ପରଲୋକରେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ
ରାୟପୁର,୨୯।୫: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ପରଲୋକ ଘଟିଛି। ସେ ୨୦ ଦିନ ହେବ ହୃଦଘାତରେ ପୀଡିତ ହୋଇ ରାୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ପୁଅ ଅମିତ ଯୋଗୀ…
ଗୋପାଳଗଞ୍ଜ ଟ୍ରିପଲ୍ ମର୍ଡର : ତେଜସ୍ବୀଙ୍କ ଘର ଆଗରେ ବିଧାୟକ, କର୍ମୀଙ୍କ ଭିଡ
ପାଟନା,୨୯।୫: ଗୋପାଳଗଞ୍ଜ ଟ୍ରିପଲ୍ ମର୍ଡରକୁ ନେଇ ବିହାର ରାଜନୀତି ସରଗରମ ହୋଇପଡିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଅଡି ବସିଛି ବିରୋଧୀ ଦଳ ଆରଜେଡି। ବିହାରର ପାଟନା ଠାରେ ଥିବା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଘର ଆଗରେ…
ଦିଲ୍ଲୀର ଏଲ୍ଜି କାର୍ଯ୍ୟାଳୟରେ ୪ ଜଣଙ୍କୁ କରୋନା
ନୂଆଦିଲ୍ଲୀ,୨୯।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ ୪ ଜଣ କର୍ମଚାରୀଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ଏହି ୪ ଜଣଙ୍କ ମଧ୍ୟରେ ୩…
ବଢିବ କି ଲକ୍ଡାଉନ୍… ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅମିତ ଶାହ
ନୂଆଦିଲ୍ଲୀ,୨୯।୫: କରୋନା ଯୋଗୁ ଦେଶରେ ଲାଗୁ କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ମେ ୩୧ରେ ଶେଷ ହେବ। ଆଗକୁ ଏହା ବୃଦ୍ଧି କରାଯିବ କି ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏ ବିଷୟରେ ଆଲୋଚନା କରିବା ପାଇଁ ଶୁକ୍ରବାର…
ଲକ୍ଡାଉନ୍ ୪.୦: ମାତ୍ର ୧୨ ଦିନରେ ୭୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ, ୧୭୦୦ ମୃତ
ନୂଆଦିଲ୍ଲୀ,୨୦।୫: କରୋନା ସଙ୍କଟ ଯୋଗୁ ଦେଶରେ ଜାରି କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଦୁଇ ଦିନ ମଧ୍ୟରେ ଶେଷ ହେବ। ଲକଡାଉନ ୪.୦ର ମାତ୍ର ୧୨ ଦିନ ମଧ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ…
ପଶ୍ଚିମବଙ୍ଗ କ୍ୟାବିନେଟ୍ ମନ୍ତ୍ରୀ, ସ୍ତ୍ରୀଙ୍କୁ କରୋନା
କୋଲକତା,୨୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ପଶ୍ଚିମବଙ୍ଗରେ କରୋନା ସ୍ଥିତ ଜଟିଳ ହୋଇପଡିଛି। ପଶ୍ଚିମବଙ୍ଗ ସରକାରର କ୍ୟାବିନେଟ୍ ମନ୍ତ୍ରୀ ସୁଜିତ୍ ବୋଷ ଏବଂ ତାଙ୍କ ସ୍ତ୍ରୀଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୧୬ ପୋଲିସକର୍ମୀ କରୋନା ପଜିଟିଭ୍
ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭ ହଜାର ୪୬୬ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୭୫ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇଛି। ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ…
ସଂସଦର ଜଣେ ଅଧିକାରୀ କରୋନା ପଜିଟିଭ୍: ଆନେକ୍ସି ଭବନର ଦ୍ୱିତୀୟ ମହଲା ସିଲ୍
ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ସ୍ଥିତ ସଂସଦରେ ରାଜ୍ୟସଭା ସଚିବାଳୟର ଜଣେ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନିର୍ଦ୍ଦେଶକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ ତାଙ୍କ ପୁରା ପରିବାର ମେ ୨୮ରେ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି। ଏହାପରେ ସଂସଦର…
ବାଂଲାଦେଶ ଆତଙ୍କବାଦୀ ଅବ୍ଦୁଲ କରିମ ଗିରଫ
କୋଲକତା,୨୯।୫: ବାଂଲାଦେଶ ଆତଙ୍କବାଦୀ ସଂଗଠନ ଜମାତ୍-ଉଲ-ମୁଜାହିଦୀନର ସଦସ୍ୟ ଅବ୍ଦୁଲ କରିମଙ୍କୁ କୋଲକତା ପୋଲିସର ସ୍ପେସାଲ ଟାସ୍କ ଫୋର୍ସ ଗିରଫ କରିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରୁ କରିମଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ ଜମାତ୍-ଉଲ-ମୁଜାହିଦୀନ ବିହାର ଗୟା ଓ ପଶ୍ଚିମବଙ୍ଗର ବର୍ଦ୍ଧୱାନ ସମେତ…
ଅମୃତସରରେ ସ୍ବତନ୍ତ୍ର ଟ୍ରେନ୍ ବାତିଲ୍: ବିକ୍ଷୋଭ ପ୍ରଦର୍ଶନ କଲେ ଉତ୍ତ୍ୟକ୍ତ ପ୍ରବାସୀ
ଚଣ୍ଡିଗଡ଼,୨୯।୫: ଦେଶରେ କରୋନା ଭାଇରସ୍ ସଙ୍କଟ ଯୋଗୁ ଲକ୍ଡାଉନ ଜାରି ରହିଛି। ଏଥିଯୋଗୁ ସବୁଠାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ। ଦେଶବ୍ୟାପି ଲକ୍ଡାଉନ ହେବାର ୨ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ପ୍ରବାସୀମାନେ ନିଜ ଘରକୁ ଫେରି ପାରିନାହାନ୍ତି। ଇତିମଧ୍ୟରେ ପଞ୍ଜାବ…
ଲକ୍ଡାଉନ ନିୟମ ଭାଙ୍ଗି ଗୋପାଳଗଞ୍ଜ ଅଭିମୁଖେ ତେଜସ୍ବୀ
ପାଟନା,୨୯।୫: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଶୁକ୍ରବାର ଲକ୍ଡାଉନ ନିୟମ ଭାଙ୍ଗି ବିହାର ପାଟନାରୁ ଗୋପାଳଗଞ୍ଜ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଏହା…
ବର୍ଡର ସିଲ୍ ହେବା ପରେ ଦିଲ୍ଲୀ-ଗୁରୁଗ୍ରାମରେ ରାସ୍ତା ଜାମ୍: ପାସ୍ଧାରୀଙ୍କୁ ବି ମିଳିଲାନି ଅନୁମତି
ନୂଆଦିଲ୍ଲୀ,୨୯।୫: କରୋନା ଭାଇରସ୍ ବଢ଼ୁଥିବା ମାମଲାକୁ ଦେଖି ହରିୟାଣା ସରକାର ଦିଲ୍ଲୀ ନିକଟସ୍ଥ ସୀମାକୁ ପୁଣି ଥରେ ସିଲ୍ କରିଦେଇଛନ୍ତି। ଗୁରୁବାର ରାତିରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଶୁକ୍ରବାର ସକାଳେ ଏହାର ପ୍ରଭାବ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି।…
Archives


