ଜାତୀୟ

ପାର୍ସଲ ବୋମା ମାମଲାର ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୯।୧: ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ମାମଲାର ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ଟ୍ରାଏଲ କୋର୍ଟଙ୍କୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶୁଣାଣି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅବସର ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୧: ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର। ସରକାର ସେମାନଙ୍କ ଅବସର ସମ୍ପର୍କିତ ନିୟମକୁ ପରିବର୍ତ୍ତନ କରିଛନ୍ତି, ଯାହାଦ୍ୱାରା କର୍ମଚାରୀମାନେ ଅବସର ସମୟରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ସରକାର ଜାରି କରିଛନ୍ତି…

୩ ଥର ଭାଜପା ପ୍ରାର୍ଥୀଙ୍କ ପାଦ ଛୁଇଁଲେ ମୋଦି! ସେଠାରେ ଥିବା ନେତା ହୋଇଗଲେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କରାୱଲ ନଗର ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି କରିଥିଲେ। ଏହି ସମୟରେ ସେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ରାଲିରେ ଯୋଗଦେବା ପାଇଁ ଯେତେବେଳେ…

ସରକାରୀ କର୍ମଚାରୀ, ପେନଶନଭୋଗୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର, ବଢିଲା…

ନୂଆଦିଲ୍ଲୀ,୨୯।୧: ଜମ୍ମୁ-କଶ୍ମୀର ସରକାର ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ ବୃଦ୍ଧି)ରେ ୩% ବୃଦ୍ଧିକୁ…

କବରସ୍ଥାନରେ ହେବ ଆଗାମୀ କୁମ୍ଭମେଳା, ମୃତଦେହ ଉପରେ ଉଡିବ…ମହାକୁମ୍ଭରେ କାଳପୁରୁଷଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୯।୧: କୁମ୍ଭମେଳାରେ ଅଘୋରୀ କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ଚାରିଆଡେ ହଇଚଇ । କହିଲେ ବଦଳିଯିବ ସଙ୍ଗମ ଗତିପଥ, ଶବ ଉପରେ ଉଡିବୁଲିବେ ମାଳ ମାଳ କାଉ….. ଗତ ଦୁଇ ସପ୍ତାହ ଧରି ଉତ୍ତରପ୍ରଦେଶର ପ୍ରୟାଗରାଜ, ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର…

ଚିହିଁକି ଉଠିଲେ ରାହୁଲ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଭବିଷ୍ୟତ ପାଇଁ ଦେଲେ ପରାମର୍ଶ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୧: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣା ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଦୁଃଖଦ ଘଟଣାରେ ମୃତ ଭକ୍ତମାନଙ୍କ ପ୍ରତି ସମବେଦନା ଜଣାଇ ସେ ପୋଷ୍ଟ କରିଛନ୍ତି।…

ମହାକୁମ୍ଭ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଲେଖିଲେ ଏମିତି…

ନୂଆଦିଲ୍ଲୀ୨୯।୧: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାରେ ଭକ୍ତମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି। ତାଙ୍କ ପ୍ରତି ମୋର ଗଭୀର ସମବେଦନା। ଏହା ସହିତ ମୁଁ ସମସ୍ତ ଆହତଙ୍କ…

ଏହି ସମୟରେ ଟ୍ରେନରେ ଟିକେଟ୍‌ ଚେକ୍‌ କରନ୍ତିନି ଟିଟିଆଇ, ଜାଣି ନିଅନ୍ତୁ କାମରେ ଲାଗିବ

ଟ୍ରେନରେ ଯାତ୍ରା କରିବା ସମୟରେ, ଅନେକ ସମୟରେ ଆମେ ଏପରି ପରିସ୍ଥିତିର ସମ୍ମୁଖୀନ ହେଉ, ଯେଉଁଠାରେ ଟିକେଟ ମିଳିଥାଏ। ଆଉ ଏହି ସମୟରେ ଟିକେଟ କାଉଣ୍ଟରରେ ଲମ୍ବା ଧାଡି ଲାଗିଥାଏ ଏବଂ ଆମେ ଟିକେଟ କିଣି ପାରିନଥାଉ। ତେବେ ବିନା ଟିକେଟରେ…

କ’ଣ ଭାରତରେ ଚାକିରି କରିପାରିବେ ପାକିସ୍ତାନୀ ନାଗରିକ? ସର୍ତ୍ତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୯।୧: ଭାରତ ସମେତ ଅନେକ ଦେଶର ନାଗରିକ ଚାକିରି ପାଇଁ ଅନ୍ୟ ଦେଶକୁ ଯାଆନ୍ତି । ସେହିଭଳି ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଚାକିରି ପାଇଁ ଭାରତକୁ ଆସନ୍ତି। କିନ୍ତୁ ପ୍ରଶ୍ନ ହେଉଛି ପଡୋଶୀ ଦେଶ ପାକିସ୍ତାନର ନାଗରିକମାନେ ଭାରତରେ ଚାକିରି…

ମହାକୁମ୍ଭ ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଆସିଲା ବଡ଼ ବୟାନ

ଲକ୍ଷ୍ନୌ,୨୯।୧: ଉତ୍ତର ପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ବୟାନ ଆସିଛି। ସେ ଗୁଜବରେ ଧ୍ୟାନ ନଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ମାତା ଗଙ୍ଗାଙ୍କ ନିକଟତମ ଘାଟରେ ସ୍ନାନ କରିବା…

ଚିନ୍ତାରେ ମୋଦି: ଗୋଟିଏ ଘଣ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ସହ ୨ଥର ଫୋନ୍‌ରେ ହେଲେଣି କଥା

ନୂଆଦିଲ୍ଲୀ,୨୯।୧: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀକ୍ଷ୍ଣ ନଜର ରଖିଛନ୍ତି। ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୋଟିଏ ଘଣ୍ଟାରେ ୨ଥର ଫୋନ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମହାକୁମ୍ଭମେଳାର ପରିସ୍ଥିତି ବିଷୟରେ ୟୁପି…

ପୁଣି କମିଲା ସରକାରୀ ସ୍କୁଲରେ ନାମଲେଖା

ନୂଆଦିଲ୍ଲୀ, ୨୯ା୧: କୋଭିଡ୍‌-୧୯ ମହାମାରୀ ସମୟରେ ଭାରତର ସରକାରୀ ସ୍କୁଲର ନାମଲେଖାରେ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ଦେଖାଦେଇଥିଲା। ତେବେ ଏବେ ଏହି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବୁଧବାର ଜାରି ହୋଇଥିବା ଆନୁଆଲ ଷ୍ଟାଟସ୍‌ ଅଫ୍‌ ଏଜୁକେଶନ୍‌ ରିପୋର୍ଟ (ଏଏସ୍‌ଇଆର୍‌) ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri