ଜାତୀୟ

ଆଇଇଡି ବିସ୍ଫୋରଣ ପରେ ଆଖିବୁଜା ଗୁଳି ବର୍ଷା କଲେ ଉଗ୍ରବାଦୀ: ୩ ଯବାନ ଶହୀଦ, ୪ ଗୁରୁତର

ଇମ୍ଫାଲ୍‌, ୩୦।୭: ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ୍‌ର ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଜଣ ଯବାନ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ…

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା

ମୁମ୍ବାଇ,୩୦।୭: ସୁଶାନ୍ତ ସିଂ ରାଜପୁତ। ଏବେ ଏହି ନାଁଟି ଘରେ ଘରେ ପରିଚିତ। ବଲିଉଡ୍‌ ନାୟକ ଭାବେ ସେ ଯେତିକି ପରିଚୟ ପାଇଥିଲେ ଏବେ ତାଙ୍କ ମୃତ୍ୟୁ ମାମଲାକୁ ନେଇ ସେ ଆସିଛନ୍ତି ବେଶ୍‌ ଚର୍ଚ୍ଚାକୁ। ଗୋଟିଏ ପଟେ ମୁମ୍ବାଇ ପୋଲିସ…

୪୩ ହଜାର ଛାଡ଼ିଲେଣି ଘରୋଇ ସ୍କୁଲ

ଗୁଡ଼ଗାଓଁ: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଏପରିସ୍ଥଳେ ସମସ୍ତ ସ୍କୁଲ ବନ୍ଦ ରହିଛି। ତେବେ ପ୍ରାଇଭେଟ୍‌ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଲଗାତାର ଫି ଦେବାକୁ କୁହାଯାଉଛି। ଏଥିରେ ବ୍ୟସ୍ତ ବିବ୍ରତ ହୋଇ ଦିଲ୍ଲୀର…

ଦେଶରେ ସ୍ବାସ୍ଥ୍ୟ ଖର୍ଚ୍ଚ ପ୍ରତିରକ୍ଷା ବଜେଟଠାରୁ ୧୦ଗୁଣା କମ୍‌

ଓ୍ବାଶିଂଟନ/ନୂଆଦିଲ୍ଲୀ, ୩୦।୭: ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ ହେଉଛି। ଅପରପକ୍ଷରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ କରାଯାଉଥିବା ଖର୍ଚ୍ଚ କମ୍‌ ରହିଛି। ଦେଶରେ ସ୍ବାସ୍ଥ୍ୟ ଖର୍ଚ୍ଚ ପ୍ରତିରକ୍ଷା ବଜେଟଠାରୁ ୮ରୁ ୧୦ଗୁଣା କମ୍‌ ରହିଛି। ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ…

ଦେଶକୁ ନଷ୍ଟ କରୁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୩୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ବୁଧବାର ଯୁଦ୍ଧ ବିମାନ ରାଫେଲକୁ ନେଇ ରାହୁଲ ପ୍ରଶ୍ନ ଉଠାଇଥିବା ବେଳେ ଶୁକ୍ରବାର ସେ ପୁଣିଥରେ ମୋଦିଙ୍କ ଉପରେ ବର୍ଷିଛନ୍ତି। ରାହୁଲ…

ବିଧାନସଭା ଅଧିବେଶନ ଡାକିବାର କାରଣ କହି ପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ: ରାଜ୍ୟପାଳ

ଜୟପୁର,୩୦।୭: ରାଜସ୍ଥାନ ରାଜନୀତିକୁ ନେଇ ଏବେବି ଚର୍ଚ୍ଚା ଥମି ନାହିଁ। ଇତିମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ର ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ କହିଛନ୍ତି, ଏବେବି ରାଜସ୍ଥାନ ରାଜନୀତି ସ୍ବାଭାବିକ ହୋଇନାହିଁ। ଏହାସହ ବିଧାନସଭା ଅଧିବେଶନ ଡାକିବାକୁ ସେ ମନା କରି ନାହାନ୍ତି ବୋଲି…

ହେପାଟାଇଟିସ୍‌ ଔଷଧରେ ଭଲ ହେବ କରୋନା

ରୋହତକ, ୩୦।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ସମ୍ପର୍କରେ ଚର୍ଚ୍ଚା ଜାରି ରହିଛି। ସମ୍ପ୍ରତି ହରିୟାଣାର ରୋହତକସ୍ଥିତ ପିଜିଆଇଏମ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ, ହେପାଟାଇଟିସ୍‌-ସି ଲାଗି ବ୍ୟବହାର…

କଂଗ୍ରେସରୁ ଦୂରେଇ ଯାଇଥିଲେ ବି ଫେରିବାର ବାଟ ଖୋଲା ରଖିଛନ୍ତି ପାଇଲଟ

ନୂଆଦିଲ୍ଲୀ,୩୦।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମନୋମାଳିନ୍ୟକୁ ନେଇ ପୁର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ପଦ ହରାଇଛନ୍ତି। ଆଉ ଏବେ ସେ କଂଗ୍ରେସ ଦଳଠାରୁ ବହୁ ଦୂରକୁ ଚାଲି ଯାଇଥିବା କୁହାଯାଉଛି। ହେଲେ ସେ ଦଳକୁ ଫେରିବାର…

୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…

ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ପଥରରେ ନିର୍ମିତ ୪ ଫୁଟ ଉଚ୍ଚ ନଟରାଜଙ୍କ ମୂର୍ତ୍ତିକୁ…

କଂଗ୍ରେସ ଅଧ୍ୟକ୍ଷ ସୋମେନ ମିତ୍ରଙ୍କ ପରଲୋକ

କୋଲାକାତା,୩୦।୭: ପଶ୍ଚିମବଙ୍ଗ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ସୋମେନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଛି। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ବେଳେ କିଛିଦିନ ହେବ ସେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ…

୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ

ନୂଆଦିଲ୍ଲୀ,୩୦।୭: ବେଳକୁ ବେଳ ଭୟଙ୍କର ହେବାକୁ ଯାଉଛି କରୋନା ସଂକ୍ରମଣ। ପୂର୍ବ ଆକଳନ ଅନୁଯାୟୀ ଦେଶରେ ଏବେ କରୋନା ମହାମାରୀ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୨,୧୨୩ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ…

ମୁଖ୍ୟମନ୍ତ୍ରୀଙ୍କ ଘରେ ବିଦ୍ରୋହ: ୯ ବିଧାୟକ ଅସନ୍ତୁଷ୍ଟ

ରାଞ୍ଚି, ୩୦।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାରରେ ବିଦ୍ରୋହ ହେବା ପରେ ଏବେ ଝାଡ଼ଖଣ୍ଡରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାରଙ୍କୁ ସମର୍ଥନ ଦେଉଥିବା କଂଗ୍ରେସ ଦଳର ୯ ଜଣ ବିଧାୟକ ବିଦ୍ରୋହ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?