ଜାତୀୟ

ଲୋକଙ୍କ ସ୍ବପ୍ନ ପୂରଣରେ ଆନନ୍ଦ ମିଳେ: ମୋଦି

ନୂଆଦିଲ୍ଲୀ, ୧୩ା୮ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦୁଃସାହସିକ ଅଭିଯାତ୍ରୀ ବିଅର ଗ୍ରିଲ୍ସଙ୍କୁ ନେଇ ନିର୍ମିତ ଏପିସୋଡ୍‌ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ ସୋମବାର ରାତିରେ ଡିସ୍‌କଭରି ଚ୍ୟାନେଲରେ ପ୍ରଦର୍ଶିତ ହୋଇଛି। ଉଭୟେ ଜଙ୍ଗଲ ମଧ୍ୟରେ ବୁଲିବା ଓ ନଦୀରେ ଭ୍ରମଣ…

ତଟ ସୁରକ୍ଷା ଜାହାଜରେ ନିଆଁ

ବିଶାଖାପାଟଣା, ୧୩ା୮(ଆଇଏଏନ୍‌ଏସ୍‌): ବିଶାଖାପାଟଣା ଉପକୂଳରେ ଥିବା ତଟ ସୁରକ୍ଷା ବାହିନୀର ଏକ ଜାହାଜରେ ସୋମବାର ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ଜାହାଜର ଜଣେ କର୍ମଚାରୀ ନିଖୋଜ ହୋଇଥିବାବେଳେ ଅନ୍ୟ ୨୮ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ପୋଡ଼ିଯାଇ ଆହତ ହୋଇଥିବା…

ବନ୍ୟାରେ ବେହାଲ କର୍ନାଟକ: ଛାତ ଉପରେ ବିରାଟ କୁମ୍ଭୀର, ଭିଡିଓ ଭାଇରାଲ

ବେଲଗାମ,୧୨।୮: ଦେଶର ବହୁ ରାଜ୍ୟ ଏବେ ପାଣି ଘେରରେ। କର୍ନାଟକରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟା ଯୋଗୁ କର୍ନାଟକରେ ପ୍ରାୟ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବନ୍ୟା ଯୋଗୁ…

ଅଶୋକ ଧାମ ମନ୍ଦିରରେ ଦଳାଚକଟା

ପାଟନା,୧୨।୮: ଶ୍ରାବଣ ମାସର ଶେଷ ସୋମବାରରେ ବିହାର ଲକ୍ଷୀସରାୟ ଜିଲାରେ ଥିବା ଇନ୍ଦ୍ରଦମନେଶ୍ୱର ମହାଦେବ ଅଶୋକ ଧାମ ମନ୍ଦିରରେ ଏକ ଦୁର୍ଘଟଣା ଘଟିଛି। ସୋମବାର ମନ୍ଦିରରେ ଲକ୍ଷାଧିକ ଶିବଭକ୍ତଙ୍କ ସମାଗମ ହୋଇଥିବା ବେଳେ ଲମ୍ବା ଲାଇନ ଲାଗିଥିଲା। ଭିଡ଼କୁ ଦେଖି ପ୍ରଶାସନ…

ପିତାଙ୍କ ମୃତଦେହ ସାମ୍ନାରେ ବିବାହ କଲେ ଯୁବକ

ବିବାହ ଏକ ଶୁଭ ଅବସର ବୋଲି କୁହାଯାଏ। ହେଲେ ଜଣେ ପିତାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ପୁଅ ପିତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ କରିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତାମିଲନାଡୁର ବିଲ୍ଲୁପୁରମରେ ଘଟିଛି ଏମିତି…

ବିବାହ ବେଦିରେ ପିତାଙ୍କ ମୃତଦେହ ରଖି ୭ ଘେରା ବୁଲିଲେ ପୁଅ

ଚେନ୍ନାଇ, ୧୨।୮: ତାମିଲନାଡୁର ବିଲ୍ଲୁପୁରମ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ପିତାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବେଦି ଉପରେ ରଖି ୭ ଘେରା ନେଇଛନ୍ତି ଜଣେ ପୁଅ। ବିଲ୍ଲୁପୁରମ୍‌ର ଟିଣ୍ଡିଓ୍ବନମ୍‌ରେ ଥିବା ସଙ୍ଗନୁର ଗାଁରେ ୩୧ ବର୍ଷୀୟ ଆଲେକଜେଣ୍ଡର(୩୧)ଙ୍କ…

