୪ ରାଜ୍ୟରେ ବିଧାନସଭା ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି
ନୂଆଦିଲ୍ଲୀ,୨୫।୮: ସେପ୍ଟେମ୍ବର ୨୩ରେ ୪ ରାଜ୍ୟର ବିଧାନସଭା ଉପନିର୍ବାଚନ ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଛତିଶଗଡ଼ର ଦନ୍ତଓ୍ବାଡ଼ା, କେରଳର ପାଲା, ତ୍ରିପୁରାର ବଧର ଘାଟ ଏବଂ ଉତ୍ତରପ୍ରଦେଶ ହମିରପୁରରେ ଉପନିର୍ବାଚନ ହେବ ବୋଲି…
ଜେଲ୍ରେ ଚାଷ କରି ୧୮ହଜାର ଟଙ୍କା କମାଇଲେ ରାମ ରହିମ୍
ରୋହତକ,୨୫।୮:ଡେରା ସଚ୍ଚା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହ ତାଙ୍କ ଆଶ୍ରମର ଦୁଇ ଜଣ ସାଧ୍ବୀଙ୍କ ପ୍ରତି ବଳାତ୍କାର କରିଥିବା ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଜେଲ୍ରେ ଥାଇ ବି ରାମ ରହିମଙ୍କୁ ନେଇ ଚର୍ଚ୍ଚା ଥମୁନି। ଜେଲରେ…
ପଞ୍ଚଭୂତରେ ଲୀନ ହେଲେ ଅରୁଣ
ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ନେତା ଅରୁଣ ଜେଟଲୀଙ୍କ ପ୍ରାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ରବିବାର ନିଗମବୋଧ ଘାଟରେ ଜେଟଲୀଙ୍କ ପୁଅ ରୋହନ ମୁଖାଗ୍ନୀ ଦେଇ ପିତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଏହି ସମୟରେ…
୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ
ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ ଶୌଚାଳୟକୁ ନିଜ ଘର କରିଦେଇଛନ୍ତି। ରାତି ପାହି ସକାଳ ହେଲେ ଶୌଚାଳୟକୁ ସଫାକରିବା ତାଙ୍କ…
ଜେଟଲୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ରାଖୀ ସାଓ୍ବନ୍ତ: ୧୦ ଦିନ ପୂର୍ବରୁ ହୋଇଥିଲା ମୃତ୍ୟୁ
ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ନେଇ ଅଭିନେତ୍ରୀ ରାଖୀ ସାଓ୍ବନ୍ତ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଜେଟଲୀ ୧୦ ଦିନ ପୂର୍ବରୁ ଦେହତ୍ୟାଗ କରିଥିବା ସେ କହିଛନ୍ତି। ରାଖୀଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଜେଟଲୀଙ୍କୁ…
ସୁନା ଚେନ୍ ଗିଳିଦେଲେ ଚୋର, ପେଟରୁ ଚେନ୍ ବାହାର କରିବା ପାଇଁ ଏମିତି ଉପାୟ ଖୋଜିଲା ପୋଲିସ
ବିକାନେର,୨୫।୮: ପୋଲିସକୁ ଚକ୍ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ ଥାଏ। ରାଜସ୍ଥାନର ବିକାନେର୍ରେ ଜଣେ ଚୋର ପୋଲିସକୁ ଦେଖି ସୁନା ଚେନ୍ ଗିଳିଦେଇଥିଲେ। ଚୋର…
କାହିଁକି ଗନ୍ କ୍ୟାରେଜରେ ନିଆଗଲା ଜେଟଲୀଙ୍କ ପାର୍ଥିବ ଶରୀରକୁ
