ପୁଣି ଅଶାନ୍ତ ପଶ୍ଚିମବଙ୍ଗ: ଭାଜପା ଏମ୍ପିଙ୍କ ଉପରକୁ ଆକ୍ରମଣ
କୋଲକାତା,୧।୯: ପୁଣି ଅଶାନ୍ତ ହୋଇପଡିଛି ପଶ୍ଚିମବଙ୍ଗ। ରବିବାର ରାଜ୍ୟର ଉତ୍ତର ୨୪ ପ୍ରଗଣା ଜିଲାରେ ଟିଏମସି କର୍ମୀମାନେ ଭାଜପା ଏମ୍ପି ଅର୍ଜୁନ ସିଂହଙ୍କ ଗାଡ଼ି ଭଙ୍ଗାରୁଜା କରି ତାଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ…
ଅଦରକାରୀ ପାର୍ଟସ୍ରୁ ବାଇକ୍: ଦାମ୍ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ
ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍କୁ ଲକ୍ଷ୍ୟ କଲେ ବାଇକ୍ ଚଲାଇବା ଯୁବପିଢିକୁ କଷ୍ଟକର ହୋଇଯିବ। ଏହି ସମସ୍ୟାର ସହଜ ସମାଧାନ କରିବା ଲାଗି…
ସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ମନୋଜ ମୁକୁନ୍ଦ ନାରାଭାନେ
ନୂଆଦିଲ୍ଲୀ,୧।୯ : ସେନାର ଉପମୁଖ୍ୟ ଦାୟିତ୍ୱ ନେଇଛନ୍ତି ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ। ସେ ଲେପ୍ଟନାଣ୍ଟ ଜେନେରାଲ ଦେବରାଜ ଅମ୍ବୁଙ୍କ ସ୍ଥାନ ନେଇଛନ୍ତି। ଅମ୍ବୁ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିବା ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ…
ମୋଦିଙ୍କ ସମୟରେ ଭଲ ଖୋଜିବା ଅଳିଆରୁ ଛୁଞ୍ଚି ଖୋଜିବା ସହ ସମାନ: ଖୁର୍ସିଦ
ନୂଆଦିଲ୍ଲୀ,୧।୯: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ମୋଦିଙ୍କ ସମୟରେ ଭଲ ଖୋଜିବା ଅଳିଆରୁ ଛୁଞ୍ଚି ଖୋଜିବା ସହ ସମାନ’। କାରଣ ମୋଦି ଯଦି ଭଲ କାମ କରୁ ଥାଆନ୍ତେ ତେବେ ତାଙ୍କୁ…
ସନ୍ଧ୍ୟାପରେ ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ଏହି ପ୍ରଭାବ …
ଅଙ୍ଗୁର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍ ଏସିଡ୍,ମାଲିକ୍ ଏସିଡି ଏବଂ କିଛି ପରିମାଣର ସାଇଟ୍ରିକ୍ ଏସିଡ୍ ରହିଥାଏ। ଦିନରେ ଖାଦ୍ୟ ଖାଇସାରି…
ହେଲ୍ମେଟ୍ ନ ପିନ୍ଧିଥିବା ବାଇକ୍ ଚାଳକଙ୍କୁ ଚକୋଲେଟ୍ ଦେଲା ଟ୍ରାଫିକ୍ ପୋଲିସ
ଇମ୍ଫାଲ,୧।୯: ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଜେଲ୍ଦଣ୍ଡର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଶହେ ଟଙ୍କା ଜରିମାନାକୁ ଏବେ ହଜାର ଟଙ୍କା କରାଯାଇଛି। ଏହାପରେ ବି ଲୋକଙ୍କର ଏଥିପ୍ରତି…
ଜହର ପାଲଟିଲା ଗୋମତୀ ନଦୀ ଜଳ: ୨୮ ମଇଁଷି ମୃତ