ଏବେ ମୋଦି, ଶାହଙ୍କୁ ପୂଜା କରୁଛି: ଶିବରାଜ

ଭୋପାଳ, ୧୨।୮: ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଠାଇ ଦିଆଯିବା ଏକ ଐତିହାସିକ ପଦକ୍ଷେପ ବୋଲି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଭୁଲକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଜମ୍ମୁ କଶ୍ମୀରରେ ଶାନ୍ତିଶୃଙ୍ଖଳାର ସହ ପାଳନ ହେଲା ଇଦ୍‌:ଗଳିକନ୍ଦିରେ ବୁଲିଲେ ଡୋଭାଲ

ଶ୍ରୀନଗର, ୧୨।୮: କଡ଼ାସୁରକ୍ଷା ଭିତରେ ଜମ୍ମୁ-କଶ୍ମୀରରେ ନିରାଡମ୍ବର ଭାବରେ ଇଦ-ଉଲ-ଜୁହା ପାଳିତ ହୋଇଛି। ମୁଖ୍ୟତଃ ଶ୍ରୀନଗରରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଦ ଅବସରରେ ରାଜ୍ୟରେ ୬ ଘଣ୍ଟା ପାଇଁ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି…

ସ୍ବାଗତ ସମାରୋହରେ କଟିଲା ଭାଜପା ନେତାଙ୍କ ଆଙ୍ଗୁଳି

ଲକ୍ଷ୍ନୌ,୧୨।୮: ଉତ୍ତରପ୍ରଦେଶର ଭାଜପା ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହଙ୍କ ସହ ସୋମବାର ଏକ ଦୁର୍ଘଟଣା ଘଟିଛି। ମୁଜାଫରନଗରର ସର୍କୁଲାର ରୋଡରେ ଆୟୋଜିତ ଏକ ସ୍ବାଗତ ସମାରୋହ ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ସ୍ବତନ୍ତ୍ର…

ଓ୍ବାୟନାଡରେ ବନ୍ୟା ପୀଡ଼ିତଙ୍କୁ ରିଲିଫ ବାଣ୍ଟିଲେ ରାହୁଲ

ଓ୍ବାୟନାଡ:୧୨।୮: କଂଗ୍ରେସ ନେତା ଓ ଓ୍ବାୟନାଡ ଏମ୍‌ପି ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ଗସ୍ତରେ ଅଛନ୍ତି। କେରଳ ଓ୍ବାୟନାଡରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ସୋମବାର ରାହୁଲ ଗାନ୍ଧୀ ଏକ ରିଲିଫ ଶିବିରରେ ପହଞ୍ଚି ଲୋକଙ୍କୁ ରିଲିଫ ବଣ୍ଟନ କରିଥିଲେ।…

ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କଲା ଏହି ଫଟୋ

ନୂଆଦିଲ୍ଲୀ, ୧୨।୮: ଏବେ ଭାରତର କିଛି ରାଜ୍ୟରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ବନ୍ୟାରେ ଏପର୍ଯ୍ୟନ୍ତ ୧୭୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ବି ଅନେକ ଲୋକ ପାଣି ଘେରରେ ଅଛନ୍ତି। ତେବେ ବନ୍ୟା ପାଣିକୁ ଭ୍ରୂକ୍ଷେପ ନ କରି ସୁରକ୍ଷାକର୍ମୀ…

କଶ୍ମୀର ସେଓକୁ ଝୁରୁଛନ୍ତି ଲାଲୁ

ରାଞ୍ଚି,୧୨।୮: ଜେଲ୍‌ରେ ବନ୍ଦୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ନିଜ ପସନ୍ଦର କଶ୍ମୀର ସେଓକୁ ଝୁରୁଥିବା ଜଣାପଡ଼ିଛି। କାରଣ କଶ୍ମୀର ସେଓ ବହୁ ମିଠା ସହ ଭରପୂର ସ୍ବାଦ ରହିଥିବାରୁ ଲାଲୁଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri