ଜାତୀୟ

ସ୍ବାମୀଙ୍କୁ କଳା କହି ଅପମାନିତ କଲେ ସ୍ତ୍ରୀଙ୍କୁ ମିଳିବ ଛାଡପତ୍ର!

ବେଙ୍ଗାଲୁର,୮।୮: ସ୍ବାମୀଙ୍କ ରଙ୍ଗକୁ କଳା କହି ତାଚ୍ଛ୍ୟଲ କଲେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ ସ୍ବାମୀ। ଏପରି ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ। ମାମଲାର ଶୁଣାଣି କରି ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ମଞ୍ଜୁରି ଦେଇଛନ୍ତି।...

ସୋନିଆଙ୍କୁ ଟାର୍ଗେଟ କଲେ ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ,୮।୮: ମଙ୍ଗଳବାର ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୋନିଆ ଜୀଙ୍କର କେବଳ ଦୁଇଟି...

ପାକିସ୍ତାନୀ ମହିଳାଙ୍କୁ ଯୋଗାଇ ଦେଉଥିଲେ ଷ୍ଟିଲ୍‌ ପ୍ଲାଣ୍ଟର ଗୁପ୍ତ ତଥ୍ୟ

ବିଶାଖାପାଟଣା,୮ା୮: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌)ର ଜଣେ କନଷ୍ଟେବଳ ଧରାପଡ଼ିଛନ୍ତି। ସୂଚନା ଯୋଗ୍ୟ, ବିଶାଖାପାଟଣା ଷ୍ଟିଲ୍‌ ପ୍ଲାଣ୍ଟରେ କାମ କରୁଥିବା ସିଆଇଏସ୍‌ଏଫ୍‌ କନ୍‌ଷ୍ଟବଲ କପିଲ କୁମାର...

ଗରିବଙ୍କ ଭାତହାଣ୍ଡିକୁ ମାଡ, ଆଜାଦପୁର ମଣ୍ଡିରେ ଚାଷୀଙ୍କୁ ଭେଟି କଥାହେଲେ ରାହୁଲ

ନୂଆଦିଲ୍ଲୀ,୮।୮: ମହଙ୍ଗା ମାଡରେ ହନ୍ତସନ୍ତ ହେଉଛନ୍ତି ଲୋକ। କେତେବେଳେ ଟମାଟୋ ମହଙ୍ଗା ହେଉଛି ତ କେତେବେଳେ ଲେମ୍ବୁ। ମଝିରେ ମଝିରେ ପିଆଜ ମଧ୍ୟ ଗରିବର ଭାତଥାଳିକୁ ମାଡ ମାରୁଛି। ବିନା ପରିବାରେ ଭାତକୁ ଲୁଣ ଲଗେଇ ଖାଉଛନ୍ତି। ଏପଟେ ସିଲିଣ୍ଡର...

ମଣିପୁର ପ୍ରସଙ୍ଗରେ କହିବାକୁ ପ୍ରଧାନମନ୍ତ୍ରୀଙ୍କୁ ଲାଗିଗଲା ୮୦ ଦିନ: ଗୌରବ ଗୋଗୋଇ

ନୂଆଦିଲ୍ଲୀ,୮।୮: ମୋଦି ସରକାରଙ୍କ ବିରୋଧରେ ସଂସଦରେ ଉପସ୍ଥାପିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଏହି ସମୟରେ ବିରୋଧୀ ଦଳ ପକ୍ଷରୁ ଆଲୋଚନା ଗୌରବ ଗୋଗୋଇଙ୍କ ଦ୍ୱାରା ଆରମ୍ଭ ହୋଇଛି। ଯେଉଁଥିରେ ବିରୋଧୀ କାହିଁକି ଅନାସ୍ଥା ପ୍ରସ୍ତାବ...

ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ: ମଣିପୁର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲା କଂଗ୍ରେସ

ନୂଆଦିଲ୍ଲୀ,୮।୮: ଲୋକ ସଭାରେ ମଙ୍ଗଳବାର ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସ ଏମପି ଗୌରବ ଗୋଗୋଇ କହିଛନ୍ତି ଯେ ବାଚସ୍ପତିଙ୍କ କାର୍ଯ୍ୟାଳୟ ଭିତରେ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା...

ମୌସୁମୀ ଅଧିବେଶନ ସରିବା ପରେ ଭାଜପା ଚଳାଇବ ଦ୍ୱିତୀୟ ‘କ୍ୱିଟ ଇଣ୍ଡିଆ ମୁଭମେଣ୍ଟ’ ନିଜେ ମୋଦି କଲେ ଘୋଷଣା

ନୂଆଦିଲ୍ଲୀ,୮।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ଭାଜପା ବିରୋଧୀ ଦଳର ମିଳିତ ମଞ୍ଚ I.N.D.I.A ଉପରେ ଉପଯୁକ୍ତ ପ୍ରତିବାଦ ଆରମ୍ଭ କରିବାକୁ ଯାଉଛି। ସୂଚନାନୁସାରେ, ମଙ୍ଗଳବାର (ଭାଜପା ଏମପିଙ୍କ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା...

ରାଘବ ଚଢାଙ୍କୁ ବଞ୍ଚାଇ ଦେଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୮।୮: ଲୋକ ସଭା ଓ ରାଜ୍ୟ ସଭାରେ ଦିଲ୍ଲୀ ସେବା ବିଲ ପାସ ହେବା ପରେ ଆମ ଆଦମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମପି ସଞ୍ଜୟ ସିଂ କହିଛନ୍ତି ଯେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ରାଗିଛନ୍ତି। ଅଧିକାର...

ରାଜ୍ୟ ସଭାରୁ ନିଲମ୍ବିତ ହେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୮।୮: ଟିଏମ୍‌ସି ଏମ୍‌ପି ଡେରେକ ଓ ବ୍ରାୟନଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ ହୋଇଛନ୍ତି। ଦିଲ୍ଲୀ ସେବା ବିଲ ସମୟରେ ଦୁର୍ବ୍ୟବହାର କରିବା ଯୋଗୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅବସରପ୍ରାପ୍ତ ବିଚାରପତି ନୀଳକଣ୍ଠ ଗଞ୍ଜୁ ହତ୍ୟା ମାମଲାର ଯାଞ୍ଚ ପୁଣି ଆରମ୍ଭ

ନୂଆଦିଲ୍ଲୀ,୮।୮: ଜାମ୍ମୁ କାଶ୍ମୀରର ଅବସରପ୍ରାପ୍ତ ବିଚାରପତି ନୀଲକଣ୍ଠ ଗଞ୍ଜୁଙ୍କ ହତ୍ୟା ମାମଲାର ଫାଇଲ ଖୋଲାଯାଇଛି। ଜାମ୍ମୁ କାଶ୍ମୀରର ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସଆଇଏ) ୩୩ବର୍ଷ ପୁରୁଣା ମାମଲାର ପୁନଃ ଅନୁସନ୍ଧାନ ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣାରେ...

ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ପୂର୍ବରୁ ଭାଜପା ସଂସଦୀୟ ଦଳର ବୈଠକ ଆରମ୍ଭ, ପ୍ରଧାନମନ୍ତ୍ରୀ ବି ସାମିଲ

ନୂଆଦିଲ୍ଲୀ,୮।୮: ଆଜି ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ଏହାପୂର୍ବରୁ ସଂସଦ ଭବନରେ ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାମିଲ ଅଛନ୍ତି। କୁହାଯାଇଛି ଯେ, ଅନାସ୍ଥା...

ବଢିପାରେ ରାଘବଙ୍କ ଅଡୁଆ

ନୂଆଦିଲ୍ଲୀ,୮।୮: ରାଜ୍ୟ ସଭାର ଗୃହ କାର୍ଯ୍ୟ ସମୟରେ ଯେତେବେଳେ ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ବିଲ୍‌ ପାସ କରାଯାଉଥିଲା ସେତେବେଳେ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢାଙ୍କ ପକ୍ଷରୁ ଏହି ବିଲ୍‌କୁ ସିଲେକ୍ଟ କିମିଟିକୁ ପଠାଇବା ପ୍ରସ୍ତାବ ଦିଆଯାଇଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri