ଜାତୀୟ

ପାକିସ୍ତାନର ଦୁଇ ଯୁଦ୍ଧ ବିମାନ ଖସାଇଲା ଭାରତ, ପାଇଲଟ୍‌ଙ୍କୁ ଖୋଜୁଛି ବାୟୁସେନା

ନୂଆଦିଲ୍ଲୀ,୧୦ା୫: ରାତିସାରା ଭାରତୀୟ ସୀମାନ୍ତ ସହରଗୁଡ଼ିକ ଉପରେ ପାକିସ୍ତାନର ନିରନ୍ତର ଡ୍ରୋନ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ଇସଲାମାବାଦ, ରାଓ୍ବଲପିଣ୍ଡି ଏବଂ ଲାହୋର ସମେତ ପ୍ରମୁଖ ପାକିସ୍ତାନୀ ସହରଗୁଡ଼ିକରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି ଭାରତ। ଭାରତ ତିନୋଟି ପାକିସ୍ତାନୀ…

ଆଶଙ୍କାରେ ସୀମାନ୍ତବାସୀ: ଆକାଶରେ ଉଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍‌

ନୂଆଦିଲ୍ଲୀ/ଶ୍ରୀନଗର/ଚଣ୍ଡିଗଡ଼,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚତ୍ଥିବାବେଳେ ଗୁରୁବାର ରାତିରେ ଶ୍ରୀନଗରଠାରୁ ଚଣ୍ଡିଗଡ଼ ଏବଂ ଭୁଜ୍‌ ପର୍ଯ୍ୟନ୍ତ ୧୫ ସୀମାନ୍ତ ସହରରେ ବ୍ଲାକ୍‌ଆଉଟ୍‌ କରାଯାଇଥିଲା। ପଶ୍ଚିମ ଏବଂ ଉତ୍ତର ଫ୍ରଣ୍ଟିୟରରେ ଥିବା ଭାରତୀୟ ସେନା ଘାଟିଗୁଡ଼ିକୁ ଟାର୍ଗେଟକରି ପାକିସ୍ତାନ ଛାଡ଼ିଥିବା ଡ୍ରୋନ୍‌ ଏବଂ…

ପାକିସ୍ତାନର ୪ ଏୟାରବେସ୍‌କୁ ଧ୍ୱଂସ କଲା ଭାରତ: ଚାରିଆଡେ ଖେଳିଗଲା ହଇଚଇ

ନୂଆଦିଲ୍ଲୀ,୧୦।୫: ଭାରତର ଆକ୍ରମଣାତ୍ମକ ମନୋଭାବ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ସୂତ୍ର ଅନୁସାରେ, ଭାରତ ପାକିସ୍ତାନରେ ଥିବା ଅତି କମରେ ୪ଟି ଏୟାରବେସ୍‌ ଉପରେ ଆକ୍ରମଣ କରିଛି। ରାୱଲପିଣ୍ଡିରେ ନୁର ଖାନ ଏୟାରବେସ୍‌, ସୋରକୋଟର ରଫିକି ଏୟାରବେସ୍‌, ଚକୱାଲରେ ମୁରିଦ ଏୟାରବେସ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ମେ’ ୧୫ ଯାଏ ବନ୍ଦ ରହିବ ୨୪ ବିମାନବନ୍ଦର, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ଯୋଗୁ କେନ୍ଦ୍ର ସରକାର ମେ’୧୫ ସକାଳ ୫.୨୯ ପର୍ଯ୍ୟନ୍ତ ଦେଶର ୨୪ ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରେଶନ ସିନ୍ଦୂର’ ଅନୁଯାୟୀ ଭାରତର ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନ…

ଭାରତର ୨୬ସହର ଉପରେ ଆଟାକ୍‌ କଲା ପାକିସ୍ତାନ, ସେନାର ମୁହଁତୋଡ ଜବାବ

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ହଠାତ ବହୁ ସଂଖ୍ୟକ ଡ୍ରୋନ ଦେଖାଯାଇଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଲଗାତାର ଭାରତର ବାୟୁସୀମା ଉଲ୍ଲଂଘନ କରୁଛି। ଭାରତ-ପାକିସ୍ତାନ ସୀମାରେ ବାରାମୁଲ୍ଲାରୁ ଭୁଜ ପର୍ଯ୍ୟନ୍ତ ୨୬ରୁ ଅଧିକ ସ୍ଥାନରେ…

ବଡ଼ ଖବର: ଭାରତ ସହ ଯୁଦ୍ଧ ଘୋଷଣା କଲା ପାକିସ୍ତାନ ସେନା, ସରକାର ବି…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏବେ ପାକିସ୍ତାନ ସେନା ସିଧାସଳଖ ଯୁଦ୍ଧ ଘୋଷଣା କରିଛି। ଅଲ ଜାଜିରା ଅନୁଯାୟୀ, ପାକିସ୍ତାନୀ ସେନା କହିଛି ଯେ ‘ଆମେ ଭାରତ ସହିତ ଯୁଦ୍ଧ ସ୍ଥିତିରେ ଅଛୁ।’ ଏହି ବୟାନ…

