ଏକ୍ଜିଟ ପୋଲ ପରେ ପ୍ରଥମ ଥର ମୁହଁ ଖୋଲିଲା AAP, ଫଳାଫଳ ପୂର୍ବରୁ ବଢାଇଲା ଭାଜପାର ଚିନ୍ତା
ନୂଆଦିଲ୍ଲୀ, ୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକ୍ଜିଟ ପୋଲ ପରେ ଆମ ଆଦମୀ ପାର୍ଟି (ଏଏପି) ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଏଏପି ନେତା ଗୋପାଳ ରାୟ କହିଛନ୍ତି ଯେ ଏଏପି ଦିଲ୍ଲୀରେ ୫୦ ରୁ ଅଧିକ ଆସନ ଜିତିବାକୁ ଯାଉଛି।…
ଭୟାବହ ଅଗ୍ନିକାଣ୍ଡ: ନିଆଁ ଲାଗି ଜଳିଗଲା ଏକାଧିକ ଦୋକାନ
ପଲାନୀ(ତାମିଲନାଡୁ),୭।୨: ଶୁକ୍ରବାର ସକାଳୁ ସକାଳୁ ତାମିଲନାଡୁ ପଲାନୀ ଜିଲାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମାକେର୍ଟରେ ଥିବା ଏକାଧିକ ଦୋକାନରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର ମାତ୍ରା ଏତେଜୋର ଥିଲା ଯେ, ଚାହୁଁଚାହୁଁ ଦୋକାନକୁ ଦୋକାନ ବ୍ୟାପି…
AIIMS ଗବେଷଣାରୁ ଖୁଲାସା: ପ୍ରତି ଦ୍ୱିତୀୟ ବୟସ୍କ ଲିଭର ରୋଗୀ ମଦ୍ୟପାନରେ ଆକ୍ରାନ୍ତ, ୨୦ ବର୍ଷରେ ଦୁଇଗୁଣା ହୋଇଛି ସଂଖ୍ୟା
ନୂଆଦିଲ୍ଲୀ,୭ା୨: ପ୍ରତ୍ୟେକ ଦ୍ୱିତୀୟ ବୟସ୍କ ଯକୃତ ରୋଗୀ ମଦ୍ୟପାନରେ ନିଶାଗ୍ରସ୍ତ। ଏମ୍ସ ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ଏହା ପ୍ରକାଶ ପାଇଛି। ଗବେଷଣାରୁ ଜଣାପଡିଛି ଯେ ଗତ ୨୦ ବର୍ଷ ମଧ୍ୟରେ ମଦ୍ୟପାନ ଯୋଗୁଁ ଲିଭର ସିରୋସିସ୍ ହେଉଥିବା ରୋଗୀଙ୍କ ସଂଖ୍ୟା…
ବଦଳିଯିବ ଭାଜପାର ପୂରା ଖେଳ, କେଜ୍ରିୱାଲଙ୍କୁ ସମର୍ଥନ କରିବ ଏହି ଦଳ! ହେଲା ବଡ଼ ଖୁଲାସା
ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ଟି ଏକ୍ଜିଟ ପୋଲ ଆସିଛି। ଅନେକ ଏକ୍ଜିଟ ପୋଲରେ ଭାଜପା ସରକାର ଗଢୁଥିବା କୁହାଯାଉଛି। ଯାହାକୁ ନେଇ ଏଏପି ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢାଇ…
ଝୋଟ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ
ହାୱଡ଼ା,୭।୨: ପଶ୍ଚିମବଙ୍ଗ ହାୱଡ଼ାରେ ଥିବା ଏକ ଝୋଟ କାରଖାନାରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇଁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷେ କାରଖାନାରେ ନିଆଁ ଲାଗିବାର…
ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କ ପରଲୋକ
ଅଯୋଧ୍ୟା,୭।୧: ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କର ଦିଲ୍ଲୀରେ ଦେହାନ୍ତ ହୋଇଛି। ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଅଗଷ୍ଟ ୨୦୨୪ରେ ଏହି ହସ୍ପିଟାଲରେ ଚୌପାଲଙ୍କର କିଡନୀ…
ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ: ନିଆଁକୁ ନିୟନ୍ତ୍ରଣ କଲେ ଅଗ୍ନିଶମବାହିନୀ , ଦେଖନ୍ତୁ ଭୟାନକ ଭିଡ଼ିଓ
ପ୍ରୟାଗରାଜ,୭।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା କ୍ଷେତ୍ରରେ ଅଗ୍ନିକାଣ୍ଡ ଘଟିଛି। ହେଲେ ଅଗ୍ନିଶମବାହିନୀ ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ଅଗ୍ନିକାଣ୍ଡ ଘଟଣା ପିପା ବ୍ରିଜ ନମ୍ବର ୧୮ ନିକଟରେ ଘଟିଛି। ଆରଏଏଫ୍, ୟୁପି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…
ଆମେରିକାରେ ସ୍ବପ୍ନଭଙ୍ଗ:୪୫ କି.ମି. ଚାଲିଲୁ, ବାଟରେ ମୃତଦେହ
ଅମୃତସର/ନୂଆଦିଲ୍ଲୀ,୭ା୨:ଆମେରିକାରେ ଏକ ଉନ୍ନତ ଜୀବନ ଜିଇଁବା ପାଇଁ ସେଠାକୁ ଯାଇଥିବା ଅନେକ ଲକ୍ଷ ଭାରତୀୟଙ୍କ ସ୍ବପ୍ନଭଙ୍ଗ ହୋଇଛି ପ୍ରଥମ ଦଫାରେ ୧୦୪ ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସହ। ଅମୃତସର ବିମାନବନ୍ଦରରେ ପ୍ରବାସୀମାନେ ପହଞ୍ଚତ୍ବା ପରେ ଟ୍ରମ୍ପ୍ ପ୍ରଶାସନର ବ୍ୟବହାର ଓ ସେମାନଙ୍କ…
ଏକ୍ଜିଟ ପୋଲକୁ ନେଇ ହଇଚଇ: ଚା’ ପିଇବା ବାହାନାରେ ସିକ୍ରେଟ୍ ମିଟିଂ ଡାକିଲେ କେଜ୍ରିୱାଲ
ନୂଆଦିଲ୍ଲୀ,୭।୨: ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା କରାଯାଇଛି। ଦିଲ୍ଲୀ ନିର୍ବାଚନ ଉପରେ ଏକ୍ଜିଟ ପୋଲର ପୂର୍ବାନୁମାନ କରାଯାଇଛି। ଫଳାଫଳର ଗୋଟିଏ ଦିନ ପୂର୍ବରୁ ଏବେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଅରବିନ୍ଦ କେଜ୍ରିୱାଲ ଆଜି ଅର୍ଥାତ୍ ଶୁକ୍ରବାର ଦିନ…
ମହାରାଷ୍ଟ୍ର ରାଜନୀତିରେ ପୁଣି ହଇଚଇ: ଉଦ୍ଧବଙ୍କ ହାତ ଛାଡ଼ିବେ ୬ ଏମ୍ପି!
ପୁଣେ,୭।୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଶିବସେନା (ୟୁବିଟି)ଚିନ୍ତାରେ ଅଛି। ଅନେକ ନେତା ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ। ଉଦ୍ଧବ ଠାକରେ ଗୋଷ୍ଠୀରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି। ଉଦ୍ଧବ ଗୋଷ୍ଠୀର ୬ ଜଣ ଏମ୍ପି…
ଦିଲ୍ଲୀରେ ଭାଜପା ସରକାର ଗଢିଲେ କି, ହେବେ ମୁଖ୍ୟମନ୍ତ୍ରୀ: ରେସ୍ରେ ଏହି ୫ ନାଁ
ନୂଆଦିଲ୍ଲୀ,୭।୨: ଦିଲ୍ଲୀରେ ଭୋଟ ପରେ ଆସିଥିବା ଏକଜିଟ ପୋଲରେ ଭାଜପା ସରକାର ଗଠନ କରୁଥିବା ଦେଖାଯାଉଛି। ଯଦି ଏକଜିଟ ପୋଲର ଫଳାଫଳ ନିର୍ବାଚନ ଫଳାଫଳ ସହିତ ମେଳ ଖାଏ, ତେବେ ପ୍ରଶ୍ନ ଉଠୁଛି ଯେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ।…
ପ୍ରତ୍ୟର୍ପିତଙ୍କ ହାତରେ ହ୍ୟାଣ୍ଡ୍କଫ୍, ଗୋଡ଼ରେ ବେଡ଼ି
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୭ା୨:ହାତରେ ହ୍ୟାଣ୍ଡ୍କଫ୍, ଗୋଡ଼ରେ ବେଡ଼ି। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ୧୦୪ ଭାରତୀୟଙ୍କୁ ଟ୍ରମ୍ପ୍ ପ୍ରଶାସନ ସେନା ବିମାନରେ ଏଭଳି ପଠାଇ ଦେଇଛି ଭାରତକୁ। ବିମାନରେ ସମସ୍ତଙ୍କ ପାଇଁ ଗୋଟିଏ ମାତ୍ର ଟଏଲେଟ୍ ଥିଲା। ଦୀର୍ଘ ଯାତ୍ରାବେଳେ ଶିକୁଳିରେ ବନ୍ଧାହୋଇଥିଲେ…

