
ରାଜଧାନୀରେ ଭୂକମ୍ପ, ରିକ୍ଟର ସ୍କେଲ୍ରେ ତୀବ୍ରତା ରହିଛି…
ନୂଆଦିଲ୍ଲୀ,୧୭ା୨: ରାଜଧାନୀ ଦିଲ୍ଲୀର ଏନ୍ସିଆର୍ ସମତେ ଉତ୍ତର ଭାରତରେ ସୋମବାର ସକାଳ ୫.୩୬ ମିନିଟ୍ରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୦ ଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ,ଏହି…
ନେତ୍ରଦାନ କରିବାକୁ ସଂକଳ୍ପ ନେଲା ପୂରା ଗାଁ
ହାଇଦ୍ରାବାଦ, ୧୭।୨: ବିଶ୍ୱରେ ସବୁଠାରୁ କମ୍ ଅଙ୍ଗଦାନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତରେ ପ୍ରତି ଲକ୍ଷେ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମଧ୍ୟ ଅଙ୍ଗଦାନ କରନ୍ତି ନାହିଁ। ତେବେ ତେଲଙ୍ଗାନାର ହନୁମାକୋଣ୍ଡା ଜିଲା ମୁଚେରିଲା ଗ୍ରାମରେ ଏହାର ବିପରୀତ ଘଟଣା…
ଯୌତୁକ ପାଇଁ ଏଚ୍ଆଇଭି ସଂକ୍ରମିତ ଇଞ୍ଜେକ୍ଶନ
ସାହାରନ୍ପୁର(ୟୁପି),୧୭ା୨: ଏକ ଏକ୍ସୟୁଭି କାର୍ ଏବଂ ୨୫ ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୁଘର ଲୋକେ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ଦାବି ପୂରଣ ନ ହେବାରୁ ସେମାନେ ଝିଅକୁ ଏଚ୍ଆଇଭି ସଂକ୍ରମିତ ଛୁଞ୍ଚିରେ…
ଆଶ୍ଚର୍ଯ୍ୟଜନକ ଘଟଣା: YouTube ଭିଡିଓ ଦେଖି ବିହାରରେ ଚିକିତ୍ସା କରୁଥିଲେ ଡାକ୍ତର, ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା
ପାଟନା,୧୬।୨: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ବିହାର ପାଟନାର ଏକ ଘରୋଇ ହସ୍ପିଟାଲର ଜଣେ ଡାକ୍ତର YouTube ଭିଡିଓ ଦେଖି ରୋଗୀଙ୍କ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି, ଯାହା ଶେଷରେ ତାଙ୍କର ମୃତ୍ୟୁର କାରଣ ହୋଇଥିଲା। ରୋଗୀଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ…
ଜାତିସଂଘ ରିପୋର୍ଟ: ଭାରତରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲା ଇସଲାମିକ୍ ଷ୍ଟେଟ୍, ସବୁ ପଣ୍ଡ କରିଦେଲେ ମୋଦି ସରକାର
ନୂଆଦିଲ୍ଲୀ, ୧୬।୨: ମିଳିତ ଜାତିସଂଘ (UN)ର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଅନୁଯାୟୀ, ଇସଲାମିକ୍ ଷ୍ଟେଟ୍ (IS) ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା। କିନ୍ତୁ ଭାରତ ସରକାରଙ୍କ ସତର୍କତା ଯୋଗୁଁ ଆତଙ୍କବାଦୀଙ୍କ ସବୁ ଯୋଜନା ବିଫଳ ହୋଇଯାଇଛି। ତଥାପି,…
ପ୍ରଥମ ଥର ଭଳି ପୁଣି ବେଡ଼ି ପକାଇ ତଡ଼ିଲା ଆମେରିକା: ବିରୋଧୀଙ୍କ ନିନ୍ଦା
ଚଣ୍ଡିଗଡ଼,୧୬।୨: ଆମେରିକା ଦ୍ୱିତୀୟ ପର୍ଯ୍ୟାୟରେ ବିଦା କରିଥିବା ୧୧୭ ଜଣ ବେଆଇନ ଭାରତୀୟ ପ୍ରବାସୀ ଆମେରିକା ସାମରିକ ବିମାନରେ ଆସି ପଞ୍ଜାବର ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଥମ ଥର ଭଳି ଏଥର ମଧ୍ୟ ପ୍ରବାସୀମାନଙ୍କ ହାତରେ ହ୍ୟାଣ୍ଡକଫ୍ ଏବଂ ଗୋଡ଼ରେ ବେଡ଼ି…
President’s Rule: କଂଗ୍ରେସ ଶାସନକାଳରେ ୮୮ ଥର ଲାଗିଥିଲା ରାଷ୍ଟ୍ରପତି ଶାସନ, ଏକାକି ଇନ୍ଦିରା ଲଗାଇଥିଲେ ୫୧ ଥର; ପଢ଼ନ୍ତୁ ତାଲିକା…
ଇମ୍ଫାଲ,୧୬।୨: ଜାତିଗତ ହିଂସା ଦେଇ ଗତି କରୁଥିବା ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି। କିଛି ଦିନ ପୂର୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଏନ୍. ବିରେନ୍ ସିଂ ଇସ୍ତଫା ଦେଇଥିଲେ। ମଣିପୁରରେ ମେଟେଇ ଏବଂ କୁକି ସମ୍ପ୍ରଦାୟ…
ମାସକୁ ଏତିକି ରୋଜଗାର କରୁଥିଲେ ମିଳିବ PM Awas ଘର, ଜାଣନ୍ତୁ ନିୟମ
ନିଜସୱ ଘର କରିବା ସମସ୍ତଙ୍କର ସୱପ୍ନ। ସମସ୍ତେ ନିଜ ସୱପ୍ନ ପାଇଁ ବହୁତ କଠିନ ପରିଶ୍ରମ କରନ୍ତି। ନିଜ ସୱର୍ଜିତ ପୁଞ୍ଜି ଜମା କରିବା ପରେ ବି ଅନେକ ଲୋକ ଘର କରିପାରୁନାହାଁନ୍ତି କି ର୍ନିମାଣ କରି ପାରୁନାହାଁନ୍ତି । ଏଥିପାଇଁ…