ନୂଆଦିଲ୍ଲୀ,୨୫।୮: ନିକଟରେ ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିବା ବେଳେ ତାଙ୍କୁ ଯେଉଁଭଳି ଭାବେ ବିଦାୟ ଦିଆଯାଇଥିଲା ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ବିଦାୟ ନେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ତେବେ ଜେଟଲୀଙ୍କୁ ରବିବାର ସକାଳେ ଭାଜପା…
ଫୋର୍ବସର ଅଧିକ ଆୟ କରୁଥିବା ନାୟିକାଙ୍କ ତାଲିକାରୁ ବାଦ୍ ପଡିଲେ ଦୀପିକା, ପ୍ରିୟଙ୍କା
ନୂଆଦିଲ୍ଲୀ,୨୫।୮: ଫୋର୍ବସ ନିକଟରେ ପ୍ରକାଶ କରିଛି ହାଇଏଷ୍ଟ ପେଡ୍ ଆକ୍ଟ୍ରେସଙ୍କ ତାଲିକା। ହେଲେ ଏଥିରେ ୨୦୧୭ରେ ଭାରତର ହାଇଏଷ୍ଟ ପେଡ୍ ଆକ୍ଟ୍ରେସ ଭାବେ ଦୀପିକା ପାଦୁକୋନଙ୍କ ନାଁ ଏଥର ତାଲିକାରୁ ବାଦ୍ ପଡିଛି। ସେହିପରି ୨୦୧୮ରେ ଫୋର୍ବସର ମୋଷ୍ଟ ପାଓ୍ବାରଫୁଲ୍ ଓମେନ୍…
ଜନ୍ମାଷ୍ଟମୀରେ ଲାଲୁ ନନ୍ଦନଙ୍କ ଶ୍ରୀକୃଷ୍ଣ ବେଶ ସୋସିଆଲ ମିଡିଆରେ ଭାଇରାଲ
ପାଟନା,୨୫।୮: କିଛି ନା କିଛି ଘଟଣାକୁ ନେଇ ବହୁ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଆର୍ଜେଡି ନେତା ତେଜପ୍ରତାପ ଯାଦବ ଜନ୍ମାଷ୍ଟମୀ ଅବସରରେ ମଧ୍ୟ ଆସିଛନ୍ତି ଚର୍ଚ୍ଚାକୁ। ଶନିବାର ମଧ୍ୟ ରାତ୍ରରେ ତେଜପ୍ରତାପ ଶ୍ରୀକୃଷ୍ଣ ବେଶ ଧାରଣ କରିବା ସହ ବାଳ…
ମୁସଲମାନ୍ ଆଇପିଏସ୍ ଅଫିସର ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କଲେ ପୂଜାର୍ଚ୍ଚନା
ଲଳିତପୁର,୨୫।୮: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଥିବାବେଳେ ଉତ୍ତରପ୍ରଦେଶର ଜଣେ ମୁସଲମାନ୍ ଆଇପିଏସ୍ ଅଫିସର ସାମ୍ପ୍ରଦାୟିକ ସଦ୍ଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲଳିତପୁର ସ୍ଥିତ ପୋଲିସ ଲାଇନ୍ରେ ଥିବା ମୁକ୍ତିଧାମ ମନ୍ଦିରରେ ଜନ୍ମାଷ୍ଟମୀ ଅବସରରେ ଆଇପିଏସ୍ ଅଫିସର…
ବିଅର ଗ୍ରିଲ୍ସ କେମିତି ବୁଝୁଥିଲେ ମୋଦିଙ୍କ ହିନ୍ଦୀ
ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନତାଙ୍କ ମନରେ ଉଙ୍କି ମାରୁଥିବା ଏକ ବଡ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଅନେକ ଲୋକ ଭାବୁଥିଲେ ବିଅର ଗ୍ରିଲ୍ସ କେମିତି ତାଙ୍କ ହିନ୍ଦୀ ବୁଝି ପାରୁଥିଲେ।…
ଜେଟଲୀଙ୍କ ବିନା ଦୀପାବଳୀ ପାଳିବେ ଆଡଭାନୀ
ନୂଆଦିଲ୍ଲୀ,୨୫।୮: ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ୬୬ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି। ହେଲେ ତାଙ୍କୁ ମନେ ପକାଇ ଆଖି ଛଳଛଳ ହୋଇଯାଇଛି ଅନ୍ୟ ଜଣେ ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କର। ସେ…

