ଭାଜପା ସଦସ୍ୟ ସଂଗ୍ରହ ଅଭିଯାନ: ‘ସମାଲୋଚକ ପେସାଦାର ନିରାଶାବାଦୀ’
ବାରାଣସୀ,୭ା୭(ଆଇଏଏନ୍ଏସ୍); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରାଣସୀରୁ ଶାସକ ଦଳ ଭାଜପାର ସଭ୍ୟସଂଗ୍ରହ ଅଭିଯାନ ଶୁଭାରମ୍ଭ କରିଛନ୍ତି। ସବୁ ବର୍ଗର ଲୋକଙ୍କୁ ଗୈରିକ ଦଳ ସହ ଯୋଡିବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ…
କର୍ନାଟକରେ ସରକାର ଗଢିବାକୁ ସଫା ହେଉଛି ଭାଜପାର ରାସ୍ତା
ବେଙ୍ଗାଲୁର,୬।୭: କର୍ନାଟକରେ ଏବେ କୁମାରସ୍ବାମୀ ସରକାର ସଙ୍କଟରେ। ଶନିବାର କଂଗ୍ରେସର ୮ ଓ ଜେଡିଏସ୍ର ୩ ବିଧାୟକ ଇସ୍ତଫା ଦେବା ଦେବା ପରେ ଏବେ ମେଣ୍ଟ ସରକାର ଭାଙ୍ଗିବ ବୋଲି ଆଲୋଚନା ହେଉଛି। ସୂଚନା ଅନୁଯାୟୀ, କର୍ନାଟକରେ ମୋଟ ବିଧାନସଭା ଆସନ…
୧ ଲକ୍ଷ ଝିଅଙ୍କ ବିବାହ କରାଇବେ ଯୋଗୀ ସରକାର
ଲକ୍ଷ୍ନୌ,୬।୭: ସାମୁହିକ ବିବାହ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷେ ଗରିବ ଝିଅଙ୍କ ବିବାହ କରିବାକୁ ସ୍ଥିର କରିଛନ୍ତି। ତେବେ ଏହି ବିବାହକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯିବ ବୋଲି ସୂଚନା ମିଳିଛି। ସରକାର ଆସନ୍ତା ବର୍ଷ ମାର୍ଚ୍ଚ…
ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ୨ ଯୁବତୀ
ଚଣ୍ଡିଗଡ଼,୬।୭: ନ୍ୟାୟ ପାଇଁ ପଞ୍ଜାବର ୨ ଜଣ ଯୁବତୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ରକ୍ତରେ ଚିଠି ଲେଖିଛନ୍ତି। ସ୍ଥାନୀୟ ମୋଗା ସହରରେ ବାସ କରୁଥିବା ଏହି ଯୁବତୀମାନେ ନ୍ୟାୟ ନ ମିଳିଲେ ତାଙ୍କ ପରିବାର ସଦସ୍ୟଙ୍କୁ ଇଛାମୃତ୍ୟୁ ନିର୍ଦ୍ଦେଶ ଦେବାକୁ…
କଂଗ୍ରେସକୁ ଯୁବ ଅଧ୍ୟକ୍ଷ ଦରକାର: ଅମରିନ୍ଦର
ନୂଆଦିଲ୍ଲୀ,୬।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ନିଜ ମତ ରଖିଛନ୍ତି। କଂଗ୍ରେସର ବୁଡ଼ିଯାଉଥିବା ନୌକାକୁ ସମ୍ଭାଳିବା ପାଇଁ ଯୁବ ଅଧ୍ୟକ୍ଷ ଦରକାର ବୋଲି ଅମରିନ୍ଦର କହିଛନ୍ତି। ରାହୁଲ ଗାନ୍ଧୀଙ୍କ…
ରାହୁଲଙ୍କୁ ମିଳିଲା ଜାମିନ
ପାଟନା,୬।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶନିବାର ଏକ ମାନହାନି ମାମଲାରେ ଜାମିନ ମିଳିଛି। ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ରାହୁଲଙ୍କ ନାଁରେ ଗତ ଏପ୍ରିଲରେ ପାଟନାର ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏହି ମାନହାନି ମାମଲା ଦାୟର…
ଲୋକ ସଭା, ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏଆଇଏଡିଏମ୍କେ
ଚେନ୍ନାଇ,୬।୭: ଅଲ ଇଣ୍ଡିଆ ଆନ୍ନା ଦ୍ରାଭିଡ ମୁନେତ୍ରା କାଜଗମ(ଏଆଇଏଡିଏମ୍କେ) ଶନିବାର ତା’ର ଲୋକ ସଭା ଓ ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜୟାଲଳିଥାଙ୍କ କ୍ୟାବିନେଟର ମନ୍ତ୍ରୀ ଥିବା ଏ ମହମ୍ମଦ ଜାନ ଓ ଅନୁସୂଚିତ ଜାତିର ସ୍ଥାନୀୟ…
ବ୍ରତ ଭାଙ୍ଗିବା ପାଇଁ ପନୀର ବଦଳରେ ଆସିଲା ଚିକେନ
ନାଗପୁର,୬।୭: ପୁଣେର ଅତିରିକ୍ତ ଜିଲା ଉପଭୋକ୍ତା ଫୋରମ ଖାଦ୍ୟ ଡେଲିଭରି କରୁଥିବା କମ୍ପାନୀ ଜୋମାଟୋ ଓ ହୋଟେଲ ଉପରେ ୫୫ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି। ଉକ୍ତ ସହରର ଜଣେ ଓକିଲଙ୍କୁ ନିରାମିଷ ଭୋଜନ ବଦଳରେ ମାଂସାହାରି ଭୋଜନ ଦେଇଥିବା ଅଭିଯୋଗ ହୋଇଛି।…
କର୍ନାଟକ ସରକାର ପୁଣି ସଙ୍କଟରେ
ବେଙ୍ଗାଲୁରୁ,୬।୭: କର୍ନାଟକର ଶାସନ କ୍ଷମତାରେ ଥିବା କଂଗ୍ରେସ-ଜେଡିଏସ୍ ସରକାର ପୁଣି ସଙ୍କଟରରେ। କାରଣ ଶନିବାର କଂଗ୍ରେସର ୮ ବିଧାୟକ ଓ ଜେଡିଏସର ୩ ବିଧାୟକ ଇସ୍ତଫା ଦେବା ଲାଗି ବିଧାନସଭା ବାଚସ୍ପତି କେଆର୍ ରମେଶ କୁମାରଙ୍କୁ ଭେଟିଛନ୍ତି। ଏମାନଙ୍କ ମଧ୍ୟରେ ରମେଶ…
ଆରମ୍ଭ ହେଲା ଭାଜପାର ମେଗା ସଦସ୍ୟତା ଅଭିଯାନ: ଟାର୍ଗେଟରେ ୨୦ କୋଟି ସଦସ୍ୟ
ନୂଆଦିଲ୍ଲୀ,୬।୭: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାରଠାରୁ ତା’ର ମେଗା ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ଏହାର ମୂଳ ଲକ୍ଷ୍ୟ ହେଲା ଭାଜପାର ୧୧କୋଟି ସଦସ୍ୟଙ୍କୁ ବଢାଇ ୨୦ କୋଟି କରିବା। ଭାଜପାର ମାତୃସଂସ୍ଥା ଜନସଂଘର ସଂସ୍ଥାପକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ…
ନୌସେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଭାରତୀୟ ଯବାନ ଆହତ
ଶ୍ରୀନଗର,୬।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଚୌରୀ ଜିଲାର ରୋମାଲି ଧାରାସ୍ଥିତ ନୌସେରା ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ଶୁକ୍ରବାର ରାତ୍ର ୯ଟା ପରେ ମୋର୍ଟାର ସେଲିଂ ମାଡ଼ କରାଯାଇଥିତ୍ଲା।…
‘ଜୟ ଶ୍ରୀରାମ’ ସ୍ଲୋଗାନ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି: ଅମର୍ତ୍ତ୍ୟ ସେନ୍
କୋଲକାତା,୬।୭: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ଶୁକ୍ରବାର କହିଛନ୍ତି, ଏବେ ‘ଜୟ ଶ୍ରୀରାମ’ ସ୍ଲୋଗାନ କେବଳ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି। କାରଣ ଏହାର ବେଙ୍ଗଲି ପରମ୍ପରା ସହ କୌଣସି ସମ୍ପର୍କ ନାହିଁ। ଜାଦବପୁର ବିଶ୍ୱବିଦ୍ୟାଳୟରେ ଉଦ୍ବୋଧନ…
Archives


