ଟିସିଏସ୍ରେ ବୃହତ ଛଟେଇ ଘୋଷଣା ପରେ ବେତନ ବୃଦ୍ଧି ଅଟକିଲା, ଏସବୁ ନିଯୁକ୍ତି ସ୍ଥଗିତ ହେବା ସମ୍ଭାବନା
ବେଙ୍ଗାଲୁରୁ,୨୯।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଘୋଷଣା ପରେ ଅଭିଜ୍ଞ ପ୍ରଫେସନାଲଙ୍କ ନିଯୁକ୍ତି ସ୍ଥଗିତ ଓ ବାର୍ଷିକ ବେତନ ବୃଦ୍ଧି ବନ୍ଦ କରିବାକୁ ଯାଉଛି ବୋଲି ‘ଦି ଇକୋନୋମିକ୍ ଟାଇମ୍ସ’ ରିପୋର୍ଟ କରିଛି। ଏହି ନିଷ୍ପତ୍ତି…
ଅପରେଶନ ସିନ୍ଦୂରର ଭିତିରି କଥା କହିଦେଲେ ଶାହା! ସଂସଦରେ ଚହଳ
ନୂଆଦିଲ୍ଲୀ,୨୯।୭: ସଂସଦରେ ଅପରେସନ ସିନ୍ଦୂରକୁ ନେଇ ଜୋରଦାର ଆଲୋଚନା ଚାଲିଛି। ଏହି ସମୟରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ବିରୋଧୀ ଦଳ ସଂସଦରେ ହଙ୍ଗାମା କରୁଥିଲେ। ଅମିତ ଶାହ…
ଏସବୁ ଘଟଣାକ୍ରମ ପରେ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ସରିପାରିଲେନି ସରକାର
ନୂଆଦିଲ୍ଲୀ,୨୯।୭: ସଂସଦରେ ଦିନର କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ, ଅର୍ଥାତ୍ ସନ୍ଧ୍ୟା ୫ଟା ପୂର୍ବରୁ, କେନ୍ଦ୍ର ସରକାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଦୃଢ଼ପ୍ରତିଜ୍ଞ ଥିଲେ। ଠିକ୍ ୪:୫୦ରେ, ଏକ ସିଲ୍ ଲଫାଫା ରାଜ୍ୟସଭା…
କଂଗ୍ରେସରେ ବଢୁଛି କନ୍ଦଳ, ଥରୁରଙ୍କ ପରେ ମୁହଁ ଖୋଲିଲେ ଆଉ ଜଣେ ବରିଷ୍ଠ ନେତା
ନୂଆଦିଲ୍ଲୀ,୨୯।୭: ସଂସଦର ମୌସୁମୀ ଅଧିବେଶନର ଷଷ୍ଠ ଦିନରେ, ସୋମବାର (୨୮ ଜୁଲାଇ) , ଅପରେଶନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଥିଲା। କଂଗ୍ରେସ ଶଶି ଥରୁର ଏବଂ ଚଣ୍ଡିଗଡ଼ ଏମପି ମନୀଷ ତିୱାରୀଙ୍କୁ ଦଳ ପକ୍ଷରୁ କହିବାର ସୁଯୋଗ ଦେଇ ନଥିଲା।…
ଆମେରିକାର ସାଂଘାତିକ ଖୁଲାସା! ଯୁଦ୍ଧବେଳେ ଭାରତ ଲୁଚାଛପାରେ କରିଛି…
ଓ୍ବାଶିଂଟନ୍,୨୯।୭: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ, ଭାରତ ଏବଂ ଚାଇନାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଆମେରିକୀୟ ସମାଚାର ଏଜେନ୍ସି ରଏଟର୍ସର ଏକ ରିପୋର୍ଟରେ ଦାବି…
UPI ପେମେଣ୍ଟକୁ ନେଇ ଖୁସିଖବର: ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି…
ନୂଆଦିଲ୍ଲୀ,୨୯।୭: ଯଦି ଆପଣ ମଧ୍ୟ ସପିଂ ଏବଂ କାରବାର ପାଇଁ Google Pay, PhonePe, କିମ୍ବା Paytm ଭଳି UPI ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି। ସରକାର ସ୍ପଷ୍ଟ କରିଛନ୍ତି ଯେ…
ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ମନ ମାନୁନାହିଁ: ଆସାଦୁଦ୍ଦିନ ଓୱାଇସୀ
ନୂଆଦିଲ୍ଲୀ, ୨୮ା୭: ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱାଇସୀ ଆଗକୁ ହେବାକୁ ଥିବା ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍କୁ ବିରୋଧ କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ୫ ମାସ ପରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ମ୍ୟାଚ୍ ଦେଖିବାକୁ ତାଙ୍କ ମନ ଅନୁମତି…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପିଟିଲା କାଉଡିଆମାନଙ୍କୁ ନେଇ ଯାଉଥିବା ବସ୍, ୧୮ ଜଣଙ୍କ ଚାଲିଗଲା ଜୀବନ
ରାଞ୍ଚି, ୨୮ା୭: ଝାଡ଼ଖଣ୍ଡର ଡୁମକା ଜିଲାରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏକ ବସ୍, ଯେଉଁଥିରେ କାଉଡିଆମାନେ ଯାତ୍ରା କରୁଥିଲେ, ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାଟି…
ଟାଟା କନସଲଟାନ୍ସି ସର୍ଭିସେସର ୧୨,୦୦୦ରୁ ଅଧିକ କର୍ମଚାରୀ ଛଟେଇ! ଆଇଟି ମନ୍ତ୍ରଣାଳୟର କଡ଼ା ନଜର
ନୂଆଦିଲ୍ଲୀ,୨୮।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ଦ୍ୱାରା ୧୨,୨୬୧ କର୍ମଚାରୀ, ଅର୍ଥାତ୍ ବିଶ୍ୱବ୍ୟାପୀ କର୍ମଚାରୀଙ୍କ ୨ ପ୍ରତିଶତଙ୍କୁ ଛଟେଇ କରିବା ନିଷ୍ପତ୍ତି ଉପରେ ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ନିବିଡ଼ ନଜର ରଖିଛି। ସୂତ୍ର ଅନୁଯାୟୀ, ମନ୍ତ୍ରଣାଳୟ ଏହି ପରିସ୍ଥିତିର କାରଣ…
ସ୍ପଷ୍ଟୀକରଣ ଦେଇ ଥକି ଗଲେଣି ଭାରତ ସରକାର, ସେପଟେ ପୁଣି ଦାବି ଦୋହରାଇଲେ ଟ୍ରମ୍ପ
ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍କଟଲାଣ୍ଡର ଟର୍ନବେରୀ ରିସର୍ଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ସହ ବୈଠକ ସମୟରେ ଦାବି କରିଛନ୍ତି ଯେ, ସେ ରାଷ୍ଟ୍ରପତି ନ ହୋଇଥିଲେ ବିଶ୍ୱରେ ଭାରତ-ପାକିସ୍ତାନ ସମେତ ୬ଟି ବଡ଼ ଯୁଦ୍ଧ ହୋଇଥାନ୍ତା। ଟ୍ରମ୍ପ…
ମୋଦି-ଟ୍ରମ୍ପ ମଧ୍ୟରେ ୨୨ ଏପ୍ରିଲରୁ ୧୭ ଜୁନ ମଧ୍ୟରେ କୌଣସି ଫୋନ କଲ୍ ହୋଇନାହିଁ: ଜୟଶଙ୍କର
ନୂଆଦିଲ୍ଲୀ,୨୮।୭: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭାରେ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ସହ ସଂଘର୍ଷ ସମୟରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ବାଣିଜ୍ୟ ସମ୍ପର୍କିତ ବିଷୟ ନଥିଲା। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ…
‘ଟ୍ରମ୍ପଙ୍କ ସାମ୍ନାରେ ୫୬ ଇଞ୍ଚର ଛାତି ୩୬ ଇଞ୍ଚକୁ ଖସିଯାଏ’: ତୃଣମୂଳ ସାଂସଦଙ୍କ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ
ନୂଆଦିଲ୍ଲୀ,୨୮।୭: ସଂସଦର ମୌସୁମୀ ଅଧିବେଶନରେ ଲୋକସଭାରେ ଅପରେଶନ ସିନ୍ଦୁର ଉପରେ ତୀବ୍ର ବିତର୍କ ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମନାରେ ତାଙ୍କର…
Archives