ଯୁଦ୍ଧ ଭିତରେ ବଡ଼ ଖବର: ପାକିସ୍ତାନକୁ ଆଇଏମଏଫ ସହାୟତା, ଭୋଟ୍‌ ଦେଲାନି ଭାରତ

ନୂଆଦିଲ୍ଲୀ,୯।୫: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ପାକିସ୍ତାନକୁ ୨.୩ ବିଲିୟନ ଡଲାରର ନୂଆ ଋଣ ପ୍ରଦାନ ପ୍ରସ୍ତାବକୁ ବିରୋଧ କରିଛି। ଭାରତ କହିଛି ଯେ, ଏହି ଅର୍ଥ ରାଷ୍ଟ୍ରୀୟ ପୃଷ୍ଠପୋଷଣରେ ସୀମାପାର ଆତଙ୍କବାଦକୁ ଅର୍ଥଯୋଗାଣ କରିବା ପାଇଁ ଅପବ୍ୟବହାର ହୋଇପାରେ। ଏହି…

ଭାରତ ବିରୋଧରେ ତୁର୍କି ଡ୍ରୋନ୍‌କୁ କାହିଁକି ବ୍ୟବହାର କରୁଛି ପାକିସ୍ତାନ? ଏ ହେଉଛି ପୁରା ପ୍ଲାନ୍‌…

ନୂଆଦିଲ୍ଲୀ,୯।୫: ଏଲ୍‌ଓସିରେ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ଭାରତ ବିରୁଦ୍ଧରେ ତୁର୍କୀର ଡ୍ରୋନ ବ୍ୟବହାର କରୁଛି। ଶୁକ୍ରବାର ସାରେ ଅନୁଷ୍ଠିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ କହିଛନ୍ତି ଯେ ପାକିସ୍ତାନ ତୁର୍କୀର…

ରାତାରାତି ଷ୍ଟ୍ରାଟେଜି ବଦଳାଇଲା ପାକିସ୍ତାନ! ଆକାଶରେ ଦେଖାଗଲା…

ନୂଆଦିଲ୍ଲୀ,୯।୫: ଆଜି ମଧ୍ୟ ପାକିସ୍ତାନ ବେସାମରିକ ବିମାନର ଆବରଣ ତଳେ ଭାରତ ଉପରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିଛି। ଆଟାକ୍‌ର ୩ୟ ରାତିରେ ବଡ଼ ଆଟାକ୍‌ କରିଛି ପାକସ୍ତାନ। କିନ୍ତୁ ଭାରତ ଏହାକୁ ବିଫଳ କରିଦେଇଛି। ତେବେ ଏହାରି ଭିତରେ…

ରାତି ଅଧରେ ମୋଦି-ଡୋଭାଲ ବୈଠକ, ଆଜି ପାକିସ୍ତାନ ଉପରେ ହେବ ବଡ଼ ଆଟାକ୍‌!

ନୂଆଦିଲ୍ଲୀ,୯।୫: ପୁଣି ୩ୟ ରାତିରେ ଆଟାକ୍‌ କରିଛି ପାକିସ୍ତାନ। ସୀମାରେ ତୁହାକୁ ତୁହା ଡ୍ରୋନ ଓ ମିସାଇଲ ମାଡ କରିଛି ପାକ୍‌। ପାକ୍‌କୁ ମଧ୍ୟ ଜୋରଦାର ଜବାବ ଦେଉଛି ଭାରତୀୟ ବାୟୁସେନା। ତେବେ ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ…

ପାକିସ୍ତାନର ଅନେକ ଡ୍ରୋନ୍‌କୁ ଖସାଇଛନ୍ତି ଏହି ଯବାନ, ଫୁଟାଇଛନ୍ତି ୧୩୦ ଗୁଳି; କହିଲେ ସୌଭାଗ୍ୟ ଯେ…

ଶ୍ରୀନଗର,୯।୫: ଜମ୍ମୁ-କାଶ୍ମୀରର ପୁଞ୍ଚ ସୀମା ସମେତ ଅନେକ ସ୍ଥାନରୁ ପାକିସ୍ତାନ ପକ୍ଷରୁ ନିରନ୍ତର ଗୁଳିମାଡ଼ ହେଉଛି। ସେହିପରି ଗୁଳିବିନିମୟରେ ଶିବପୁରୀର କରୈରା ବିଧାନସଭା ନିର୍ବାଚନମଣ୍ଡଳୀର ଜାନୌରି ଗାଁରେ ରହୁଥିବା ଜଣେ ସୈନିକଙ୍କ ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ଆହତ…

ପଠାନକୋଟ୍‌ରେ ପାକିସ୍ତାନର ମିସାଇଲ ମାଡ, ଭାରତର ୧୧ଟି ସ୍ଥାନରେ…

ନୂଆଦିଲ୍ଲୀ,୯।୫: ଭାରତର ୧୧ଟି ସ୍ଥାନରେ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନ। ଶୁକ୍ରବାର ରାତି ୯ଟାରେ ପାକିସ୍ତାନ କରିଛି ଆଟାକ୍‌। ରାଜସ୍ତାନ, ପଞ୍ଜାବ ଓ ଜମ୍ମୁରେ ଆକ୍ରବଣ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ଡ୍ରୋନ ଧ୍ୱଂସ କରୁଛି ବାୟୁସେନା। #WATCH…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?