ଲକ୍ଷ୍ନୌ,୧।୯: ଉତ୍ତରପ୍ରଦେଶ ଗୋମତୀ ନଦୀର ଜଳ ଏବେ ଜହର ପାଲଟିଛି। ଏଥିରେ ବିଭିନ୍ନ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ରାସାୟନ ଥିବା କୁହାଯାଉଛି। ନଦୀ ଜଳ ପିଇବା ପରେ ୨୮ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…
ଧୋତି କୁର୍ତ୍ତାରେ କ୍ରିକେଟ୍ ଖେଳ: ସଂସ୍କୃତରେ ହେଲା କମେଣ୍ଟ୍ରି
ପାଟନା,୧।୯: ବିହାର ଦରଭଙ୍ଗାଠାରେ ଏକ ନିଆରା କ୍ରିକେଟ୍ ଖେଳ ହୋଇଛି। ଏଥିରେ ଖେଳାଳିମାନେ ଧୋତି କୁର୍ତ୍ତା ପିନ୍ଧି ଖେଳିଛନ୍ତି। ଖେଳରେ କମେଣ୍ଟ୍ରି ସଂସ୍କୃତରେ କରାଯାଇଥିଲା। ସ୍ଥାନୀୟ କାମେଶ୍ୱର ସିଂ ଦରଭଙ୍ଗା ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କ୍ରିକେଟ୍ ଖେଳର ଆୟୋଜନ କରାଯାଇଥିଲା।…
ନୂଆ ଟ୍ରାଫିକ୍ ନିୟମ ନେଇ ବିବାଦ: ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ ଲାଗୁ କରିବାକୁ ମନା କଲେ
ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ୧ରୁ ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଛି। ମୋଟର ବାହନ ସଂଶୋଧନ ଅଧିନିୟମ ଅନୁସାରେ ୬୩ ନୂଆ ନିୟମ ଲାଗୁ କରାଯାଇଛି। ତେବେ ଏଥିରେ ଜରିମାନା ୧୦ଗୁଣା ବଢ଼ାଯାଇଥିବାରୁ ଏହାକୁ ଲାଗୁ କରିବାକୁ ପଶ୍ଚିମବଙ୍ଗ, ରାଜସ୍ଥାନ,…
କଦଳୀମଞ୍ଜାରୁ ସାନିଟାରୀ ପ୍ୟାଡ୍ ପ୍ରସ୍ତୁତ କଲେ ଆଇଆଇଟି ଛାତ୍ର: ୧୨୧ ଥର ୨ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ବ୍ୟବହାର
ନୂଆଦିଲ୍ଲୀ,୧।୯: ଦିଲ୍ଲୀ ଆଇଆଇଟିର ୨ ଜଣ ଛାତ୍ର କଦଳୀମଞ୍ଜାରୁ ସାନିଟାରୀ ପ୍ୟାଡ୍ ପ୍ରସ୍ତୁତ କରିଛନ୍ତି। ଏହାକୁ ୧୨୧ ଥର ୨ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। ଏହାର ଦାମ ୧୯୯ଟଙ୍କା ରଖାଯାଇଛି। ଏହା ଗ୍ରାମୀଣ ମହିଳାଙ୍କ ପାଇଁ ବେଶ୍ ଉପଯୋଗ ହେବ…
ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା
ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ଜେନରାଲ ଓ୍ବାର୍ଡକୁ ଅଣାଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୨୮ରେ ପୀଡିତା, ତାଙ୍କ…
ଗ୍ରହଦୋଷ ଖଣ୍ଡନ ପାଇଁ ହେଲା କୁକୁର ବାହାଘର
ବାରାଣସୀ,୧।୯: କୁକୁର ବିବାହ କଥା ଶୁଣିଲେ କଥାଟା ଟିକେ ଅଡୁଆ ଲାଗୁଛି ସତ। ହେଲେ ନିକଟରେ ବାରାଣସୀରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି। ଆଲ୍ଲାହାବାଦ ବା ପ୍ରୟାଗରାଜଠାରୁ ୫୦ କିଲୋମିଟର ଦୂର କୋରାଓ ଗାଁରେ ଦେଖିବାକୁ ମିଳିଛି ଏହି ନିଆରା…

